Browsing Tag

rourakela news

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ଦ୍ଵାରା ଆୟୋଜିତ ମା' ବାଟମଙ୍ଗଳା ୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଜଗଦା ସ୍ଥିତ ମା୩ ବାଟମଙ୍ଗଳା ଶକ୍ତିପୀଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନରେନ୍ଦ୍ରନାଥ ଦାସଙ୍କ
Read More...

ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟର ଗଭୀର ନଳକୂପ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟ ତରଫରୁ ତା'ର କାର୍ଯ୍ୟାଳୟ ବି/୧, ସେକ୍ଟର-୧୭ ସମ୍ମୁଖରେ ପ୍ରତିଷ୍ଠା କରାଯାଇଥିବା ଏକ ଗଭୀର ନଳକୂପ ପାନୀୟ ଜଳ ପ୍ରକଳ୍ପକୁ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଗାଙ୍ଗପୁର ମଜଦୂର ମଞ୍ଚର ସଭାପତି
Read More...

ଓଡ଼ିଶା ଆଶାକର୍ମୀ ଆସୋସିଏସନ୍‌ର ଷଷ୍ଠ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ଆଶାକର୍ମୀ ମାନଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା ପାଇଁ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ସହବନ୍ଧିତ ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ସୁନ୍ଦରଗଡ଼ ଜିଲ୍ଲା କମିଟିର ଷଷ୍ଠ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬
Read More...

ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ଥର ପରି ଚଳିତ ଥର ପୁଣି ଥରେ ଦ୍ଵି-ବାର୍ଷିକ ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ଶୃଙ୍ଖଳିତ ଓ ଅନୁଶାସିତ ସମ୍ବିଧାନ ପ୍ରକ୍ରିୟା ଧାରାରେ ଭୋଟ ଗ୍ରହଣ ମାଧ୍ୟମରେ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୋଟ ୨୪ ଜଣ
Read More...

ରାଉରକେଲା ଷ୍ଟିଲ୍ ସିଟିର ରୋଟାରୀ କ୍ଲବ ତରଫରୁ ଡିଏଭି ପବ୍ଲିକ ସ୍କୁଲରେ ଶିକ୍ଷକ ତାଲିମ ସେମିନାର

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ମାଧ୍ୟମରେ ସାମୁଦାୟିକ ବିକାଶ ପ୍ରତି ଏହାର ନିରନ୍ତର ପ୍ରତିବଦ୍ଧତାର ଅଂଶ ସ୍ୱରୂପ, ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ସେକ୍ଟର-୧୬ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲଠାରେ ଏକ ଶିକ୍ଷକ ତାଲିମ ସେମିନାର ସଫଳତାର ସହିତ ଆୟୋଜିତ ହୋଇଯାଇଛି ।
Read More...

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଷାଠିଏ ଦଶକରୁ ଅଧିକ ସମୟ ଧରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ରୂପେ ଆଦର୍ଶ ପାଠାଗାର ଓଡ଼ିଆ ଅସ୍ମିତାର ଥିଲା କୀର୍ତ୍ତିସ୍ତମ୍ଭ । ପୁସ୍ତକମେଳା ଠାରୁ ଆରମ୍ଭ କରି ସମୟାନ୍ତରରେ ବିଭିନ୍ନ ସାହିତ୍ୟ ସଂପାନମାନ ଆୟୋଜନ କରି ରାଉରକେଲାର
Read More...

ସିପିଆଇଏମ୍‌ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍‌ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀଙ୍କ ପ୍ରଥମ ମୃତ୍ୟୁବାର୍ଷିକୀରେ, ତାଙ୍କର ତ୍ୟାଗ ଏବଂ ସଙ୍ଘର୍ଷପୂର୍ଣ୍ଣ ଜୀବନର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜି ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ
Read More...

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ ରାଉରକେଲାର ୨୫ତମ ପ୍ରତିଷ୍ଠା ଦିବସ ସେକ୍ଟର ୬ ସ୍ଥିତ ଶାରଳା ମନ୍ଦିର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସମାଜର ସଭାପତି ଅର୍ଜୁନ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ୱ ଓ ନଟବର
Read More...

ଏମ୍‌ଏସ୍‌ଏମ୍‌ଇର ଜାତୀୟ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଏମ୍‌ଏସ୍‌ଏମ୍‌ଇ ରପ୍ତାନିକୁ ବୃଦ୍ଧି କରିବାକୁ ଜାତୀୟ କର୍ମଶାଳାରେ ମନ୍ଥନ ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ଜିଲ୍ଲା ଉଦ୍ୟୋଗ କେନ୍ଦ୍ର, ରାଉରକେଲାର ମିଳିତ ବ୍ୟବସ୍ଥାରେ “Boosting Exports
Read More...

ବୌଦ୍ଧିକତା ବିକଶିତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଟଳ ଟିକେରିଙ୍ଗ ଲାବ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୌଦ୍ଧିକତା ବିକାଶ ପାଇଁ ସେକ୍ଟର ୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ ଠାରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତା ଓ
Read More...