Browsing Tag

turekela news

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ତୁରେକେଲାଠାରେ ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ
Read More...

ବଜ୍ରାଘାତରେ ବଳଦ ମୃତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଗସା ଗାଁ ବଡ ଜଙ୍ଗଲ ପାଖରେ ବଜ୍ରାଘାତରେ ଏକ ବଳଦର ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଛନ୍ତି । ଉକ୍ତ ବଳଦଟି ନବରାଜ କୁଅଁରଙ୍କର ଅଟେ ।
Read More...

ଏମ୍‌ଡିଏମ୍ ଚାଉଳ ଚୋରି କରି ୩ ଯୁବକ ଗିରଫ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିବା ଏମ୍‌ଡିଏମ୍ ଚାଉଳ ଚୋରି ଘଟଣାରେ କଣ୍ଟାବାଞ୍ଜି ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରି ୧୩ ବସ୍ତା ଚାଉଳ ଜବତ କରିବାରେ ସଫଳ ହୋଇଛି । ଉକ୍ତ
Read More...

ବଡ଼ି ବିଲଡିଂ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ବ୍ରୋଞ୍ଚ୍ ପଦକ ପାଇଲେ ପ୍ରଭାତ ପଣ୍ଡା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଜଣେ ଯୁବକ ପ୍ରଭାତ ପଣ୍ଡା ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ସ୍ତରରେ ବ୍ରୋଞ୍ଚ୍ ପଦକ ପାଇଛନ୍ତି । ଆଜିକାଲିର ଯୁବ ପିଢିରେ ଏକ ପ୍ରେରଣା ପାଲଟିଛନ୍ତି ପ୍ରଭାତ ପଣ୍ଡା । କଠିନ ପରିଶ୍ରମ ଓ ଉଚ୍ଚ ଆଶା ଆଜି
Read More...

ଅବ୍ୟବସ୍ଥା ଘେରରେ ଅନ୍ୱେଷା ଛାତ୍ରାବାସ

ତୁରେକେଲା, (କୈଳାସ ସଗ୍ରିଆ) : ଅବ୍ୟବସ୍ଥା ଘେରରେ ରହିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଗ୍ରାମ ପଞ୍ଚାୟତର ୩୦୦ ଶଯ୍ୟା ବିଶିଷ୍ଟ ଅନ୍ୱେଷା ଛାତ୍ରାବାସ । ଅନ୍ୱେଷା ଛାତ୍ରାବାସରେ ଅନୁସୂଚିତ ଓ ଜନଜାତିର ଛାତ୍ରଛାତ୍ରୀ ରହି କଣ୍ଟାବାଞ୍ଜି ସହରର ବିଭିନ୍ନ ବିଦ୍ୟାଳୟକୁ
Read More...

ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖଗସା ଠାରେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ ପାଳିତ ହେଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ଭୋଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ହକି
Read More...

ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍‌ଘାଟନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ କଲୋନୀପଡା ନିକଟରେ ଗତକାଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ତହସିଲଦାର ଅମୃତ ଲାଲ୍ ବେହେରାଙ୍କ କରକମଳରେ ଧୂପ ଦୀପ ଦେଇ
Read More...

୯ ଦଫା ଦାବୀ ନେଇ ବ୍ଲକ ଘେରାଉ କଲେ ବିଭିନ୍ନ ଅଞ୍ଚଳର କଂଗ୍ରେସ କର୍ମୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ୧୯ ଗୋଟି ଗ୍ରାମ ପଞ୍ଚାୟତର ଗତକାଲି ବିଭିନ୍ନ ଗାଁଗୁଡ଼ିକର କଂଗ୍ରେସ କର୍ମୀ ୯ ଦଫା ଦାବୀ ନେଇ ବ୍ଲକ ଘେରାଉ କରିଥିଲେ । କପ୍ସଗ୍ରେସ କର୍ମୀଙ୍କ ଦାବୀ ମୁତାବକ ରାଜ୍ୟର ବିଭିନ୍ନ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ
Read More...

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲି ଗାଁର ବଲାଙ୍ଗିର ଯିବା ମୁଖ୍ୟ ରାସ୍ତା ସମ୍ମୁଖରେ ଖାତା ନଂ ୮୩/ପ୍ଳଟ ନଂ୨୨୧/୨୨୨/୨୨୩ ରୁ ପ୍ରାୟ ଦୁଇ ଏକର ଚଉଷଠି ଡିସିମିଲ ସାତ ଶହ ବର୍ଗ ଫୁଟ ସରକାରୀ ଜମିକୁ ଜବରଦଖଲ କରି ବାଡ଼ ଦେଇଥିବାରୁ
Read More...

ତୁରେକେଲା ବ୍ଲକରେ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲାଠାରେ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା କ୍ଳଷ୍ଟରର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ
Read More...