ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ : ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ…
ଟିଟିଲାଗଡ, (ସଂଜୟ କୁମାର ନାୟକ) : ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସହର ନିକଟସ୍ଥ!-->…
Read More...
Read More...