Browsing Tag

turekela news

ତୁରେକେଲା ବ୍ଲକ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ୍‌ ଯୋଜନା ଅନ୍ତର୍ଭୁକ୍ତ) ପକ୍ଷରୁ ଏକ ଦାବୀପତ୍ର ଗୋଷ୍ଠୀ ଶିକ୍ଷା ଅଧକାରୀଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଯେଉଁ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଞ୍ଚଳ ଓ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପଖନମୁଣ୍ଡାରେ ବିଶ୍ୱ ବନ ଦିବସ ଆଜି ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବିରଂଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ତୁରେକେଲା ବ୍ଲକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ)ର ଏକ ଜରୁରୀ ବୈଠକ ତୁରେକେଲା ଓ କଣ୍ଟାବାଞ୍ଜି ଏନ୍‌.ଏ.ସି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ସଂଘର ସଭାପତି ବିରଂଚି ନାରାୟଣ
Read More...

ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କଲେ ରକ୍ଷକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଆଜି କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ସମୟରେ ତୁରେକେଲା ନିବାସୀ ଚଏତୁ ପୁଟେଲ(୭୦) ଭାରସାମ୍ୟ ହରାଇ ଲର୍କି ପେଟ୍ରୋଲ ପମ୍ପ ପାଖରେ ବାଇକ୍‌ରୁ ପଡିଯାଇ ଗୁରୁତର ଆହତ ହୋଇଥିଲେ । ଠିକ୍‌ ସମୟରେ ରକ୍ଷକ ତଥା ଶିକ୍ଷକ
Read More...

ରାସ୍ତାକଡରେ ପଡିଛି ଗାଈର ମୃତଦେହ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରୁ କଣ୍ଟାବାଞ୍ଜି ଯିବା ରାସ୍ତାକଡ଼ରେ ଏକ ଗାଈର ମୃତଦେହ ପଡିରହିଛି । ଏହା ଉପରେ କାହରି ନଜର ପଡୁନାହିିଁ । ଏହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ
Read More...

ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ମହାସମାରୋହରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସ୍ରୋତସ୍ୱିନୀ ହୋତା ଏବଂ ବିଦ୍ୟାଳୟର ଉପସଭାପତି
Read More...

ରାଷ୍ଟ୍ରୀୟ ସମ୍ମିଳନୀରେ ବିରଞ୍ଚି ଦାଶ ରକ୍ତନାୟକ ଭାବେ ସମ୍ବର୍ଦ୍ଧିତ

ତୁରେକେଲା, (କୈଳାସ ସଗ୍ରିଆ) : ବିଶ୍ୱ ବେସରକାରୀ ସଂଗଠନ ଦିବସ ଅବସରରେ ହରିୟାଣା ରାଜ୍ୟର କର୍ଣ୍ଣାଲର ଡ.ମଙ୍ଗଳ ସେନ ଅଡିଟୋରିୟମଠାରେ ସ୍ୱଇଚ୍ଛାରେ ରକ୍ତଦାନ ଉପରେ ନିଫା ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଦୁଇ ଦିବସୀୟ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିଫା ସଂସ୍ଥା ତରଫରୁ ସାରା
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିର୍ଣା ଗାଁର କ୍ରସର୍ ପଛପଟେ ଥିବା ଏକ ଚାଖୁଣ୍ଡା ବୃକ୍ଷରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ମୃତ ଯୁବକଙ୍କ ନାମ ଶୋବିଲିୟାସ ହରପାଲ (୨୬)
Read More...

ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ

ତୁରେକେଲା, (କୈଳାସ ସଗ୍ରିଆ) : ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ । ସୂଚନା ଅନୁସାରେ ତୁରକେଲା ଥାନା ମୁରିବାହାଲ ଗାଁରେ ଗତକାଲି ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଳମ୍ୱିତ ରାତି ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା
Read More...

ଜଙ୍ଗଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଲିଭାଇଲା ଦମକଳ ବାହିନୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହାଲି ନିକଟରେ ଥିବା ଜଙ୍ଗଲରେ କେହି ଜଣେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ରେଲ୍ ଲାଇନଠାରୁ ଆରମ୍ଭ କରି କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତା ପର୍ଯ୍ୟନ୍ତ ହୁହୁ ହୋଇ ନିଆଁ ଜଳି ଉଠିଥିଲା ।
Read More...