ବିସ୍ଥାପିତ କମିଟି ଦ୍ଵାରା ସାମ୍ୱାଦିକ ସମ୍ମିଳନୀ
ସଇଁତଲା, (ଖୁସିରାଣୀ ସାହୁ) : ୧୯୮୫ ମସିହାରେ ପ୍ରାୟ ୨୦୦ ପରିବାରକୁ ବିସ୍ଥାପିତ କରି ବଡ଼ମାଲଠାରେ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଥିଲା । ତେବେ ସେହି ସମୟରେ କାରଖାନାରେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ବି!-->…
Read More...
Read More...