Browsing Tag

titilagarh news

ଛାତ୍ରଛାତ୍ରୀଙ୍କୁ ପୁସ୍ତକ ମନସ୍କ କରିବା ପାଇଁ ନୂତନ ପ୍ରୟାସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ଚାଣ୍ଟିପଲା, ଟିଟିଲାଗଡ଼, ନୃତ୍ୟ, ଗୀତ ଓ କୁଇଜ୍ ମାଧ୍ୟମରେ ପୁସ୍ତକ ପ୍ରତି ଆକର୍ଷିତ ହେବାର ଅଭିନୟ ପ୍ରୟାସ ଜାରି ରଖିଛି । ଗ୍ରୀଷ୍ମ ଅବକାଶରେ କିପରି ସମୟ ଅପଚୟ ନକରି ପୁସ୍ତକ ମନସ୍କ ହୋଇ ସମୟକୁ ସୁବିନିଯୋଗ କରି
Read More...

ଟିଟିଲାଗଡ଼ ଓବିସି ମଞ୍ଚର ଷଷ୍ଠ ସାଙ୍ଗଠନିକ ବୈଠକ ଦିଗିଶିରା ପଞ୍ଚାୟତ ସାଲେପଡା ଆମ୍ବ ବଗିଚାରେ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକର ତିନି ଗୋଟି ପଞ୍ଚାୟତ କୁରୁସୁଡ଼, କୁଶକେଲା ଓ ଦିଗଶିରାକୁ ନେଇ ସ୍ଥାନୀୟ ଦିଗଶିରା ଗ୍ରାମ ସାଲେପଡା ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି ଓବିସି ମଞ୍ଚର ଷଷ୍ଠ ସାଙ୍ଗଠନିକ ବୈଠକ । ମଞ୍ଚର ଆବାହକ ତଥା ବରିଷ୍ଠ ସଦସ୍ୟ ଆଇନଜୀବୀ ମନୋଜ
Read More...

ଟିଟିଲାଗଡରେ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡ଼ ପରିସରରେ ବଲାଙ୍ଗିର ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମୂହର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ
Read More...

ଟିଟିଲାଗଡ଼ ମଧୁବନ ଏଫ୍‌ଏଲ୍‌ ଅଫ୍‌ ସପ୍‌ରେ ଅବକାରୀ ବିଭାଗର ଚଢ଼ାଉ : ଚଢାଉ ବେଳେ ବ୍ୟବହୃତ ହୋଇଥିବା ଗାଡ଼ି ଏବେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି, ସେଥିପାଇଁ ରାଜସ୍ୱ ମଧ୍ୟ ସେତିକି ପରିମାଣରେ ଆଦାୟ ହେବା ଆବଶ୍ୟକ । ସେଥିପାଇଁ ଖଣି ଖାଦାନ, ବାଲି ସ୍ରୋତ, ପଥର କୁଆରି, ଦେଶି ବିଦେଶୀ ମଦ ଦୋକାନ, ଟୋଲ୍‌ ଗେଟ୍‌ ଆଦିକୁ ଲିଜ୍‌
Read More...

ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର କ୍ଳଷ୍ଟରର ରିଗଡୁଲ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର କ୍ଲଷ୍ଟରର ଅଧୀନରେ ଥିବା ରିଗଡୁଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ କ୍ଳଷ୍ଟରସ୍ତରୀୟ ଜନଭାଗୀଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼
Read More...

ଟିଟିଲାଗଡ଼ ହାଟପଦାପଡ଼ା ଦୈନିକ ବଜାର ଦୋକାନ ଗୃହ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସେ ଭିତରେ ନୂତନ ଦୋକାନ ଗୃହ, ନୂତନ କଲ୍ୟାଣ ମଣ୍ଡପ, ପାର୍କ ନିର୍ମାଣ ଆଦି ସାମିଲ୍‌ ରହିଛି । ସେହି କ୍ରମରେ ଟିଟିଲାଗଡ ପୌରପରିଷଦର ହାଟପଦାପଡ଼ା ଦୈନିକ ବଜାରର
Read More...

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ଵ ପରିବେଶ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସହପ୍ରଧାନ ଆଚାର୍ଯ୍ୟ
Read More...

ଟିଟିଲାଗଡ଼ ବ୍ୟାଙ୍କ ଛକ ଗଣେଶ ମନ୍ଦିର ସମ୍ମୁଖରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୋଲିସକୁ ମିଳିଲା ସଫଳତା : ୧୯୪୭୫୦…

ଟିଟିଲାଗଡ଼, (ସଂଜୟ କୁମାର ନେଏକ ) : ମେ ମାସ ୧୧ ତାରିଖ ସକାଳ ପ୍ରାୟ ସାଢେ ୮ଟାରୁ ୯ଟା ଭିତରେ ଟିଟିଲାଗଡ଼ ବ୍ୟାଙ୍କ ଛକଠାରେ ଥିବା ଗଣେଶ ମନ୍ଦିରକୁ ନ୍ୟୁ ମେଡିକାଲ ଷ୍ଟୋରର ମାଲିକ ନବନିତ ଜୈନ ଦର୍ଶନ କରି ଆସିଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଆସି ସେ ଧରିଥିବା ଟଙ୍କା ବ୍ୟାଗ ଲୁଟି ନେଇ
Read More...

ଟିଟିଲାଗଡ ଜେସିଆଇ ସିଟି ପକ୍ଷରୁ ଆଇ ଲଭ୍‌ ଟିଟିଲାଗଡ଼ ପାର୍କରେ ଲଗାଗଲା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ : ଉଦ୍‌ଘାଟନ କଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ସବୁଠୁ ଜନ ଗହଳି ପୂର୍ଣ୍ଣ ତଥା ଛୋଟ ଛୋଟ ଛୁଆମାନଙ୍କ ପସନ୍ଦ ପାର୍କ ହେଉଛି ଆଇ ଲଭ୍‌ ଟିଟିଲାଗଡ଼ ପାର୍କ । ଏହି ପାର୍କ ଏବେ ସହରର ମନୋରଞ୍ଜନ, ଖେଳ କୁଦ, ସକାଳ ଭ୍ରମଣ, ସାନ୍ଧ୍ୟ ଭ୍ରମଣ ଏବଂ ସହରବାସୀଙ୍କ ଜମା ହେବାର ସ୍ଥାନ ପାଲଟିଛି । ଏହି
Read More...

ଟିଟିଲାଗଡ଼ରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ କଲବଲ

ବିକାଶ କାର୍ଯ୍ୟ ଅପେକ୍ଷା କ'ଣ ଗ୍ରୀଡ ସ୍ଥାପନ ଜରୁରୀ ନ ଥିଲା : ସାଧାରଣରେ ପ୍ରଶ୍ନ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଉତ୍ତପ୍ତ ସହର ରୂପେ ଟିଟିଲାଗଡ ସହର ପରିଚିତ । ଖରା ଦିନ ଆସିବା ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ
Read More...