Browsing Tag

turekela news

ପୋଲିସର ମଦ ଆଡ୍ଡାରେ ଚଢାଉ : ଜଣେ ଗିରଫ

ତୁରେକେଲା, (ପିତାମ୍ୱର ଦୀପ) : ତୁରେକେଲା ଅନ୍ତର୍ଗତ ମହଖଣ୍ଡ ଗାଁରେ ଦୀର୍ଘ ଦିନ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଗତ କାଲି ମଦ ଆଡ୍ଡାରେ ତୁରେକେଲା ପୋଲିସ ଚଢ଼ାଉ କରିଛି । ସୂଚନା ଅନୁସାରରେ ମହଖଣ୍ଡ ଗାଁର ରଣା ରଞ୍ଜନ ବେହେରା ଅନେକ ବର୍ଷରୁ ଏହି ବେଆଇନ ଦେଶୀ ମଦ କାରବାର
Read More...

ଚାଲିଛି ରନ୍ଧନ ଗ୍ୟାସର କଳା ବଜାରୀ : ପ୍ରଶାସନକୁ ରୋକ ଲଗାଇବା ପାଇଁ ଦାବୀ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଏକ ଆଦିବାସୀ ଉପାନ୍ତ ଦାଦନ ପ୍ରବଣ ବ୍ଲକ ଅଟେ । ଏହି ବ୍ଲକରେ ୧୯ଟି ଗ୍ରାମ ପଞ୍ଚାୟତ ଏବଂ ପାଖପାଖୀ ୧୦୦ ରୁ ଅଧିକ ଗାଁ ଅଛି । ଏହି ଅଂଚଳର ଲୋକମାନେ ସଚେତନ ହେବା ସହ କେନ୍ଦ୍ର ସରକାରଙ୍କ ଉଜ୍ୱଲା ଯୋଜନା ହେଉ କିମ୍ବା ମା'ଙ୍କୁ ସମ୍ମାନ କଥା
Read More...

ବାମସେଫ୍ ଏବଂ ରାଷ୍ଟ୍ରୀୟ ମୁଳନିବାସୀ ସଂଘ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ଅଧିବେଶନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା କଣ୍ଟାବାଞ୍ଜି ନୂଆପଡା ସ୍ଥିତ ମଙ୍ଗଳ ଭବନରେ ବାମସେଫ୍ ଏବଂ ରାଷ୍ଟ୍ରୀୟ ମୁଳନିବାସୀ ସଂଘ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନୀରୂପମା ମାଝୀ ଏହାକୁ ଉଦ୍‌ଘାଟନ କରିଥିଲେ ।
Read More...

ଖ୍ରୀଷ୍ଟିୟାନ ଧର୍ମ ନେବା ପାଇଁ ପ୍ରବର୍ତ୍ତାଉ ପାଷ୍ଟରଙ୍କୁୁ ଅଟକ ରଖିଲେ ଗ୍ରାମବାସୀ : ଥାନାରେ ଅଭିଯୋଗ

ତୁରେକେଲା, (ପିତାମ୍ବର ଦୀପ) : ଉପାନ୍ତ ଅଞ୍ଚଳର ଗାଁ ଗହଳିମାନକଙ୍କରେ ଚାଲିଛି ଧର୍ମ ପରିବର୍ତ୍ତନ । ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଖ୍ରୀଷ୍ଟିୟାନ ଧର୍ମ ନେବା ପାଇଁ ପ୍ରବର୍ତ୍ତାଉ ଥିବା ଦେଖିବାକୁ ମିଳିଛି । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା ଓ ଏକ ସଭା ଡକାଇ
Read More...

ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତ ଜନଶୁଣାଣିରେ ଗଣ୍ଡଗୋଳ ପରିସ୍ଥିତି

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ପାଞ୍ଚାୟତ ସ୍ତରୀୟ ଜନଶୁଣାଣୀରେ ଝାମେଲା ଓ ମାଡ଼ପିଟ୍‌ ଅଳ୍ପକେ ବର୍ତ୍ତିଲେ ଜିଆର୍‌ଏସ୍‌ ବାବୁ । ଜିଆର୍‌ଏସ୍‌ଙ୍କ ନାଁରେ ଲାଞ୍ଚ ନେବାର ଅଭିଯୋଗ କଲେ ଗ୍ରାମବାସୀ । ସୂଚନା ଅନୁସାରେ ସୋମବାର ଦିନ ମହଖଣ୍ଡ ପଂଚାୟତ
Read More...

ଆୟୁବ ଓ ଅଜିତଙ୍କ ବସିଳା ଗୁପ୍ତ ବୈଠକ

କଣ୍ଟାବାଞ୍ଜି ବିଜେଡି ର ଆଗକୁ କିଏ ଧରିବ ମଙ୍ଗ ? ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ଗତ ବିଧାନସଭା ନିର୍ବାଚନ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ସାରା ରାଜ୍ୟରେ ଚଳିତ ବର୍ଷ ନିର୍ବାଚନ ମଣ୍ଡଳି ହୋଇଥିଲା । କଣ୍ଟାବାଞ୍ଜିର ରାଜନୀତି ପାଣିପାଗ ସବୁ ବେଳେ ଭିନ୍ନ ମୋଡ
Read More...

ଅବ୍ୟବସ୍ଥା ଘେରରେ ବଡଡକଲା ଆଶ୍ରମ ବିଦ୍ୟାଳୟ

ତୁରେକେଲା, (ପିତାମ୍ବର ଦୀପ) : ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉପାନ୍ତ ଆଦିବାସୀ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଶିକ୍ଷା ବ୍ୟବସ୍ଥା ଫେଲ ମାରିଥିବା ଦେଖିବାକୁ ମିଳିଛି । କେଉଁଠି
Read More...

ଶିକ୍ଷକ ହେମନ୍ତ ମେହେରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହିଲି ଆଞ୍ଚଳିକ କେନ୍ଦ୍ରର ଝରଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କର୍ମରତ ଶିକ୍ଷକ ହେମନ୍ତ କୁମାର ମେହେର ଚାକିରିରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ରାଉତମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା
Read More...

ବିକାଶ ପରିଷଦ ପକ୍ଷରୁ ତୁରେକେଲା ଘେରାଉ

ତୁରେକେଲା, (ପିତାମ୍ବର ଦୀପ) : ବୁଢ଼ାବୁଢ଼ୀ ଭତ୍ତା ୩୦୦୦ ଟଙ୍କା କରିବା ଦାବିରେ କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସମୟରେ ଅଶୋକ କୁଅଁର, ଲକ୍ଷ୍ମଣ ପୁଟେଲ, ଅଜିତ୍
Read More...

ଅପହଞ୍ଚ ଇଲାକାରେ ସରକାରୀ ଯୋଜନା ସାତ ସପନ

ସରକାରୀ ଯୋଜନାରୁ ବଞ୍ଚିତ ଗୋଟେ ପରିବାର ୩ ବିକଳାଙ୍ଗ ଆଦିବାସୀ ଯୁବକଅପହଞ୍ଚ ଆବାସ ଯୋଜନାଭଙ୍ଗା ଦଦରା ଚାଲ କୁଡ଼ିଆରେ ବିତୁଛି ଜୀବନ, ପ୍ରଶାସନଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧା ତୁରେକେଲା , (ପିତାମ୍ବର ଦୀପ) : ରାଜ୍ୟ ସରକାର ଗରୀବ ନିଷ୍ପେସିତ ଅସହାୟ ବିକଳାଙ୍ଗ ପରିବାର କିମ୍ବା
Read More...