Browsing Tag

titilagarh news

ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଆଧୁନିକ ଓଡ଼ିଶାର ନିର୍ମାତା, ଲୋକପ୍ରିୟ ଜନନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ଟିଟିଲାଗଡ଼ ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟିଟିଲାଗଡ଼ର
Read More...

ସିହିନି ଗ୍ରାମବାସୀ ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ : ରାସ୍ତା ନିର୍ମାଣ ପାଇଁ ଦେଲେ ନିଜ ଜାଗା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଯୁଗରେ ଇଞ୍ଚିୟେ ଜାଗା ପାଇଁ ନାନା ଝଗଡ଼ା ହେଉଥିବା ବେଳେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମବାସୀ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନିଜ ଗ୍ରାମର ରାସ୍ତା ନିର୍ମାଣ ପାଇଁ ଗତ ୨୦୧୯ ମସିହା ନଭେମ୍ବର ୨୪ ତାରିଖରେ ନିଜ ଘର ଭାଙ୍ଗି
Read More...

ଟିଟିଲାଗଡ ବଙ୍ଗାଳୀ ସମାଜ ତରଫରୁ ବଙ୍ଗାଳୀ ନବବର୍ଷ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ବଙ୍ଗାଳୀ ସମାଜ ତରଫରୁ ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ସମାଜର ସଭାପତି ଶେଖର ସିହ୍ନାଙ୍କ ସଭାପତିତ୍ୱରେ ବଙ୍ଗାଳୀ ନବବର୍ଷକୁ ସ୍ୱାଗତ କରାଯାଇଛି । ଟିଟିଲାଗଡ ବଙ୍ଗାଳୀ ସମାଜର ଚଳିତ ବର୍ଷ ୨୪ତମ ନବବର୍ଷ ପାଳନ
Read More...

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଚେଷ୍ଟାରେ ପିଲାଙ୍କ ପାଖରେ ପହଞ୍ଚିଲା ବିଦ୍ୟାଶ୍ରୀ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଚାଣ୍ଟିପଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଯିଏ କି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟା ବଳରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଇ ପିଲାମାନଙ୍କ ନିକଟକୁ ଭ୍ରାମ୍ୟମାଣ ପାଠାଗାର ନେଇ
Read More...

ଟିଟିଲାଗଡ଼ ଦେବନ୍ଧ ସାଗରର ମହିଳାମାନଙ୍କ ଗାଧୋଇବା ଘାଟ ସଫା କରାଇଲେ ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଦେବନ୍ଧ ସାଗରରେ ଥିବା ମହିଳାମାନଙ୍କ ଗାଧୋଇବା ଘାଟର ଅବସ୍ଥା ଠିକ ନଥିବା ନେଇ ୱାର୍ଡ ନମ୍ବର ୧୨, ୧୩ର ୱାର୍ଡ ମେମ୍ବରମାନଙ୍କ ପାଖରେ ଅଭିଯୋଗ ହୋଇଥିଲା । ଉଭୟ ୱାର୍ଡ ମେମ୍ବରମାନେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲଙ୍କୁ ଏହି
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହର ମୁଖ୍ୟ ଡାକଘର ସମ୍ମୁଖରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବଲାଙ୍ଗିର
Read More...

ଟିଟିଲାଗଡ଼ ଆଇସେକ୍ଟ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟରର ଛାତ୍ରଛାତ୍ରୀଙ୍କ ବିଜୟ ଷ୍ଟିଲ ପରିଦର୍ଶନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି କରିପାରୁଛି । ଦିନକୁ ଦିନ ଦୁନିଆ ଯେତେ ଉନ୍ନତି କରୁଛି ବିଭିନ୍ନ ପାଠ୍ୟକ୍ରମ ମଧ୍ୟ ବାହାରୁଛି । ଯଦ୍ଵାରା ଚାକିରି ପାଇବା ପାଇଁ ସୁବିଧା ହେଉଛି । ଛାତ୍ରଛାତ୍ରୀମାନଙ୍କୁ ରୋଜଗାରକ୍ଷମ କରାଇବା
Read More...

କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟାଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ଟିଟିଲାଗଡ ଗସ୍ତ କାର୍ଯ୍ୟକ୍ରମ କରି ସଇଁନ୍ତଲା ରେଞ୍ଜରେ କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । କେନ୍ଦୁପତ୍ର କର୍ମଚାରୀ ସଂଘ ଡିଭିଜନ ସମ୍ପାଦକ ରାଜ କୁମାର
Read More...

ଟିଟିଲାଗଡ ବିଆର୍‌ସି ବିଲଡିଂରୁ ଗଡିଲା ଶିକ୍ଷା ସଚେତନତା ରଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ହିଁ ଜୀବନ ଗଢି ତୋଳିବାର ମୁଖ୍ୟ ସ୍ରୋତ । ଶିକ୍ଷା ଗ୍ରହଣ କଲେ ଜୀବନର ଲକ୍ଷ୍ୟ ହାସଲ କରି ହେବ । କୋଭିଡ ମହାମାରୀ ଆସିବା ଦିନଠାରୁ ସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ସେ ଭିତରୁ ଶିକ୍ଷା ବିଭାଗ ଅନ୍ୟତମ । କୌଣସି ପିଲା ଶିକ୍ଷା
Read More...

ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ଟିଟିଲାଗଡ ବ୍ଲକ ଗସ୍ତ : ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ଅପରାହ୍ନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଳା ମାଝୀ ଟିଟିଲାଗଡ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକ ବ୍ଲକ ଉନ୍ନୟନ ଅଧିକାରୀ ନବୀନ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
Read More...