Browsing Tag

titilagrh news

ମନବୋଧ ବାଗଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଯୁବ ସମାଜସେବୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଅନ୍ତର୍ଗତ ବାଲପଦର ଗାଁର ମନବୋଧ ବାଗ ଦୀର୍ଘ ୩ ବର୍ଷ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସହ ତାଙ୍କର ସାକ୍ଷାତ ହୁଏ । ତାଙ୍କ ମୁହଁରେ ଅସମ୍ଭାଳ ଭାବରେ ବଢି ଚାଲୁଥିଲା ମାଂସ ପିଣ୍ଡୁଳା । ସେହି ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତାଙ୍କୁ
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଜନ ଆଶୀର୍ବାଦ ଯାତ୍ରାରେ ଟିଟିଲାଗଡ ନାଗରିକ ମଞ୍ଚ ତରଫରୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ହେଉଛି ଓଡ଼ିଶା ରାଜ୍ୟର ସର୍ବ ପୁରାତନ ରେଳ ଜଙ୍କସନ୍ ଯାହାକି ଛତିଶଗଡ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ରେଳ ଯୋଗେ ସଂଯୋଗ କରେ । କଳାହାଣ୍ଡି, ବଲାଙ୍ଗିର, ସୋନେପୁର ଏବଂ ନୂଆପଡା ଜିଲ୍ଲାର ଲୋକମାନେ ଟିଟିଲାଗଡ ରେଳବାଇ ଜଙ୍କସନ ଉପରେ
Read More...

ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସକାଳୁ ଟିଟିଲାଗଡ ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମରେ ଥିବା ଏକ କ୍ଷେତରେ ମାଟି ସଜାଡୁଥିବା ସମୟରେ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଟିଟିଲାଗଡ ସହର ସ୍ଥିତ ବ୍ଲକ ପଡ଼ାର ଭଜମନ ବଗର୍ତ୍ତିଙ୍କ ପୁଅ ଶ୍ରୀନିବାସ
Read More...

ଷ୍ଟାଫ୍ ସିଲେକ୍ସନ କମିଶନ ବିରୋଧରେ ଭାଜପାର ବିକ୍ଷୋଭ

ଟିଟିଲାଗଡ, (ଗୌରବ ଦର୍ଜୀ) : ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି ଓଏସ୍‌ଏସ୍‌ସିର ପିଏସ୍‌ ବିରଞ୍ଚି ସାହୁ ଘରୁ ପୁଲା ପୁଳା ଟଙ୍କା ଓ ସୁନା ବାହାରିବା ଘଟଣା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ଭାଜପା । ଆଜି ଏନେଇ ଟିଟିଲାଗଡ ଭାଜପା ଏବଂ ଯୁବ ମୋର୍ଚ୍ଚା ତରଫରୁ ସହରରେ ବିକ୍ଷୋଭ
Read More...

ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

ଟିଟଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ସରକାରଙ୍କ ଭାରତୀୟ ଖାଦ୍ୟ ନିଗମ ବିଭାଗ ରାଜ୍ୟ ସରକାରଙ୍କ ପାଖରୁ ଧାନ ଓ ଚାଉଳ କ୍ରୟରେ ଅନିୟମିତତା କରୁଥିବା ବେଳେ କେନ୍ଦ୍ର ସରକାର ଚାଷୀ ମାନଙ୍କ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁନଥିବା ଅଭିଯୋଗରେ ସାରା ରାଜ୍ୟରେ ବିଜେଡି ଦଳ ତରଫରୁ ସମସ୍ତ ଏଫସିଆଇ
Read More...

