Browsing Tag

sundaragada news

ଜୁଏଲ ଓରାମଙ୍କ ସୁନ୍ଦରଗଡ ଗସ୍ତ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ

ସ୍ୱଚ୍ଛ ସୁନ୍ଦରଗଡ ଆପର କଲେ ଶୁଭାରମ୍ଭ ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ ଗସ୍ତରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କରିବା ସହିତ ସ୍ୱଚ୍ଛ ସୁନ୍ଦରଗଡ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ । ଏହା ସହିତ ଜିଲ୍ଲାରେ
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କସ୍ଥିତ ସଭା ଗୃହରେ ଋଣ ମେଳା ଓ ଆର୍ଥିକ ସାକ୍ଷାରତା ଶିବିର ଜିଲ୍ଲା ମୁଖ୍ୟ ସମବାୟ ଅଧିକାରୀ ଉମାଶଙ୍କର ଦାସ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ରବିନ୍ଦ୍ରନାଥ
Read More...