Browsing Tag

turekela news

ପଖନମୁଣ୍ଡା ବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ସଚେତନତା ସଭା

ତୁରେକେଲା, (କୈଳାସ ସଗ୍ରିଆ) : ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସପ୍ତାହର ଶେଷ ଦିବସରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା
Read More...

ତୁରେକେଲା ବ୍ଲକର ବିଦ୍ୟାଳୟରେ ପୁରୁଷ ହକି ବିଶ୍ୱ କପ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ଆମ ରାଜ୍ୟ ଓଡ଼ିଶାରେ ଆଜିଠାରୁ ପୁରୁଷ ହକି ବିଶ୍ୱ କପ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଅଛି । ଏହି ଅବସରରେ ହକି ଖେଳକୁ ଲୋକପ୍ରିୟତା କରିବା ସହିତ ସମସ୍ତେ ଯେପରି ହକି ଖେଳ ସହିତ ଯୋଡ଼ି ହେବେ ସେଥିପାଇଁ ତୁରେକେଲା ବ୍ଲକର ବିଦ୍ୟାଳୟ ମାନଙ୍କରେ
Read More...

ବିଜେଡିର ମାଗଣା ସ୍ୱାସ୍ଥ୍ୟ ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ହରିଭବନ ଠାରେ ବିଜେଡି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ କଣ୍ଟାବାଞ୍ଜି ବିଧାୟକ ଆୟୁବ୍‌ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି
Read More...

ପଖନମୁଣ୍ଡା ସ୍କୁଲରେ ସାବିତ୍ରୀ ବାଈ ଫୁଲେ ଜୟନ୍ତୀ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତା.୦୩/୦୧ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ
Read More...

ମଳକଣ୍ଠକ ରୋଗୀଙ୍କ ଚିକିତ୍ସା କରାଇଲେ ସମିତି ସଭ୍ୟ ଗିରିରାଜ ସିଂ ମାଝି

ତୁରେକେଲା, (କୈଳାସ ସଗ୍ରିଆ) : ମଳକଣ୍ଠକ ରୋଗୀଙ୍କ ଚିକିତ୍ସା କରାଇଲେ ସମିତି ସଭ୍ୟ ଗିରିରାଜ ସିଂ ମାଝି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକ୍ରାପଡା ଗାଁର ଗୋପବନ୍ଧୁ ବାଗ ମଳକଣ୍ଠକ ଓ କିଡିନି ରୋଗରେ ପୀଡିତ ଥିବା ଖବର ସମିତି
Read More...

ପଖନମୁଣ୍ଡା ଋତୁକାଳୀନ ଆବାସିକ କେନ୍ଦ୍ରରେ ସାମଗ୍ରୀ ବଣ୍ଟନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିବା ଋତୁକାଳୀନ ଆବାସିକ କେନ୍ଦ୍ରରେ ଅନ୍ତେବାସୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ବ୍ଲକସ୍ତରୀୟ ଫୁଟବଲ ଓ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ୨୦୨୨-୨୩

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ ଫୁଟବଲ ଓ ଖୋ-ଖୋ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏଥିରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରୁ ଯୋଗ ଦେଇଛନ୍ତି । ଉପସ୍ଥିତ ବ୍ଲକ ଉନ୍ନୟନ ଅଧିକାରୀ
Read More...

ଜାତୀୟ ମାଙ୍କଡ଼ ଓ ଶକ୍ତି ସଂରକ୍ଷଣ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ମାଙ୍କଡ଼ ଦିବସ ଓ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ପ୍ରକୃତିବଂଧୁ ତଥା ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ
Read More...

ଆଇସିଡିଏସ୍‌ର ସଚେତନତା କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ମହଖଣ୍ଡ ଆଇସିଡିଏସ୍‌ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁମାନଙ୍କ ପାଇଁ ଥିବା ସେବା, ସୋପାନ କାର୍ଯ୍ୟକ୍ରମ, ବାଲ୍ୟବିବାହ ଆଦି ସମ୍ପର୍କରେ ନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ
Read More...

ହରିଶଙ୍କରରେ ୨୦୦୩ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ତୁରେକେଲା, (କୈଳାଶ ସଗ୍ରିଆ) : ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ କଂଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୨୦୦୩ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କଂଟାବାଞ୍ଜି ତଥା ଆଖ ପାଖ ଗାଁର ୨୦୦୩ ମ୍ୟାଟ୍ରିକ ବ୍ୟାଚର
Read More...