Browsing Tag

saintala news

କଂଗ୍ରେସରୁ ଇସ୍ତାଫା ଦେଲେ ସୁରେନ୍ଦ୍ର ସିଂ ଭୋଇ

ସଇଁତଲା, (ପ୍ରମୋଦ ସେଲମା) : କଂଗ୍ରେସର ପ୍ରାଥମିକ ସଦସ୍ୟତା ତଥା ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବଳିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ । ଦୀର୍ଘ ୩୮ ବର୍ଷ ହେଲା ସେ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ କାମ କରି ଆସୁଥିଲେ । ଶ୍ରୀ ସିଂ
Read More...

ବେଲଗାଁ ନିୟୁ ଢ଼ାବାରେ ପୋଲିସ ବିପୁଳ ପରିମାଣ ମଦ ଜବତ : ଢ଼ାବା ମାଲିକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ନିୟୁ ଢ଼ାବା ଉପରେ ଗତ ମଙ୍ଗଳବାର ଅପରାହ୍ନ ସମୟରେ ସଇଁତଲା ପୋଲିସ ଟିମ୍‌ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରି ଢ଼ାବା ମାଲିକଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଏଥିରେ ଜାମିନ ନାମଞ୍ଜୁର
Read More...

କରମତଲାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ, କଳସ ଶୋଭାଯାତ୍ରାରେ ବିଜେପି ନେତା ସାମିଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ହାଟପଦାଠାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷମାନେ ଯଜ୍ଞ ମଣ୍ଡପ ପରିସରରେ ଏକତ୍ରିତ ହୋଇ ଶଙ୍ଖ, ଘଣ୍ଟବାଜା, ସଂକିର୍ତ୍ତନ୍ୟ
Read More...

ସଇଁତଲା ଠାରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସାମ୍ବାଦିକଙ୍କ ପ୍ରେଷ୍ଟିଜ, ପେନସନଏବଂ ପ୍ରୋଟେକ୍ସନ ଦାବି କଲେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସଇଁତଲା/ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଇଁତଲା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଓୟୁଜେ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଓଜେୟୁ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : ବିଭିନ୍ନ କ୍ଷେତ୍ରରୁ କୃତିତ୍ୱ ହାସଲ କରିଥିବା ମହିଳା ହେଲେ…

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ୟସ ହୋଟେଲ ପରିସରରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ
Read More...

ଏନ୍‌ଏସି ମାନ୍ୟତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଇଁତଲାବାସୀ

ସଇଁତଲା, (ପ୍ରମୋଦ ସେଲମା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ତାରିଖରେ ସଇଁତଲାକୁ ଏନ୍‌ଏସି ମାନ୍ୟତା ଘୋଷଣା ପରେ ଗୁରୁବାର ନବୀନ ନିବାସଠାରେ ସଇଁତଲା ସରପଞ୍ଚ ଇଂ ସୁବ୍ରତ ନାଗ, ଓକିଲ ସଙ୍ଘ ସଭାପତି ମାଭଞ୍ଜନ ପାଣିଗ୍ରାହୀ ଓ ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସଭାପତି ସନ୍ତୋଷ ପୁଟାଙ୍କ
Read More...

ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବଙ୍ଗଳା ଛକଠାରେ ବୁଧବାର ପୂର୍ବାହ୍ନରେ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ କମ୍ବୁପାଣି ରଣା (୬୫) ସଇଁତଲା ସହରର
Read More...

କଂଗ୍ରେସ ଦଳର କର୍ମକର୍ତ୍ତା ସମ୍ବିଳନୀ

ବିଜେଡି ବିଜେପି ମେଣ୍ଟଙ୍କୁ ହରାଇ କଂଗ୍ରେସ ସରକାର ଗଢ଼ିବ : ସମ୍ପାଦକ ଶ୍ରୀ ହୁସେନ ସଇଁତଲା, (ପ୍ରମୋଦ ସେଲମା) : ୨୫ ବର୍ଷ ବିଜେଡି ସରକାର ରାଜ୍ୟରେ ଶାସନ କାଳରେ ନାରୀ ନିର୍ୟାତନା, ଚାଷୀ ମରଣନୀତି, ବେରୋଜଗାରୀ, ନିଯୁକ୍ତି ଅଭାବ ସମସ୍ୟା ଘେରରେ ସରକାର ବୁଡି ରହିଛି । ସେହିପରି କେନ୍ଦ୍ର
Read More...

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାରଣାନ୍ତ ଆକ୍ରମଣ : ଅଭିଯୁକ୍ତ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ଥାନା ପିତାମହୁଲ ଗ୍ରାମରେ ଜଣେ ଯୁବକ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଗାଁର ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୯୩/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜେଶ ପୋଢ଼ଙ୍କୁ (୩୯)
Read More...

ବ୍ଲକସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେଠାରେ ବ୍ଲକସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ୱାବଧାନରେ ବ୍ଲକ ହିସାବ
Read More...