ଦୁଇ ବାଇକ ମୁହାଁମୁହିଁ ଧକ୍କା : ୪ ଗୁରୁତର
ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁତଲା ଥାନା ଷାଣ୍ଡପାଲି ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ସଇଁତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଗତ ଯେ, ଦେଓଗାଁରୁ ସଇଁତଲା ଅଂଚଳକୁ ୩ ଜଣ ବ୍ୟକ୍ତି ଗୋଟିଏ!-->…
Read More...
Read More...