Browsing Tag

titilagarh news

କଂଗ୍ରେସ ଦଳ ପକ୍ଷରୁ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ ଦାସଙ୍କ କଡ଼ା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭାଲେ ଗାଁ ପଞ୍ଚାୟତର ବାଗଡେର ଗ୍ରାମର ନୀଳ ରଣା ନିଜର ଏକ ମାସର ଶିଶୁ କନ୍ୟାକୁ କୋଡ଼ିଏ ହଜାର ଟଙ୍କାରେ ବିକ୍ରି ଘଟଣା ପ୍ରଚାରିତ ହେବା ପରେ ସୋମବାର ଅପରାହ୍ନରେ କଂଗ୍ରେସ ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପିସିସି ମିଡ଼ିଆ
Read More...

୧୪ ଲକ୍ଷରୁ ଅଧିକ ଠକେଇ ଅଭିଯୋଗ : ୪ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଧିକ ଟଙ୍କା ଦେବା ଲୋଭ ଦେଖାଇ ୧୪ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ୪ଜଣ ଦୁର୍ବୃତ୍ତଙ୍କୁ ଆଜି ଟିଟିଲାଗଡ଼ ପୁଲିସ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ବିପୁଳ ଟଙ୍କା, ୨ଟି ଚାରିଚକିଆ ଗାଡ଼ି, ୨ଟି ମୋବାଇଲ ଜବତ କରିଛି । ଆସନ୍ତା କାଲି ସମସ୍ତ ଗିରଫ
Read More...

ଟିଟିଲାଗଡ ନିକଟସ୍ଥ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ବାଗଡେର ଗାଁର ଏକ ମାସର ଶିଶୁ କନ୍ୟା ବିକ୍ରି ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ପୁଣି ଶିଶୁ ବିକ୍ରି ଅଭିଯୋଗ ଆସିଥିବା ବେଳେ ଆର୍ଥିକ ଅଭାବରୁ ଟିଟିଲାଗଡ ବ୍ଲକରେ ପୁଣି ଶିଶୁ ବିକ୍ରି ହୋଇଥିବା କୁହାଯାଉଛି । ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନୀଳ ରଣା ଆର୍ଥିକ
Read More...

ଅବୈଧ ଖଇର କାଠ ଚାଲାଣ କାର୍ଯ୍ୟରେ ଜଡିତ ଜଣେ କୋର୍ଟ ଫରୱାର୍ଡ ଓ ଛତିଶଗଡ଼ ପିକ ଅପ ଜବତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବନ ବିଭାଗ ଓ ଏଫବିଏଲ ଷ୍ଟାଫମାନେ କରୁଥିଲେ ପେଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ ଯେ କିଛି ଲୋକ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ କାଟି ଖଇର କାଠ ଏକ ପିକଅପ ଗାଡ଼ିରେ ଲୋଡ କରୁଥିଲେ । ବନ ବିଭାଗ ପହଞ୍ଚିବା ପରେ ସେମାନଙ୍କୁ ଦେଖି
Read More...

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ଆସିବ ସ୍ଵାଧୀନତା ଦିବସ । ଏହି ଦିବସକୁ କିପରି ପାଳନ କରାଯିବ ସେ ନେଇ ଟିଟିଲାଗଡ଼ ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କ ସଭାପତିତ୍ୱରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ
Read More...

ଟିଟିଲାଗଡରେ ବାଇକ ଚାଳକଙ୍କ ଦୌରାତ୍ମ୍ୟ : ବିନା ସାଇଲେନ୍ସରରେ ଗଡୁଛି ବାଇକ

ଶବ୍ଦରେ ଲୋକେ ଅତିଷ୍ଟ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛିଦିନ ହେବ କିଛି ଯୁବକଙ୍କ ବାଇକ ଚାଳନା ଯୋଗୁଁ ଲୋକେ ସ୍ତବ୍ଧ ହୋଇଯାଉଛନ୍ତି । ସତେ ଯେମିତି ଟିଟିଲାଗଡରେ ପୋଲିସକୁ ଡର ନାହିଁ । କିଛି ଯୁବକ ନମ୍ବର ବିହୀନ ବାଇକ ଧରି ବହୁତ ଜୋରରେ ଗାଡ଼ି ଚଳାଇବା, ଭୟଙ୍କର ସାଉଣ୍ଡୱାଲା
Read More...

ଟିଟିଲାଗଡ କେନ୍ଦୁପତ୍ର ବନଖଣ୍ଡ ସିଜିନାଲ କର୍ମଚାରୀ ସଂଘର ସଭାପତି ନିର୍ବାଚିତ ହେଲେ ପ୍ରଶାନ୍ତ କୁମାର ମେହେର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁତଳା କୁମ୍ଭାରୀ କଲ୍ୟାଣ ମଣ୍ଡପଠାରେ ଡିଭିଜନ ସ୍ତରୀୟ ସିଜିନାଲ୍ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଦେଷ୍ଟା ସୁରେଶ ମହାନନ୍ଦ, ଟିଟିଲାଗଡ ସମ୍ପାଦକ ଛବିଳ ସିଂ ଚିଣ୍ଡା,
Read More...

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ରୋଗୀ କାଶି ଦେବାରୁ ଅନ୍ତନଳୀରେ ବାଜିଲା ବ୍ଲେଡ : ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନିରୀକ୍ଷଣ ପାଇଁ ପଠାଗଲା ବଲାଙ୍ଗିର ଭୀମ ଭୋଇ ମେଡିକାଲ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅପରାହ୍ନରେ ୨୪ ଜଣ ମହିଳାଙ୍କୁ ବନ୍ଧ୍ୟା କରଣ ଅସ୍ତ୍ରୋପଚାର ପାଇଁ ଅଣାଯାଇଥିଲା । ସେ ଭିତରୁ ୨୧ ଜଣ ମହିଳାଙ୍କ ଅସ୍ତ୍ରୋପଚାର ସରିବା ପରେ ୨୨ ନମ୍ୱରରେ ସଇଁତଳା ବ୍ଲକ ଡୁକର ଚାଞ୍ଚର
Read More...

ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ନ୍ୟାୟ ପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା କଂଗ୍ରେସ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜୁଲାଇ ୧୭ ତାରିଖ ଗୁରୁବାର ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ କଂଗ୍ରେସର ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ସଭାପତିତ୍ୱରେ
Read More...

ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ଵାରା ଖାଦ୍ୟ ବିତରଣ : ଯୋଗଦେଲେ ପୌର ପରିଷଦର ଅଧ୍ୟକ୍ଷା ମମତା ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସେବା ସପ୍ତାହ ପାଳିତ ହେଉଥିବା ବେଳେ ରବିବାର ଅପରାହ୍ନ ଦିନ ୧. ୩୦ ମିନିଟ ସମୟରେ ମାଁ ଘଣ୍ଟାଶୁଣି ମନ୍ଦିର ସମ୍ମୁଖରେ ଲାୟନ୍ସ କ୍ଲବର ମହିଳା ସଦସ୍ୟାମାନଙ୍କ ଦ୍ଵାରା ରନ୍ଧା ଖାଦ୍ୟ ବିତରଣ କରାଯାଇଛି । ଏହି ଅବସରରେ
Read More...