Browsing Tag

titilagarh news

ଘଂଟାସୁଣୀ ପଡା ଠାରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଘଂଟାସୁଣୀ ପଡା ଠାରେ ଗଣେଶ ପୂଜା କମିଟି ତରଫରୁ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତେବେ ଗାୟିକା ସୁଶ୍ରୀ ପୀତିନନ୍ଦା ମିଶ୍ରଙ୍କ ଦ୍ୱାରା ଏହି ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିବା ବେଳେ
Read More...

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା ଲୋକାର୍ପିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା (https//:epatrika.cspursahityasansad.com)ର ତୃତୀୟ ସଂଖ୍ୟା ସେପ୍ଟେମ୍ବର ୦୧ ୨୦୨୨ରେ ଓଡିଶାର ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ଠାରେ ଲୋକାର୍ପିତ
Read More...

ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଘଣ୍ଟାସୁନି ସାହିତ୍ୟ ସଂସଦ ଓ ତପୋବନ ସ୍କୁଲ ଅଫ୍‌ ପଏଟ୍ରିର ମିଳିତ ସୌଜନ୍ୟରେ ଆଠଜଣ ନିମନ୍ତ୍ରିତ ବିଶିଷ୍ଟ କବିଙ୍କୁ ନେଇ ଏ ମାସର ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମଂଚରେ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡର
Read More...

ସ୍ୱାଧୀନପଡା ଦୂର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ

ଟିଟିଲାଗଡ, (କେପିନ୍‌ଏସ୍‌) : ଟିଟିଲାଗଡ ସହରର ସ୍ୱାଧୀନପଡା ସାର୍ବଜନୀନ ଦୂର୍ଗାପୂଜା କମିଟିର ଚଳିତ ବର୍ଷ ଦୂର୍ଗାପୂଜା ପାଇଁ କର୍ମକର୍ତ୍ତା ନିର୍ବାଚନ ସହିତ ପ୍ରସ୍ତୁତି ବୈଠକ ଅଶୋକ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୂର୍ଗାପୂଜା ପାଇଁ ଗୋପାଲୁ ବେହେରା
Read More...

ରାଷ୍ଟ୍ରର ସ୍ୱାଧୀନତା ପ୍ରତି ସମ୍ମାନ ଅର୍ପଣ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘ ତିନିଦିନ ବ୍ୟାପି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରାଷ୍ଟ୍ର ଓ ଜାତୀୟ ପତାକା ପ୍ରତି ସଶ୍ରଦ୍ଧ ସମ୍ମାନ ଅର୍ପଣ କରିଛି । ଏହି ଅବସରରେ ସଂଘର ସଭାପତି ସେବକ ଚରଣ ଦାଶଙ୍କ ସଭାପତିତ୍ୱରେ ଏକ ସଭା ସ୍ଥାନୀୟ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଆ ଭାଷା ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ସ୍ଥାନୀୟ ପ୍ରଭାବତୀ ସ୍କୁଲ ଟିଟିଲାଗଡଠାରେ କୋଡିଏ ଜଣ କବିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କବି ଚନ୍ଦ୍ର ଶେଖର ବେହେରା, କବି
Read More...

ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଭାବେ ସେବକ ଚରଣ ଦାଶ, ଉପସଭାପତି ଭାବେ ବୈରିଗଂଜନ ମିଶ୍ର, ଘିନୁ ଆଡଯୁଆଡ, ସଂପାଦକ ଭାବେ ଭିକାରୀ ଚରଣ ମିଶ୍ର, ସହସଂପାଦକ ଭାବେ ବନମାଳୀ ଦାଶ, ଅକ୍ଷୟ କୁମାର
Read More...

ଝାଡଦେବନ୍ଧ ନିକଟରେ ସଡକ ଦୁର୍ଘଟଣା : ଜଣେ ମୃତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡରୁ ବେଲଗାଁ ଯିବା ରାସ୍ତାର ଝାଡଦେବନ୍ଧ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନଥିବା ବେଳେ ମୃତ ବ୍ୟକ୍ତି ଜଣଙ୍କୁ ୧୦୮ଆମ୍ବୁଲାନ୍ସର କର୍ମଚାରୀମାନେ
Read More...

ସମାଜ ପାଠକ ମଞ୍ଚର ଆଲୋଚନାଚକ୍ର ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜିର ସାରସ୍ୱତ ସଂଧ୍ୟାରେ ସମାଜ ପାଠକ ମଂଚ ଟିଟିଲାଗଡର "ସମାଜ ସେବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜ ପାଠକ ମଂଚର ସଭାପତି ଅଭିଭାଷଣରେ ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ଆଲୋଚକ ଭାବରେ ସାହିତ୍ୟିକ
Read More...

ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଧବଳେଶ୍ୱର ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳ ସଂପଦ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
Read More...