Browsing Tag

turekela news

କଳାକାର ସହାୟତା ଯୋଜନାରେ ଦରଖାସ୍ତ ଫର୍ମ ସହିତ ସଠିକ୍ କାଗଜପତ୍ରର ଯାଞ୍ଚ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ କଳାକାର ସହାୟତା ଯୋଜନାରେ ଦରଖାସ୍ତ ଫର୍ମ ସହିତ ସଠିକ୍ କାଗଜପତ୍ରର ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁରେକେଲା
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବୀପ୍ରଦାନ କଲେ ରାଜ୍ୟ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ

ତୁରେକେଲା, (କୈଳାସ ସଗ୍ରିଆ) : ଆଜି ତୁରେକେଲା ସ୍ୱାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ସଂଘ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ସଂଘର ଚେୟାରମେନ ସୁଶୀଳା କିସାନ୍, ସଭାପତି
Read More...

ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଯୁକ୍ତ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପରିବାର ମଙ୍ଗଳ ଯୋଜନା, ବ୍ଲକ ଅଞ୍ଚଳର ବିଭିନ୍ନ ଗାଁର ଉନ୍ନତି କାର୍ଯ୍ୟ ଗୁଡ଼ିକ ଉପରେ ତଦନ୍ତ
Read More...

ପ୍ରଧାନ ସେବିକାଙ୍କ ଅବସର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧିନସ୍ଥ ଆଶ୍ରମ ସ୍କୁଲର ପ୍ରଧାନ ସେବିକା ଶ୍ରୀମତୀ ପ୍ରେମକାନ୍ତୀ ରାୟ ତାଙ୍କ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

୧୧ତମ ବିଶ୍ଵଶାନ୍ତି ଅଖଣ୍ଡ ବ୍ରହ୍ମ ମହିମା ଯଜ୍ଞ ଉଦ୍‌ଯାପିତ 

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ବଡ଼ବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନବାଙ୍କି ଗ୍ରାମରେ ୧୧ତମ ବିଶ୍ଵଶାନ୍ତି ଅଖଣ୍ଡ ମହିମା ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଗତ ତିନି ଦିନରୁ ଆରମ୍ଭ ହୋଇ ଆଜି ଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି । ବିଭିନ୍ନ ମହିମା
Read More...

୧୦ତମ ମାଣବସା ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗ୍ରାମର ପ୍ରହରୀ ମଣ୍ଡପ ଠାରେ ଆଜି ମାଣବସା ଲକ୍ଷ୍ମୀ ପୂଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶଙ୍କର ନାଗଙ୍କ ସଭାପତିତ୍ୱରେ
Read More...

ଗୋଟିଏ ପରିବାରରେ ତିନୋଟି ଶିଶୁ ପୁତ୍ର ଦିବ୍ୟାଙ୍ଗ : ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ନକୁଳ ଛତ୍ରିଆ ଓ ସ୍ତ୍ରୀ ନମିତା ଛତ୍ରିଆ ହରିଜନ ସମ୍ପ୍ରଦାୟର ଗଣ୍ଡା ଜାତୀୟ ଭୂମିହୀନ ସୁଖବାସୀ ଦୈନିକ ଖଟିଖିଆ ଗରିବ ଶ୍ରେଣୀର ଅଟନ୍ତି । ରହିବାକୁ ତାଙ୍କ ପାଖରେ
Read More...

ତୁରେକେଲା ବ୍ଲକରେ ପ୍ରେସ୍‌ କ୍ଲବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : ଏସସିଡି ଟିଟିଲାଗଡ଼ ଚକ୍ଷୁ ଡାକ୍ତରଖାନା ସହଯୋଗରେ ପ୍ରେସ୍‌ କ୍ଲବ ପକ୍ଷରୁ ତୁରେକେଲା ବ୍ଲକ ଠାରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ସମ୍ମାନିତ ଅତିଥି
Read More...

ତୁରକେଲାରେ ମାଣ୍ଡିଆ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକଳ୍ପ ସଂସ୍ଥା ପକ୍ଷରୁ ମାଣ୍ଡିଆ ଦିବସ ପାଳନ ଦୁଇ ଦିନ ଧରି ହୋଇଯାଇଛି । ମାଣ୍ଡିଆ ଏକ ଭିଟାମିନ ଯୁକ୍ତ ଶସ୍ୟ ଅଟେ ରାଜ୍ୟ ସରକାର ମାଣ୍ଡିଆର ଚାଷ ବିଷୟ ନେଇ ଜାଗାରେ ମାଣ୍ଡିଆ ଦିବସ ପାଳନ ନିମନ୍ତେ
Read More...

କଣ୍ଟାବାଞ୍ଜି ରେଞ୍ଜରେ ହାତୀ ଆତଙ୍କ

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ବନ ବିଭାଗ ରେଞ୍ଜରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଅନେକ ଦିନ ହେଲା ଗୋଟିଏ ହାତୀ ଘୂରି ବୁଲୁଥିବା ବନ ବିଭାଗ କର୍ମଚାରୀ ସମେତ ତୁରେକେଲା ବ୍ଲକର ଘୁନେସ, ବର୍ଲା, ମହଖଣ୍ଡ ଅଂଚଳବାସୀ ଦେଖିବାକୁ ପାଇଛନ୍ତି । ଶୁକ୍ରବାର ରାତିରେ ଏହି ହାତୀଟି
Read More...