Browsing Tag

titilagarh news

ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚ ସଂଘର ଦାବୀ ପତ୍ର

ଟିଟିଲାଗଡ , ( ଗୌରବ ଦର୍ଜୀ) : ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ପାଖରେ ଆଜି ଟିଟିଲାଗଡ ଉପଖଣ୍ଡର ସରପଂଚ ସଂଘର ସଦସ୍ୟମାନେ ଟିଟିଲାଗଡ ତହସିଲଦାରଙ୍କ ବାଲି ଘାଟ ଉପରେ ଚଢ଼ାଉକୁ ନେଇ ଉପୁଜୁଥିବା ସାମାଜିକ ସମସ୍ୟା ଓ ତା' ର ସମାଧାନ ପାଇଁ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ
Read More...

ଯୁବ ଯାଦବ ମହାସଭାର ସାଂଗଠାନିକ ସଭା ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ୍ ଯୁବ ଯାଦବ ମହାସଭାର ସାଂଗଠାନିକ ସଭା ମହଗାଁ ସ୍କୁଲ ପଡିଆ ଠାରେ ଯୁବ ସଂଗଠକ ହରେଶ ବଗର୍ତ୍ତୀଙ୍କ ନେତୃତ୍ୱରେ ଅନୁ‌ଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ ଯୋଗଦେଇଥିଲେ । ସମ୍ମାନିତ
Read More...

ଟିଟିଲାଗଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକର ଉନ୍ନତି ଓ ଶିକ୍ଷା ଶୈକ୍ଷିକ ବାତାବରଣରେ ଉନ୍ନତି କରିବା ପାଇଁ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ନିଜ ଶକ୍ତି ଅନୁଯାୟୀ ବିଦ୍ୟାଳୟକୁ କିଛି କିଛି ଦାନ କରିବେ । ଏହି
Read More...

ଟିଟିଲାଗଡ଼ରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ଟିଟିଲାଗଡ, (ଗୌରବ ଦର୍ଜୀ) : କିଛି ମାସର ବ୍ୟବଧାନ ପରେ ଆଜି ପୁଣି ଥରେ ଆରମ୍ଭ ହୋଇଛି ଟିଟିଲାଗଡରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ବନବିଭାଗ କାର୍ୟ୍ୟାଳୟ ସମ୍ମୁଖ ଶ୍ରୀଦାଦି ଜୀ ପ୍ରଭାବତୀ ପବ୍ଲିକ ସ୍କୁଲର ବାଡ଼ାକୁ ଆଜି ପ୍ରଶାସନ ତରଫରୁ ଭଙ୍ଗାଯାଇଛି । ବ୍ୟାଙ୍କ ଛକରୁ ଶାସ୍ତ୍ରୀ ଛକ ଯାଏଁ
Read More...

ପ୍ରାକ୍ ମାନ୍ୟତା ଶିକ୍ଷା ତାଲିମ ଶିବିର ସମାପନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ସିଏସ୍‌ସି ଏକାଡେମୀ ଆନୁକୁଲ୍ୟରେ ଆର୍‌ପିଏଲ୍‌ ଶିକ୍ଷା ତାଲିମ ଶିବିର ସମାପନ ହୋଇଯାଇଛି । ଏକାଡେମୀ ନିୟମକୁ ପାଳନ କରି ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଥିଲା । ଏବଂ ବୁଧବାର ୦୯ ଡିସେମ୍ବର ଦିନ ମୂଲ୍ୟାଙ୍କନ କରାଯାଇଥିଲା । ଏହି ଅବସରରେ
Read More...

ଟିଟିଲାଗଡର ବିରେନ୍ଦ୍ର ବାଗ ‘ଭାରତ ଗୌରବ ସମ୍ମାନ’ରେ ସମ୍ମାନିତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଆଜି ଡିସେମ୍ବର ୯ ତାରିଖରେ ଭୁବନେଶ୍ୱର ଆଇଏମଏ କନଭେଣ୍ଟିଅନାଲ ହଲ୍‌ ଠାରେ ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଥିଲା । ଏଠାରେ "କୋବିଡ଼-୧୯ ଓ ଭାରତର ସ୍ଥିତି" ଉପରେ ଆଲୋଚନା ହୋଇଥିଲେ । ଏହି କର୍ମଶାଳା ବିଶ୍ଵ
Read More...

