୧୧ କେଭି ବିଦ୍ୟୁତ ତାର ଲାଗି ଜଳିଗଲା ହାଇୱା, ଜଳିଗଲେ ଡ୍ରାଇଭର୍
ସୁନ୍ଦରଗଡ଼ : ୧୧ କେଭି ବିଦ୍ୟୁତ ତାର ଲାଗି ଜଳିଗଲା ହାଇୱା । କେବଳ ସେତିକି ନୁହେଁ, ହାଇୱା ସହ ଘଟଣା ସ୍ଥଳରେ ଜଳିଗଲେ ଡ୍ରାଇଭର । ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଟେନ୍ସା ଫାଣ୍ଡି ଅଂଚଳର ଗୀତାରାଣୀ ମାଇନ୍ସ ନିକଟରେ । ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।!-->…
Read More...
Read More...