Browsing Tag

rourkela news

ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ, ପାନୀୟ ଓ ସ୍ୱଚ୍ଛତା ବିଭାଗ ତରଫରୁ ଏବଂ ଅଧ୍ୟାପକ ଅଜିତ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ 'ଫେଏଟ୍' ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ପ୍ରଧାନ ଅନୁଷ୍ଠାନିକ ଭାବରେ
Read More...

ବ୍ୟାସାୟ ବିଷ୍ଣୁ ରୂପାୟ ଆଲୋଚନାଚକ୍ର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ହେଉଛନ୍ତି ଭାରତୀୟ ଦର୍ଶନ, ଶାସ୍ତ୍ର ଓ ଆଧ୍ୟାତ୍ମିକତାର ମୂଳ ଉତ୍ସ । ତାଙ୍କର ସୃଷ୍ଟି ସମ୍ଭାରକୁ ବିଶ୍ଳେଷଣ କରିବା ନିମନ୍ତେ ବେଦବ୍ୟାସ ପୀଠ ବିକାଶ ମଞ୍ଚ ତରଫରୁ ଆଗାମୀ ଦିନମାନଙ୍କରେ ରାଉରକେଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା
Read More...

ବାବା ବଟେଶ୍ୱର ମନ୍ଦିରରେ ଜାଗର ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଜିଏମ ଏବଂ ଇଏମ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ବାବା ବଟେଶ୍ୱର ମହାଦେବ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ନଦୀ ପଣ୍ଡା ଓ
Read More...

ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବୈଦିକ ପରମ୍ପରା ନୀତିରେ ଇଷ୍ଟ ଦେବତାଙ୍କୁ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ସୁବାସ
Read More...

ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ

ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ ଗତ ୧୭, ୧୮ ଓ ୧୯ ତାରିଖ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ କାର୍ଯ୍ୟକ୍ରମ
Read More...

ଉତ୍କଳ ଆର୍ଟିଷ୍ଟସ ଏସୋସିଏସନ୍‌ ପକ୍ଷରୁ ସେଲିବ୍ରେଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍‌ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଉରକେଲାରେ ୮ ଗୋଟି ଦଳକୁ ନେଇ ଆସନ୍ତା ୨୪, ୨୫ ଏବଂ ୨୬ ଫେବୃଆରୀରେ ସେଲିବ୍ରେଟି ପ୍ରିମିୟର ଲିଗ୍‌ ନାମରେ ଏକ ନିଆରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଭିଲ ଟାଉନ ସ୍ଥିତ ଲାଇଫ
Read More...

ରୋଟାରୀ କ୍ଲବ୍‌ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କୁ ସ୍ୱାଗତ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶଶାଙ୍କ ରାସ୍ତୋଗୀଙ୍କ ରାଉରକେଲା ଗସ୍ତ ଅବସରରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର
Read More...

ପାନୀୟ ଜଳ ସମାଧାନ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଗକୁ ଗ୍ରୀଷ୍ମ ଋତୁ ଆସୁଛି । ବର୍ତ୍ତମାନ ଫେବୃୟାରୀ ମାସର ଖରାକୁ ଦେଖିଲେ ସ୍ପଷ୍ଟ ଭାବେ ଅନୁମେୟ କରିହେବ ଯେ ଆଗକୁ ସ୍ଥିତି ସଂଗୀନ ହେବ । ବ୍ୟାପକ ବୃକ୍ଷ କାଟିବା ସାଙ୍ଗକୁ କଳକାରଖାନାର ବୃଦ୍ଧି, ଗ୍ରୀନ ହାଉସ୍‍ର ପ୍ରଭାବକୁ ବୃଦ୍ଧି କରିବା ସହ ପୃଥିବୀର
Read More...

ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ରୋଟ୍ରାକଟ କ୍ଲବ ଅଫ ଗାନ୍ଧୀ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟିର ମିଳିତ ସହଯୋଗରେ ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖ ଦିନ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ୱାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତରପ୍ରଦେଶ ବାରଣାସୀର ବିଏଚୟୁଆଇଆଇ ଷ୍ଟାଡିୟମ ଠାରେ ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଖେଳ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୭୦ବର୍ଷ ବୟସ ବର୍ଗରେ ଓଡିଶା ରାଉରକେଲା ଏନଆଇଟିର ପ୍ରାକ୍ତନ ଛାତ୍ର ଅଶୋକ କୁମାର ବିଶ୍ୱାଳ ଅଂଶଗ୍ରହଣ
Read More...