Browsing Tag

sambalpur news

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ସମ୍ବଲପୁର ପୁଲିସ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ସହ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆଜି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ସମ୍ବଲପୁର ପୁଲିସ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ବେଳେ ପୁଲିସ ଉପ ନିରୀକ୍ଷକଙ୍କ ଅନୁପସ୍ଥିତିନେ କ୍ରାଇମ୍
Read More...

ସମ୍ବଲପୁରରେ ସମ୍ମାନିତ ହେଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ

ସମ୍ବଲପୁର : ୯ ଅକ୍ଟୋବର ଦିନ ସ୍ଵାଧୀନ ଫାଉଣ୍ଡେସନ୍ ଦ୍ୱାରା "ନୂଆଁଖାଇ ଭେଟଘାଟ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଂଜିତ୍ ମହାନ୍ତି ଯୋଗଦାନ କରି ନିସ୍ୱାର୍ଥପର ସମାଜସେବାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚକୁ ସମ୍ମାନିତ କରିଛନ୍ତି ।
Read More...

ଅନଲାଇନ୍ ମାଧ୍ୟମରେ କବିତା ଆସର ତଥା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର, (କରୁଣାକର ଶତପଥୀ) : ଘଣ୍ଟି ଘର ଚିପିଲିମାର ୧୮ ନମ୍ବର କବିତା ଆସର ତଥା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଗତକାଲି ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ହୁଗୁଳି ମୋହସୀନ କଲେଜ ଚିନ୍‌ସୁରା ପଶ୍ଚିମବଙ୍ଗର ହିନ୍ଦି ବିଭାଗର ମୁଖ୍ୟ
Read More...

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ ହେଲା

ସମ୍ୱଲପୁର : ବନ୍ଦ ହେଉଛି ହୀରାକୁଦରୁ ଗୋଟିଏ ପରେ ଗୋଟିଏ ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି । ତେବେ ଆଜି ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ଏବେ ହୀରାକୁଦରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୩୩ ଫୁଟ୍ । ଡ୍ୟାମ
Read More...

ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଲା : ଖସି ପଡିଲା ଡମ୍ଫର, ୧୧ ଘଣ୍ଟାର ଆପ୍ରାଣ ଚେଷ୍ଟାରେ ଉଦ୍ଧାର ହେଲେ ଡ୍ରାଇଭର

ସମ୍ବଲପୁର, (କରୁଣାକର ଶତପଥୀ) : ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଯିବା ଫଳରେ ପାଣି ଭିତରେ ଡ଼ମ୍ଫର ଖସି ପଡ଼ିଥିବା ଭଳି ଏକ ଖବର ଆସିଛି । ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳକୁ କୁଚିଣ୍ଡାକୁ ସଂଯୋଗ କରୁଥିବା ଝୁଲେନପୋଲ ଭୁଷୁଡ଼ି ପଡ଼ିଛି । ଏକ ଡମ୍ଫର ଟ୍ରକ୍‌ ଏହି ପୋଲ
Read More...

ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର : ଚଳିତବର୍ଷ ୧୧ ତାରିଖରେ ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ । ଏଥିପାଇଁ ମା' ସମଲେଶ୍ୱରୀ ମନ୍ଦିରକୁ ନୂଆ ଧାନ ଆଜିଛି । ନୂଆ ଧାନରୁ ମା'ଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଥାଆନ୍ତି ।
Read More...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇ ନେବା ପ୍ରୟାସ ବନ୍ଦ ହେଉ : ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ଧରି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶା ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇ ଆସିଛି । ସାହିିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁରରେ ସୃଜନଶୀଳ ଲେଖକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଏହି
Read More...

ରେଢ଼ାଖୋଲ ବନଖଣ୍ଡରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ରେଞ୍ଜ କରଡାପାଲ ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଖବର ମଳିଛି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଏହାର ତଦନ୍ତ କରୁଥିବା ବେଳେ ଗତକାଲି ରାତିରୁ ହାତୀର ମୃତ୍ୟୁ
Read More...

କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁ ସମ୍ମାନିତ

ସମ୍ବଲପୁର, (କରୁଣାକର ବୁଡେକ) : ହୀରାକୁଦ ଲାୟନ୍ସ କ୍ଲବ ପକ୍ଷରୁ କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି । କରୋନା ମହାମାରୀ ସମୟରେ ସମର୍ପିତ ସେବା ଓ ଚିକିତ୍ସା ପ୍ରଦାନ ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ
Read More...

ସମ୍ବଲପୁର ଏକ୍ସକ୍ୟାଡ଼ର ସଂଘର ସାଂଗଠନିକ ବୈଠକ

ସମ୍ବଲପୁର, (ମମତା ମହାକୁର) : ସମ୍ବଲପୁର ଜିଲ୍ଲା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ରାଜେନ୍ଦ୍ର ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ସଂପାଦକ ଜ୍ଞାନ ରଂଜନ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ପ୍ରଧାନ
Read More...