Browsing Tag

sambalpur news

କବି ଡ. ପଦୀପ କୁମାର ପଣ୍ଡାଙ୍କ କବିତା ସଂକଳନ ‘ଯାହା ମୁଁ ଚାହୁଁ ନଥିବି’ ଲୋକାର୍ପିତ

ସମ୍ବଲପୁର, (କେପିଏନ୍‌ଏସ୍‌) : କଳା ନନ୍ଦନତତ୍ତ୍ବ ଓ ବାସ୍ତବିକତା ସହ ଯଥା ଭାରସାମ୍ୟ ରକ୍ଷାକରି କବିତା ରଚନା କରିବା ସାମ୍ପ୍ରତିକ କବିଙ୍କ ସକାଶେ ଏକ ଆହ୍ଵାନ । ବାହ୍ୟ ବାସ୍ତବତା ଅପେକ୍ଷା ମାନବର ଅନ୍ତର୍ନିହିତ ବାସ୍ତବତାକୁ ଶବ୍ଦ ମାଧ୍ୟମରେ କବିତାର ରୂପ ଦେଇ ସର୍ଜନା କରିବା କବି ଡ. ପଦୀପ
Read More...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଡ. ପ୍ରଦୀପ କୁମାର ପଣ୍ଡା ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଲେ

ସମ୍ବଲପୁର, (କେପିଏନ୍‌ଏସ୍‌) : ସୁନାମଧନ୍ୟ କବି ତଥା ସାହିତ୍ୟ ସ୍ରଷ୍ଟା ଡ଼. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସାକ୍ଷାତକାର ସଂପାନରେ ସେ ମନୋନୀତ ହୋଇଛନ୍ତି ।
Read More...

ପ୍ରକାଶ ପାଇଲା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ଚୂଡ଼ାନ୍ତ ରେଜଲ୍ଟ : ଟପ୍ପର ହେଲେ କୁଚିଣ୍ଡାର ଇର୍ସିତା

ସମ୍ବଲପୁର : ଓଡ଼ିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ୍) ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇ ସରିଛି । ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ୟ୍ୟ ହୋଇଥିବା ବେଳେ ୩୦ ଜଣ ମହିଳା ଅଛନ୍ତି । ତେବେ ଏଥିରେ ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା କେସରୱାନି ଟପ୍ପର ହୋଇଛନ୍ତି
Read More...

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ, ନିଆଁ ଲଗାଉଥିବା ବ୍ୟ‌କ୍ତି ବିଷୟରେ ଖବର ଦେଲେ ମିଳିବ ପୁରସ୍କାର ରାଶି

ସମ୍ବଲପୁର : ରାଜ୍ୟର ପ୍ରାୟ ସମସ୍ତ ଜ‌ଙ୍ଗଳ ଗୁଡିକରେ ନିଆଁ ଲାଗି ବହୁତ ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ନୀରିହ ବନ୍ୟଜନ୍ତୁଙ୍କର ପ୍ରାଣହାନୀ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏଥିଯୋଗୁଁ ସହର ଗୁଡିକରେ ତାପମାତ୍ରା ବୃଦ୍ଧି ସହିତ ବାୟୁ ପ୍ରଦୂଷଣ ହେଉଥିବାରୁ ଲୋକମାନେ ବହୁତ
Read More...

ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ସମ୍ବଲପୁର : ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଥିବା ବେଳେ ଅନେକ ନିରୀହ ଲୋକ‌ଙ୍କ ପ୍ରାଣ ଯାଉଛି । ତେବେ ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବସାଲୋଇ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
Read More...

ଦୁଷ୍କର୍ମ ଅଭିଯୁ‌କ୍ତକୁ କାବୁ କଲେ ଲୋକେ

ସମ୍ବଲପୁର : ବୁର୍ଲା ସ୍ଥିତ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଜଣେ ନାବାଳିବା ନିଜ ମାଁ ଓ ସାନ ଭାଇ ସହିତ ନିଜ ଆଇର ଚିକିତ୍ସା ପାଇଁ ଆସିଥିଲେ । ନାବାଳିକା ଜଣଙ୍କ ବାହାରେ ବସିଥିବା ବେଳେ ବୁର୍ଲାର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ନାବାଳିକାର ମାଁ ସେଠାରେ
Read More...

ଭିସୁଟରୁ ସମସ୍ତ ଛାତ୍ରବାସ ଓ ଛାତ୍ରୀ ନିବାସରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର : ଭିସୁଟରୁ ସମସ୍ତ ଛାତ୍ରବାସ ଓ ଛାତ୍ରୀ ନିବାସରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । କରୋନା ପଜିଟିଭ୍ ହୋଇଥିବା ସମସ୍ତ ରିପୋର୍ଟ ଭୁଲ୍ ଥିବା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ବିଶ୍ୱବିଦ୍ୟାଳୟରୁ କଣ୍ଟେନମେଣ୍ଟ ଜୋନ୍ ହଟାଯିବା ସହିତ
Read More...

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ

ସମ୍ବଲପୁର : ବରେଇପାଲି ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨ଟି ବାଇକରେ ୪ ଜଣ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଜଣେ ଗୁରୁତର ଆହତଙ୍କୁ ବୁର୍ଲା
Read More...

ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ ବଦଳିଲେ

ସମ୍ବଲପୁର : ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ ବଦଳିଲେ । ପୂର୍ବରୁ ଅଧ୍ୟକ୍ଷ ଥିବା ଜୟଶ୍ରୀ ଦୋରା ବଦଳି ହୋଇଛନ୍ତି, ତାଙ୍କ ସ୍ଥନରେ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ପୂର୍ବରୁ ଅଧିକ୍ଷକ ଥିବା
Read More...

ସମ୍ବଲପୁର ଜି‌ଲ୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ସଂକ୍ରମିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଜିଲ୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।
Read More...