Browsing Tag

rourakela news

ଏସ୍‌ପିସିବି ପକ୍ଷରୁ ଓସିଇଏମ୍‌ଏସ୍‌ ସମ୍ପର୍କିତ ସମ୍ବେଦନଶୀଳତା କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ
Read More...

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ଏନଟିସିପିର ମିଳିତ ଆନୁକୂଲ୍ୟରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଭାରତୀ
Read More...

ସମ୍ପ୍ରଦାୟ ସ୍ତରୀୟ ହିତାଧିକାରୀମାନଙ୍କ ସହିତ ପରାମର୍ଶ ବୈଠକ କାର୍ଯ୍ୟକ୍ରମ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ପ୍ରଗତି ମଣ୍ଡପ, ସୁନ୍ଦରଗଡ଼ ପରିସରରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ସମ୍ପ୍ରଦାୟ ସ୍ତରୀୟ ହିତାଧିକାରୀମାନଙ୍କ ସହିତ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ନେଦରଲ୍ୟାଣ୍ଡର ଦୂତାବାସର ସହଯୋଗରେ
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଫ୍ଲାଏ ଆସ୍ ବ୍ୟବହାର ଉପଯୋଗୀ ନେଇ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଆନୁକୂଲ୍ୟରେ ଫ୍ଲାଏ ଆସ୍ ଉପଯୋଗ କରି ନିମ୍ନ ଓ ଖାଲୁଆ ଭୂମିମାନଙ୍କୁ ବ୍ୟବହାର ଉପଯୋଗୀ କରିବା ନେଇ ଏକ କର୍ମଶାଳା ଝାରସୁଗୁଡା ଆଂଚଳିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫ୍ଲାଏ ଆସ୍ ଉପଯୋଗୀ
Read More...

କେଶବ ନଗର ଶାଖାର ବାଲ୍ମୀକି ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ତୁମକେଲା ଶ୍ରୀଜଗନ୍ନାଥ ମନ୍ଦିରରେ ବାଲ୍ମୀକି ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନିର୍ମଳ ମୁଣ୍ଡା ୱେଲଫେୟାର ଟ୍ରଷ୍ଟ ତୁମକେଲା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଶବ ଶାଖାର
Read More...

ରାଉରକେଲାର ଜନଜାତି ସଂଗ୍ରହାଳୟ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ୱାନ୍ ଠାରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରହାଳୟକୁ ପରିଦର୍ଶନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଆସନ୍ତା ଡିସେମ୍ବର ୨୦୨୫ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍‌ଘାଟିତ ହେବାକୁ ଥିବା
Read More...

ସୃଜନୀ ସାହିତ୍ୟ ସଂସଦର ୩୮ ତମ ବାର୍ଷିକ ଉତ୍ସବ

ସାହିତ୍ୟ ହିଁ ସମାଜର ପଥ ପ୍ରଦର୍ଶକ ରାଉରକେଲା, (ସସ୍ମିତା ପ୍ରଧାନ) : ସୃଜନୀ ସାହିତ୍ୟ ସଂସଦର ୩୮ ତମ ବାର୍ଷିକ ଉତ୍ସବ ତରକେରା ଶିବ ମନ୍ଦିର ଠାରେ ସଭାପତି ଶଚିନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦଘାଟକ ତଥା ଅତିଥି ଭାବେ ପ୍ରାକ୍ତନ ବିଧାୟକ
Read More...

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦ୍ୱିଦିବସୀୟ ନବମ ବାର୍ଷିକ ଉତ୍ସବ

କଳା ହେଉଛି କଳ୍ପନାର ଅନ୍ୟନାମ, ସବୁ କୀର୍ତ୍ତି ମଧ୍ୟରେ ଅକ୍ଷର ଶ୍ରେଷ୍ଠ : ଦାସ ବେନହୁର ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତି, ଛେଣ୍ଡ ତରଫରୁ ଦ୍ୱିଦିବସୀୟ ନବମ ବାର୍ଷିକ ଉତ୍ସବ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଯୋଗଗୁରୁ ମନୋରମା ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ): ସେକ୍ଟର ୨୦ ପତାଞ୍ଜଳି ଯୋଗ ସମିତିର ସାଧାରଣ ସମ୍ପାଦିକା ମନୋରମା ରାଉତଙ୍କୁ ସେକ୍ଟର ୨୦ ସ୍ଥିତ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମିତି ତରଫରୁ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ
Read More...

ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନ ଦ୍ୱାରା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନ ଦ୍ୱାରା ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହା ଆମ୍ବାଗାନ ନିକଟସ୍ଥ ସୁପର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏମଜେ କ୍ଲିନିକ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପଟି ରିଲାୟେନ୍ସ ଡାୟାଗନଷ୍ଟିକ୍ସ,
Read More...