Browsing Tag

saintala news

ସଇଁତଲାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଳୱ ଷ୍ଟେସନ ସ୍ଥିତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷ୍ଟାଡିଅମଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ
Read More...

ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶଙ୍କ ସଇଁତଲା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଗତ ରବିବାର ସନ୍ଧ୍ୟାରେ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ତଥା ରଜତ ଜୟନ୍ତୀ ସମାରୋହ ପରିଦର୍ଶନରେ ଆସି ମା'ଙ୍କ ଦର୍ଶନ କରିଥିଲେ । ଏହାପରେ ରାବଣ ଦରବାର ଚାଲିଥିବା
Read More...

ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର : ତୃତୀୟ ଦିନରେ ସୀତା ଚୋରି ମଞ୍ଚସ୍ଥ, ଅନେକ ସମାଜସେବୀ ହେଲେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ରାବଣ ଦରବାର ତୃତୀୟ ଦିନରେ ସୀତା ଚୋରି ନାଟକ ମଞ୍ଚସ୍ଥ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଭାବେ
Read More...

ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର ଉଦ୍‌ଘାଟିତ, ସାମ୍ବାଦିକଙ୍କୁ ସମ୍ମାନିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ଶୁକ୍ରବାର ରାବଣ ଦରବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି
Read More...

କୁଇକେଡା ପଞ୍ଚାୟତ ସମିତି ସଭ୍ୟଙ୍କ ପରଲୋକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ସମିତି ସଭ୍ୟ ଚାନ୍ଦୁଲାଲ ଭୋଇଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହେଉଥିଲା । ସେ ଆଜି ସକାଳ ସମୟରେ ଅସୁସ୍ଥ ଅନୁଭବ କହି ହଠାତ୍‌ ପଡି ଯାଇ ତାଙ୍କ ମୃତ୍ୟୁ ଘଟିଥିଲା । ସେ
Read More...

ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତ କୁଆରଗାଁ (ଠେଲକୋପଡା)ରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ମାମି କଲତା (୩୦) ବୋଲି ଜଣାପଡିଛି । ଏନେଇ ସଇଁତଲା ଥାନା କେସ ନଂ ୨୭୯/୨୩ ଅନୁସାରେ ଏକ
Read More...

ସଇଁତଲା ନବରାତ୍ର ପୂଜା ଆଳତୀରେ କମ୍ପୁଛି ଦୁର୍ଗା ମଣ୍ଡପ, ମା’ଙ୍କ ଆଳତୀ ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ସମାଗମ

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜାକୁ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରାଯାଉଛି । ଏହାର ମୁଖ୍ୟ ଆକର୍ଷଣ ସନ୍ଧ୍ୟା ଆଳତୀ ରହିଅଛି । ପୂଜା ଆରମ୍ଭ ଦିନଠାରୁ ସନ୍ଧ୍ୟା ସମୟରେ ଶହ ଶହ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ
Read More...

ରଜତ ଜୟନ୍ତୀ ସମାରୋହ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ସମାରୋହ ପାଳନ ଅବସରରେ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ କମିଟି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ
Read More...

ବରାହ ଫାଶରେ ମୃତ ଶିକାରୀଙ୍କ ଶବ ୪୮ ଘଣ୍ଟା ପରେ ଠାବ କଲା ପୋଲିସ, ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଓ ୨ ଫେରାର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ ପତ୍ରା କାଳୀଡୁଙ୍ଗୁରି ଜଙ୍ଗଲରେ ଜଣେ ବରାହ ଶିକାରୀ ବିଦ୍ୟୁତ ସଂଯୋଗ ଫାଶରେ ପଡି ମୃତ୍ୟୁ ଘଟିଥିବା ବେଳେ ଶବକୁ ଗାଏବକୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଥିଲା । ଏହାର ୪୮ ଘଣ୍ଟା ପରେ
Read More...

କାଳୀଡୁଙ୍ଗୁରି ଜଙ୍ଗଲରେ ବରାହ ଫାଶରେ ଶିକାରୀଙ୍କ ମୃତ୍ୟୁ ସନ୍ଦେହ : ଘଟଣା ସ୍ଥଳରୁ ଶବ ଗାଏବ, ଜଙ୍ଗଲ ଯାଇ ଫେରି ନଥିବା…

ଜଙ୍ଗଲରେ ପୋଲିସ ଓ ବନ ବିଭାଗ ଖୋଜୁଛି ଶବ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ କାଳୀଡୁଙ୍ଗୁରିରେ ଜଣେ ଶିକାରୀ ବରାହ ଫାଶରେ ପଡି ମୃତ୍ୟୁବରଣ କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ ପରିବାର ଲୋକେ
Read More...