Browsing Tag

special

ନିଜସ୍ୱ ଅନୁଭୂତିରୁ ମହାନ ଆତ୍ମା ସ୍ୱର୍ଗତ ମୋହନ ପୂଜାରୀଙ୍କ ସମ୍ପର୍କରେ କିଛି

ସତ୍ୟ ରଞ୍ଜନ ମିଶ୍ର ଜଣେ ବିଶାଳ ହୃଦୟର କଥା ଆମେ ବେଳେ ବେଳେ ଚିନ୍ତା କରୁଁ, ଏଭଳି ବ୍ୟକ୍ତିତ୍ୱ ଅନେକ ଥାଇ ପାରନ୍ତି, କିଂତୁ ସଭିଏଁ ମୋ ସନ୍ତାନ- ସନ୍ତତି ଓ ଏହା ପରିଣତି ସମୟ ପର୍ଯ୍ୟନ୍ତ ପାଳନ କରୁଥିବା ଏକ ଅନୁନ୍ୟ ବ୍ୟକ୍ତିତ୍ୱ ସ୍ୱର୍ଗତ ପୂଜାରୀ, ଯାହାଙ୍କ ଠୁଁ ଆମେ ପ୍ରେରଣା ଓ ଅନୁଭବ
Read More...

ରଙ୍ଗ୍‌ଖେଲ୍‌ କେ ହେତଉ ଥା’….

ଆନଂଦ ଚଂଦ୍ର ସାହୁ ଆମର୍‌ ଫାଲେ ଫଗୁନ୍‌ ପୁନି ଆର୍‌ ରଙ୍ଗ୍‌ଖେଲ୍‌ କେ ବଡ଼ା ଧୁମ୍‌ଧାମ୍‌ ଥି ପାଲନ୍‌ କରାହେସି । ଯଦିବି ଆମର୍‌ ଦେଶ୍‌ ସାରା ଇ’ ପରବ୍‌ କେ ବଡ଼ା ଗହକି ଥି ପାଲନ୍‌ କରାହେସି, ତଥାପି ବି ଆମର୍‌ ଫାଲେ ଇ’ ପରବ୍‌ର ମହକ୍‌ ନିଆରା ଆଏ । ହିନ୍ଦୁ ଧର୍ମର ବଢେ଼ ଟେ ପରବ୍‌
Read More...

ପ୍ରେମରେ ପଡ଼ିଥିବା ପ୍ରେମିକାମାନଙ୍କ ପାଇଁ କିଛି କଥା

ସୁଶ୍ରୀ ସ୍ନେହଲତା ପ୍ରେମରେ ପଡ଼ିବା ବଡ଼ କଥା ନୁହେଁ । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ପ୍ରେମକୁ ସଫଳ ରୂପ ଦେବା ଓ ପ୍ରେମକୁ ନେଇ ସଫଳ ଜୀବନ ବଂଚିବା । ଏଣୁ ପ୍ରେମରେ ପଡ଼ିଥିବା ଝିଅମାନେ ବେଶ୍‌ ସଚେତନ ହେବା ଏକାନ୍ତ ଆବଶ୍ୟକ । ପ୍ରେମର ପଥ ଖୁବ୍‌ କଣ୍ଟକିତ ବୋଲି ପୂର୍ବରୁ
Read More...

ଆଜି ଆନ୍ତର୍ଜାତୀୟ ମହିଳା ଦିବସ : ନାରୀ ମାନବ ସମାଜର ଶିରି

ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ନାରୀ ମାନବ ସମାଜର ଶିରି ବୋଲି କୁହାଯାଇଥାଏ । ତେବେ ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ଆନ୍ତର୍ଜାତୀୟ ମହିଳା ଦିବସ । ଚଳିତ ବର୍ଷ ଥିମ୍‌ ରହିଛି 'ଜେଣ୍ଡର ଇକ୍ୱାଲିଟି ଟୁଡେ, ଫର ଏ ସଷ୍ଟେନେବଲ ଟୁମୋରୋ' । ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯେଉଁ ମହିଳା ଓ
Read More...

ମର୍‌ବାର୍‌ ସାଜୋ

ମଦନର୍‌ ମନ୍‌ ବଡ଼ା ଦୁଖ୍‌ । ବାଏବିଛୋ ହେଇଯଉଛେ । ସରପଁଚ୍‌ ଟେ ହେବାର୍‌ ଲାଗି ତିନ୍‌ ଖେପ୍‌ ହେଲାନ’ ଖଦିଆ ଖୁଚୁଛେ ଯେ କେଭେ ସଜ୍‌ ନେଇଁ ହଉଛେ । ପହେଲା ଥରର୍‌ କଥା ଟିକେ ଦୁସ୍‌ରା ଆଏ । ହେଲେ ଗଲା ଥରର୍‌ ଇଲେକ୍‌ସନ୍‌ ଥି ୧୨ଟା ଭୋଟ୍‌ ଥି ହାରିଗଲା । ହେଥିର୍‌ ଲାଗି ଇ’ ଖେପି ସୁନା
Read More...