ସିହିନୀ ଗ୍ରାମପଞ୍ଚାୟତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ସିହିନୀ ଗାଁ ହାଇସ୍କୁଲ୍ ଖେଳ ପଡିଆରେ ଆୟୋଜିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ସମାପନ ହୋଇଯାଇଛି । ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ସିହିନୀ ଗ୍ରାମପଞ୍ଚାୟତ କ୍ରିକେଟ କ୍ଳବ୍ ସଭାପତି ମାଧବ ତାଣ୍ଡି, ସମ୍ପାଦକ କୁବେର
Read More...

ବେଆଇନ ଗୋରୁ ଚାଲାଣ : ପ୍ରଶାସନ ଚୁପ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଗୋ ଚାଲାଣ ଉପରେ ସରକାର ରୋକ୍ ଲଗାଇଛନ୍ତି । କିନ୍ତୁ କମି ନାହିଁ ଗୋ ଚାଲାଣ । ଆଜି ମଧ୍ୟ ବେଧଡକ ଚାଲିଛି ଗୋ ଚାଲାଣ । ଟିଟିଲାଗଡ ନିକଟସ୍ଥ ସିହିନୀ ଗ୍ରାମ ଦେଇ ପ୍ରତି ଶନିବାର ସକାଳୁ ଚାଲି ଚାଲି ଯାଉଛନ୍ତି ହଜାର ହଜାର ଗାଈ । ଗାଈଗୁଡିକ କେଉଁଠୁ ଆସୁଛନ୍‌ନ୍ତି
Read More...

ଚତୁର୍ଥ ଶ୍ରେଣୀର ଛାତ୍ର କେଏଚ୍‌. ଆର୍ଯ୍ୟନ୍‌ ଯୁଡେ଼ା ପ୍ରତିଯୋଗିତାରେ ପାଇଲେ ଗୋଲ୍‌ଡ଼ ମେଡ଼ାଲ୍‌

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଚତୁର୍ଥ ଶ୍ରେଣୀର ଛାତ୍ର କେଏଚ୍‌. ଆର୍ଯ୍ୟନ୍‌ ମାଝୀ ଯୁଡେ଼ା ପ୍ରତିଯୋଗିତାରେ ଗୋଲ୍‌ଡ଼୍‌ ମେଡ଼ାଲ୍‌ ପାଇଥିବା ବେଳେ ଟିଟିଲାଗଡ଼ର ବିଭିନ୍ନ ମହଲରୁ ଆର୍ଯ୍ୟନ୍‌ଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏହି ୯ ବର୍ଷର ବିସ୍ମୟ ବାଳକ ସେଣ୍ଟ ଟେନିସ୍‌ ସ୍କୁଲରେ
Read More...

ଭିଜିଲାନ୍ସ ଜାଲ : ଅନେକ କୋଟିପତି ସରକାରୀ ଅଧିକାରୀ‌ଙ୍କ ଭଳି ମୁରିବାହାଲ ବନବିଭାଗର ରେଞ୍ଜର ଏବେ ଭିଜିଲାନ୍ସ ପନ୍‌ଝାରେ

ଟିଟିଲାଗଡ, (ଗୌରବ ଦର୍ଜୀ) : ପୁଣି ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ଅଧିକାରୀଙ୍‌ଙ୍କ ଧରପଗଡ଼ ବେଶ୍‌ ସର୍‌ଗରମ୍‌ ହୋଇ ଉଠୁଛି । ବଲାଙ୍ଗିର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସରକାରୀ ଅଧିକାରୀ, କର୍ମଚାରୀ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି । ଏଥର ଭିଜିଲାନ୍ସ ଜାଲରେ ଜଣେ
Read More...