Browsing Tag

rourakela news

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ କଲେ ରାଉରକେଲା ଭିଜିଲାନ୍ସ ଏସପି । ଯନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ତ୍ରୀ, ସମ୍ପର୍କୀୟ ଏବଂ ବନ୍ଧୁ ବାନ୍ଧବଙ୍କ ନାମରେ ବେଆଇନ ଭାବରେ କାମ ନେଇ ନିମ୍ନ
Read More...

ରୋଟାରୀ କ୍ଲବ ଜିଲ୍ଲା ୩୨୬୧ର ଟିମ୍ ଓଜସ୍ୱୀ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଜିଲ୍ଲା ୩୨୬୧କୁ ଅଧିକ ନମନୀୟ, ଅଧିକ ବିବିଧ, ଅଧିକ ଟେକ୍ନୋଲୋଜି-ସକ୍ଷମ ଏବଂ ଅଧିକ ସ୍ପନ୍ଦନଶୀଳ କରିବା ପାଇଁ ଜିଲ୍ଲା ଗଭର୍ଣ୍ଣର ୨୦୨୬-୨୭ ଙ୍କ କାର୍ଯ୍ୟାଳୟରେ ଟିମ ଓଜସ୍ୱୀ କୁ ରାଉରକେଲାର ସିଭିଲ ଟାଉନସିପ ସ୍ଥିତ ଜେଜେ/୯ ଠାରେ ଉନ୍ମୋଚିତ
Read More...

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝୀଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ଧାମରା ସଂଘରେ ବର୍ଷା କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଧାମରା ସଂଘ ଦ୍ୱାରା ଆୟୋଜିତ ବର୍ଷା କବିତା ଆସରରେ, ବର୍ଷା ! ନିଜେ ଏକ କବିତା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ୟବକ୍ତା ପବିତ୍ର ପାଣିଗ୍ରାହୀ କହିଥିଲେ ଯେ ବର୍ଷା ! ନିଜେ ଏକ କବିତା । ବର୍ଷା କବିଙ୍କ ମନରେ ଆଶା ଓ ଆକାଂକ୍ଷା ଜଗାଏ ଓ କବିତା ଲେଖିବା
Read More...

ନାୟିକା, ରାଉରକେଲାର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ମହିଳା ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟଠାରେ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦ୍ୱୀପ ପ୍ରଜ୍ୱଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ତଥା ପ୍ରଥମ ବିଜେପି ରାଷ୍ଟ୍ରୀୟ ସଭାପତି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ଅବସରରେ ଆଜି ସେକ୍ଟର -୦୪ , ଆମ୍ବଗାନ୍ ଛକ ସ୍ଥିତ ଅଟଳ ବିହାରୀ ବାଜପେୟୀଙ୍କ
Read More...

ଅତି ଉତ୍ସାହରେ ସମାପିତ ହେଲା ଆନନ୍ଦ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଆନୁକୁଲ୍ୟରେ ଦେଶ ବ୍ୟାପୀ 'ଆନନ୍ଦ ଉତ୍ସବ' କର୍ମଶାଳା ଅତି ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଦେଶବ୍ୟାପୀ ଏହି ପ୍ରଶିକ୍ଷଣ ଶିବିରରେ ୩୩ ହଜାର ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ରାଉରକେଲା ଶାଖା ଆନୁକୁଲ୍ୟରେ
Read More...

ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ମହାନଗର ଅନ୍ତର୍ଗତ ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଆଦର୍ଶ ପାଠାଗାରର ସ୍ୱାଧୀନତା ଦିବସ ଉପଲକ୍ଷେ କାବ୍ୟସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ଦେଶାତ୍ମବୋଧକ ସଙ୍ଗୀତ ଓ କବିତା ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାଧାକାନ୍ତ ମିଶ୍ରଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ଼ଃ ସନାତନ ପ୍ରଧାନଙ୍କ
Read More...

ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ସମିତି ରାଉରକେଲା ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ପରିଚାଳିତ ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଆଜି ଉକ୍ତ କେନ୍ଦ୍ର ପରିସରରେ କେନ୍ଦ୍ରର ପରିଚାଲିକା ବରିଷ୍ଠ ଯୋଗ
Read More...