ଶିବରାତ୍ରି

ଶିବ ମଙ୍ଗଳମୟ, ଆଶୁତୋଷ, ଅଳ୍ପ ପୂଜାରେ ସେ ସନ୍ତୁଷ୍ଟ ହୁଅନ୍ତି । ସନତ୍ କୁମାରଙ୍କ ମତ ଅନୁଯାୟୀ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଦଶଗୋଟି ବ୍ରତ ଅଛି । ତନ୍ମମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବସିଦ୍ଧି ପ୍ରଦାୟକ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । କେତେକ ଶ୍ରୁତିରେ ମାଘ
Read More...

ସତ କଥା

ଆଜ୍ଞା ଆମର ଘର ହେଇପାରୁନି, ଟିକେ ନ୍ୟୁଜ କରିଦିଅନ୍ତୁ …ଆଜ୍ଞା ଆମ ଗାଁରେ ଦୁର୍ନୀତି ହେଉଛି, ଟିକେ ନ୍ୟୁଜ କରିଦିଅନ୍ତୁ…ଆଜ୍ଞା ପୋଲିସ ଆମ କଥା ଶୁଣୁନି, ଟିକେ ନ୍ୟୁଜ କରିଦିଅନ୍ତୁ…ଆଜ୍ଞା ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ଦିଆଯାଉନି, ଟିକେ ନ୍ୟୁଜ କରିଦିଅନ୍ତୁ…ଆଜ୍ଞା ଆମ ଗାଁ ମେଲଣର,
Read More...

କପାଲ୍‌ ଜାନି କେର୍‌ଙ୍ଗେଲା

ମକର୍‌ଧଜ୍‌ ସକାଲୁ ସକାଲୁ ଭଡେ଼ା ଭଡେ଼ା ଘରୁ ବାହାରିଲା । ଇଲେକ୍‌ସନ୍‌ ଡ୍ୟୁଟି ପଡ଼ିଛେ । ଟିକେ ବି ଉଛୁର୍‌ ହେଲେ ନେଇଁ ଚଲେ । ଠିକ୍‌ ସମିଆଁ ଥି ରିପୋର୍ଟ କଲା । ଇଲେକ୍‌ସନ୍‌ ଡ୍ୟୁଟି ବାଲା ସର୍‌କାରୀ ଲୁକର୍‌ ହାଟ୍‌ ବସିଛେ । ଯେ’ ଯେନ୍‌ ବୁଥ୍‌ ନେ ପଡ଼ୁଛନ୍‌, ସେମାନ୍‌କୁ ଗାଡ଼ି ବହି
Read More...

ଉସତ୍‌ ବେଡ଼ା

ମାଖ୍‌ନୁ ବଡ଼ା ଉସତ୍‌ । ଗାଁର ପାଁଚ୍‌ ସାତ୍‌ଟା ପିଲା ଆସିଥିଲେ । ତାହାକେ କହିଛନ୍‌, ପଞ୍ଚାୟତ୍‌ର ୱାର୍ଡ ମେମ୍ବର୍‌ ଥି ଉଠ୍‌ବାର୍‌ କେ । ଏନ୍‌ତା ଉସ୍‌କା ଉସ୍‌କେଇଛନ୍‌ ଯେ’ ମାଖ୍‌ନୁ ଖାଲି ଆକାଶେ ଉଡ଼ୁଛେ । ପ୍ରାଇଭେଟ୍‌ ଇସ୍‌କୁଲ୍‌ ଗୁଟେ ଥି ରନ୍ଧନିଆଁ କାମ୍‌ କର୍‌ସି ମାଖ୍‌ନୁ ।
Read More...

ଦାମ୍ପତ୍ୟ ଜୀବନକୁ ଆହୁରି ମଧୁର କରିବା ପାଇଁ….

ସୁଶ୍ରୀ ସ୍ନେହଲତା ଦାମ୍ପତ୍ୟ ଜୀବନକୁ ଆହୁରି ମଧୁର କରିବାକୁ କିଏବା ନଚାହେଁ । ହେଲେ ସାମାନ୍ୟ ଅସେଚତନତା ଯୋଗୁଁ ଅନେକ ସମୟରେ ମନାନ୍ତର ମତାନ୍ତର ଯୋଗୁଁ ପରିବାରର ଶୃଙ୍ଖଳା ନଷ୍ଟ ହୁଏ । ଦାମ୍ପତ୍ୟ ଜୀବନ ଏକ ମଧୁର ଓ ପବିତ୍ର ଯଜ୍ଞାନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ସାମାନ୍ୟ ଜଗି
Read More...