ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଶ୍ରୀନଗର : ଭୂସ୍ୱର୍ଗ ଜମ୍ମୁ ଓ କଶ୍ମୀରରେ ବିକାଶର ଆରମ୍ଭ ହୋଇଯାଇଛି । ବିଶ୍ୱର ସର୍ବୋଚ୍ଚ ରେଳ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ଚେନାବ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ!-->…
Read More...
Read More...