Browsing Tag

titlagrh news

ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର : ପୋଲିସ ଗୁରୁତରଙ୍କୁ ପିସିଆରରେ ଡାକ୍ତରଖାନାକୁ ଆଣିଲେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅପରାହ୍ନ ୧ ଟା ସମୟରେ ଟିଟିଲାଗଡ ସହର ନିକଟସ୍ଥ ଝାରଦେବନ୍ଦ ଠାରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛନ୍ତି । ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିବା ବେଳେ ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଆମ୍ବୁଲାନ୍ସ ଓ ଟିଟିଲାଗଡ
Read More...