Browsing Tag

rourkela news

ଜଘନ୍ୟ ହତ୍ୟାକା‌ଣ୍ଡ : ହୋଟେଲ ମାଲିକ‌ଙ୍କୁ ହତ୍ୟା କଲା ଅପରାଧୀ

ରାଉରକେଲା : ଗତକାଲି ରାଉରକେଲା ଡିଲକ୍ସ ହୋଟେଲ ଲେନରେ ଜଣେ ହୋଟେଲ ମାଲିକ‌ଙ୍କ ଉପରେ ଆକ୍ରମଣ କରାଯାଇଛି । ରାଉରକେଲା ସହରର ବସେରା ହୋଟେଲର ମାଲିକ ସଜନ ମିତ୍ତଲ ସବୁଦିନ ପରି କାମ ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଘର ସାମ୍ନାରେ ଜଗି ବସିଥିବା ଅପରାଧୀ ତାଙ୍କୁ ଆକ୍ରମଣ କରିଥିଲା । ତେବେ
Read More...

ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ ସ୍ଥାନୀୟ ସୋନା ଉଦ୍ୟାନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଭାପତି ଦିଲ୍ଲୀପ କୁମାର ନାୟକ ପୁରୁଣା କମିଟିକୁ ଭଂଗ କରିବା ସଂଗେ ସଂଗେ ନୂତନ କମିଟି ସର୍ବସମ୍ମତି କ୍ରମେ ଗଢ଼ିବାକୁ
Read More...

ସୈନିକ ସ୍କୁଲ ପାଇଁ ରାଉରକେଲା ସୈନିକ ସଙ୍ଘର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର

ରାଉରକେଲା, (କେପିଏନ୍‌ଏସ୍‌) : ସୈନିକ ସ୍କୁଲ ପାଇଁ ରାଉରକେଲା ସୈନିକ ସଙ୍ଘ ପକ୍ଷରୁ ଏଡିଏମଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଏକ ଦାବୀପତ୍ର ପ୍ରଦାନ କରାଯାଉଛି । ସୈନିକ ସ୍କୁଲ ପ୍ରତିଷ୍ଠା ହେଲେ ‌ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି ।
Read More...

ହାତୀପଲ ରେଳ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ : ଦୁଇ ହାତୀ ମୃତ୍ୟୁ

ରାଉରକେଲା : ରାଉରକେଲାରେ ଟ୍ରେନ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ରାଉରକେଲା ଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ହାଓଡ଼ା-ମୁମ୍ବାଇ ରେଳମାର୍ଗର ନିକଟରେ ବିଳମ୍ବିତ ରାତିରେ ହାତୀପଲ ରେଳ ଲାଇନ ପାର ହେଉଥିବା ବେଳେ ଦୁଇଟି ହାତୀଙ୍କୁ ଧକ୍କା
Read More...

ସରକାରୀ ଡାକ୍ତରଖାନାରେ ହୁଇଲ ଚେୟାର ଅଭାବ

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ହସ୍‌ପିଟାଲ ହୋଇଥିବାବେଳେ ଏଠାରେ ଦେଖାଦେଇଛି ଅବ୍ୟବସ୍ଥା । ଏହି ଡାକ୍ତରଖାନାରେ ପୋଡ଼ାଜଳା କକ୍ଷ, ଅସ୍ଥି, ମାତୃଶିଶୁ, ଅନ୍ତଃବିଭାଗ, ସର୍ଜରୀ ବିଭାଗ ନିକଟରେ କୌଣସି ରୋଗୀଙ୍କ ପାଇଁ ଷ୍ଟ୍ରେଚର ବା ହୁଇଲ ଚେୟାର
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ରାଉରକେଲାର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ମାତୃବିୟୋଗ

ରାଉରକେଲା : ରାଉରକେଲା ସହରର ଜଣାଶୁଣା ସାମ୍ବାଦିକ ସଂଗଠନ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ମାତା ଶୈଳବାଳା ପଟ୍ଟନାୟକଙ୍କ ୮୬ବର୍ଷ ବୟସରେ ଆଜି ରାତି ପ୍ରାୟ ୯ଟା ସମୟରେ ପରଲୋକ ହୋଇଯାଇଛି ।ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥ ହୋଇ ଆଇଜିଏଚ ଠାରେ
Read More...

ଚାକିରି କରାଇ ଦେବା ନାଁରେ ୪୦ ହଜାର ଟଙ୍କା ନେଇ ଦୁଇ ଯୁବତୀଙ୍କୁ ବନ୍ଦ ଘରେ ଭର୍ତ୍ତି

ରାଉରକେଲା : ଚାକିରି କରାଇ ଦେବା ନାଁରେ ଦୁଇ ଜଣ ଯୁବତୀଙ୍କ ଠାରୁ ଏକ କମ୍ପାନି ୪୦ ହଜାର ଟଙ୍କାନେଇ ବେଆଇନ ଭାବେ ଏକ ବନ୍ଦଘରେ ଭର୍ତ୍ତି କରି ଅଟକ ରଖିଥିଲା । ଅଭିଯୋଗ ହେବାଫଳରେ ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରିଛି ରାଉରକେଲା ଏବଂ କୁଆରମୁଣ୍ଡା ପୁଲିସ । ଏହି ଯୁବତୀ ଦ୍ୱୟଙ୍କୁ କୁଆରମୁଣ୍ଡା
Read More...

ବାଇକରୁ ପଡି ରାସ୍ତାକଡରେ ଯୁବକଙ୍କ ମୃତ୍ୟୁ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ରାସ୍ତାକଡରେ ବାଇକରୁ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆପାଲି ଗ୍ରାମ ରାସ୍ତାକଡରେ ଏକ ସିମେଣ୍ଟ ମିକ୍ସଚର ମେସିନ୍‌ ରାସ୍ତାକଡରେ ଛିଡ଼ା ହୋଇଥିଲା । ବଣାଇଁଗଡ ସହର ପଟୁ ନୂଆପାଲି ଗ୍ରାମକୁ ସେହି ଗ୍ରାମର
Read More...

ରାଉରକେଲା ଇସ୍ପାତ କାରଖାନା : ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ…

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି ।ଗ୍ୟାସ ଲିକ ଘଟଣାରେ ପରିବେଶରେ କ'ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ
Read More...

ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ : ୧ ଉ‌ଦ୍ଧାର, ୧ ନିଖୋଜ

ରାଉରକେଲା : ପୁଣି ରାଉରକେଲା କୋଏଲ ନଦୀରେ ଅଘଟଣ ଘଟିଛି । ରାଉରକେଲାରେ ଥିବା ଟିମ୍ବର କଲୋନୀର ୭ ସାଙ୍ଗ ଏକାଠି ହୋଇ କୋଏଲ ନଦୀକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ୨ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧେଇବା ବେଳେ ଜଣେ ନିଖୋଜ ହୋଇଯାଇଥିଲେ । କିଛି ସମୟରେ ତାଙ୍କୁ
Read More...