Browsing Tag

rourkela news

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସିଆଇଟିୟୁ ପକ୍ଷରୁ ଦାବୀ : ରାଜ୍ୟ ସରକାର ଏ ଦିଗରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସିଆଇଟିୟୁ ପକ୍ଷରୁ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ
Read More...

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବହନ ଶ୍ରମିକ ପରିବାରକୁ ସିଆଇଟିୟୁ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାରଳା ବସ୍‌ର କଣ୍ଡକ୍ଟର ତଥା ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ (ସିଆଇଟିୟୁ)ର ସଦସ୍ୟ ଅରୁଣ କୁମାର ମହାନ୍ତଙ୍କ ପରିବାରକୁ ନୂଆ ବସ୍‌ଷ୍ଟାଣ୍ଡରେ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ୟୁନିୟନ ପକ୍ଷରୁ
Read More...

ରୋଟାରୀ କ୍ଲବ୍ ରିଭରସାଇଡ୍, ରାଉରକେଲାର ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସଭାଗୃହରେ ରୋଟାରୀ କ୍ଲବ ରିଭରସାଇଡ୍, ରାଉରକେଲା ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡିକାଲ୍ କଲେଜର ଡେପୁଟି ସୁପରିଟେଣ୍ଡେଟ୍ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର
Read More...

ଜୟଦେବ ଜୟନ୍ତୀ ସମାରୋହ ଓ ଗୀତିକବି ସମାଜର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୀତିକବି ସମାଜ ତରଫରୁ ଓଡିଶାର ମହାନ ଭକ୍ତକବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଓ ସଂଗଠନର ବିଂଶତମ ବାର୍ଷିକୋତ୍ସବ ଜଗଦା ସ୍ଥିତ ମା' ବାଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁଙ୍କ
Read More...

‘କବିତା ଆପଣଙ୍କର – ସୁର ଓ ସ୍ଵର ମୋର’ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : 'ଜୟଦେବ କଳା ବିକାଶ କେନ୍ଦ୍ର' ଆନୁକୁଲ୍ୟରେ ଜଗଦା ସାଂସ୍କୃତିକ ପରିଷଦ ସଭା ପ୍ରକୋଷ୍ଠରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ଆହୁତ ଏହି ସମ୍ମିଳନୀରେ ମୁଖ୍ୟତଃ ଏକ ଅଭିନବ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତନଗରୀର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ଉପସଭାପତି ଡ. ସନାତନ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ
Read More...

ବାଳସୁଧାର ଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଟିସ୍କୋ ସ୍ଥିତ ବାଳସୁଧାର ଗୃହଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୃହର ଅନ୍ତେବାସୀଙ୍କ ସହ ସମୟ ବିତାଇ ବିଭିନ୍ନ ନୃତ୍ୟ, ସଂଗୀତ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା
Read More...

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଂଚଳରେ ବସ୍ତ୍ର ବଂଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସେକ୍ଟର-୩ ବଲାଙ୍ଗିର ବସ୍ତି ଓ ସେକ୍ଟର-୬ ମହିମା ଆଶ୍ରମ ନିକଟସ୍ଥ ବସ୍ତିରେ ପୁରୁଣା ବସ୍ତ୍ର, ବିସ୍କୁଟ ଓ ଫଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍ଥିକ ଦୁର୍ବଳ ଶ୍ରେଣୀ ବ୍ୟକ୍ତିବିଶେଷ ଆଗ୍ରହର ସହ ବସ୍ତ୍ର
Read More...

ବୈଶାଖୀ ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଶାଖ ମାସରେ ପ୍ରତ୍ୟେକ ଓଡ଼ିଆ ତାଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ସମ୍ମାନ ଜଣାଇ ବୃକ୍ଷ ରୋପଣ କରିବା ଉଚିତ । ନିଜେ ମହାପ୍ରଭୁ ଦାରୁରେ ଜୀବନ୍ୟାସ ପାଇ ଥିବାରୁ ତାଙ୍କର ଅନ୍ୟତମ ନାମ ଦାରୁବ୍ରହ୍ମ । ଜଗତର କଲ୍ୟାଣ ପାଇଁ ଏବଂ ପରିବେଶ ସନ୍ତୁଳନ
Read More...

ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାର ଗର୍ବ ଓ ଗୌରବ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ରକ୍ରମ ଗୁଡିକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଗରିମା ପରିବାର ତରଫରୁ ଆୟୋଜିତ
Read More...