ତେଜରାଜଙ୍କ ହାତର କମାଲ : ମା’ କୁକୁଡା ବିନା ଫୁଟୁଛି ଚିଆଁ

ଟିଟିଲାଗଡ, (ଗୌରବ ଦର୍ଜୀ) : ଅଭାବ ଦେଖାଇଲା ବଞ୍ଚିବାର ରାସ୍ତା ପାଠ ପଢ଼ାକୁ ଅଧାରେ ଛାଡ଼ି କିଛି କରିବା ଲକ୍ଷ୍ୟରେ ବାହାରି ଥିଲେ ତେଜରାଜ ସାହୁ । ଆଜି ସେଥିରେ ସଫଳ ହୋଇଛନ୍ତି । ଆଉ ତିଆରି କରିଛନ୍ତି କୁକୁଡ଼ା ଚିଆଁ ଫୁଟା ମେସିନ୍‌ । ନାଁ ହେଉଛି ‘ଇନ୍‌କ୍ୟୁଭେଟର’ । ୟୁଟ୍ୟୁବ୍‌ରୁ ଦେଖି
Read More...

ଉଠା ଦୋକାନୀଙ୍କୁ କୋଭିଡ ସହାୟତା ରାଶି ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

ଟିଟିଲାଗଡ଼ , (ଗୌରବ ଦର୍ଜୀ) : କରୋନା ମହାମାରୀ ଯୋଗୁଁ ବ୍ୟବସାୟ ହରାଇ ଅସୁବିଧାରେ ରହିଥିବା ଉଠା ଦୋକାନୀଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପୌର ପରିଷଦ ସମିଳନୀ କକ୍ଷ ଠାରେ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର
Read More...

ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ସରକାରୀ ଡାକ୍ତରଖାନାକୁ ଅକ୍ସିଜେନ କନ୍ସେଣ୍ଟଟ୍ରେଟର ଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ବନବାସୀ କଲ୍ୟାଣ ଆଶ୍ରମର ଟିଟିଲାଗଡ ଶାଖା ତରଫରୁ ଅକ୍ସିଜେନ କନ୍ସେଣ୍ଟଟ୍ରେଟର ପ୍ରଦାନ କରାଯାଇଛି । ବନବାସୀ କଲ୍ୟାଣ ଆଶ୍ରମର ସମ୍ପାଦକ ତଥା ପ୍ରାନ୍ତୀୟ ସଂଗଠନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଭାଟିଙ୍କ ନେତୃତ୍ୱରେ ସଂଗଠନର ଏକ
Read More...

ମହୁଲ ଫୁଲକୁ ନେଇ ଗୋଳକ ଧନ୍ଦାରେ ଅବକାରୀ ଅଧିକାରୀ : ଜବତ ହେଲା ୩୨ କ୍ଵିଣ୍ଟାଲ ଦେଖାଇଲେ ୨୫ କ୍ଵିଣ୍ଟାଲ

ମହୁଲ ଫୁଲ ଚାଷୀଙ୍କ ସହ ମୁଳଚାଳ ନହେବାରୁ ହେଲା କି କାର୍ଯ୍ୟାନୁଷ୍ଠାନ ?ଅବକାରୀ ଅଧିକାରୀ ଏବଂ ମହୁଲ ଫୁଲ ଚାଷୀଙ୍କ ମୋବାଇଲ କଥାବାର୍ତ୍ତାକୁ ନେଇ ସସପେନ୍ସ ଜାରି ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବିଭାଗ ଉପରେ ଏବେ ମାଳ ମାଳ ଦୁର୍ନୀତିର ଅଭିଯୋଗ ।
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀର ମୃତ୍ୟୁ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସହର ଦେଶିଲ ଗ୍ରାମ ନିକଟରେ ମୁଖ୍ୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦର୍ଲୋ ଗ୍ରାମର ଚିତ୍ର ବାଗଙ୍କ ପୁଅ ଉତ୍ତମ ବାଗ (ବୟସ ୧୬) ବୋଲି ଜଣାପଡିଛି । ସେ ପେଣ୍ଡରାପଦର ଏକ ଏକୋଇଶିଆ ଉତ୍ସବରେ
Read More...