ରାଉରକେଲାରେ କୋଭିଡ୍ ୧୯ ଟୀକାକରଣ ପାଇଁ ନୂଆ ନିୟମ
ରାଉରକେଲା : ରାଉରକେଲାରେ କୋଭିଡ୍୧୯ ଟୀକାକରଣ ପାଇଁ ନୂଆ ନିୟମ ଆସନ୍ତା ମେ ୧୧ ତାରିଖରୁ ଲାଗୁ ହେବାକୁଯାଉଛି । ଦିନେ ଛଡ଼ା ଦିନେ ଟୀକାଦାନ ବ୍ୟବସ୍ଥା ଅନୁଯାୟୀ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବର୍ଗର ହିତାଧିକାରୀ ମାନଙ୍କୁ ଏବେ କେବଳ!-->…
Read More...
Read More...