Browsing Tag

rourakela news

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନର ପଞ୍ଜିକରଣ ପ୍ରକ୍ରିୟା ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ସଂଗଠନ 'ଲାଲ' ପକ୍ଷରୁ କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା ମହିଳା କୃଷକମାନଙ୍କୁ ନେଇ ଲାଠିକଟାରେ କୃଷକ ଉତ୍ପାଦକ ସଂଗଠନ ଗଠନର ପଞ୍ଜିକରଣ କାର୍ଯ୍ୟ ବ୍ଲକ ସମ୍ମିଳନୀ କକ୍ଷରେ ଶେଷ ହୋଇଯାଇଛି । ଲାଠିକଟା ପଞ୍ଚାୟତ ସମିତି ଅଧୀନରେ ଥିବା ଜଲଦା,
Read More...

୩୨ତମ ବୋଇତବନ୍ଦାଣ ଉତ୍ସବ ପାଇଁ ଆକର୍ଷଣ ହେବେ ହ୍ୟୁମାନ ସାଗର ଓ ଅସୀମା ପଣ୍ଡା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ୩୨ତମ ବୋଇତବନ୍ଦାଣ ଉତ୍ସବ ୨୦୨୨ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଭୟ ମହାପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

କାମ ହେଉଛି ହେଲେ ଫଳକ ନାହିଁ, ଟଙ୍କାଟିଏ ନଦେଇ ବାହାବା ନେଉଛନ୍ତି ରାଜ୍ୟ ସରକାର : ଅଭିଯୋଗ କଲେ ବିଧାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଗକୁ ଆସୁଛି ବିଶ୍ୱକପ ହକି । ଏଥିପାଇଁ ରାଉରକେଲାର ହକି ଷ୍ଟାଡିୟମ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥ ବିନିଯୋଗ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ
Read More...

ରାଜ୍ୟସଭା ସାଂସଦଙ୍କ ଲେଡି ଲାୟନ ଅନୁଷ୍ଠାନ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସଭା ସାଂସଦ ତଥା ପାର୍ଲାମେଣ୍ଟାରୀ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସଦସ୍ୟା ମମତା ମାହାତୋଙ୍କ ରାଉରକେଲା ଗସ୍ତ ଅବସରରେ ଝିରପାଣି ସ୍ଥିତ ସାମାଜିକ ଅନୁଷ୍ଠାନ ଲେଡି ଲାୟନ ଅନୁଷ୍ଠାନକୁ ପରିଦର୍ଶନରେ ଯାଇଥିଲେ । ଅତିଥି ଶ୍ରୀମତୀ ମାହାତୋ ଅନୁଷ୍ଠାନର
Read More...

ଏନ୍‌ଆଇଟିକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : ଷାଠିଏ ଦଶକରେ ତତ୍କାଳୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ତତ୍କାଳୀନ ଆରଇସି ଓ ସଂପ୍ରତି ଏନଆଇଟିକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଆରଇସିର ପ୍ରାକ୍ତନ ଛାତ୍ର ଭାରତ ଭୂଷଣ ମହାନ୍ତି,
Read More...

କୁଚେଇତା ଗୋ ଶାଳାରେ ଗୋପାଷ୍ଟମୀ ଉତ୍ସବ

"ଗୋ-ମାତାର ସେବା ହିଁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବ" ରାଉରକେଲା, (ସସ୍ମିତା ପ୍ରଧାନ) : ଦିନେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗାଈ ଚରାଇବା ସହିତ ଗୋ-ମାତାର ସେବା କରିବାକୁ ନିଜର ସୌଭାଗ୍ୟ ମଣିଥିଲେ । କାରଣ ଗାଈ ଦେହରେ ସମସ୍ତ ଦେବାଦେବୀ ବସବାସ କରୁଥିବା ବେଳେ ଗାଈର ଦେହରୁ
Read More...

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଂପାଦକ ତଥା ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ରାଇସ ଅନୁଷ୍ଠାନ ତରଫରୁ ନାରାୟଣ ସେବା ଓ ଭଜନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗରରେ ଥିବା ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ କମ୍ପୁଟର ଏଜୁକେସନ (ରାଇସ) ଅନୁଷ୍ଠାନ ତରଫରୁ ତର୍କରା ସ୍ଥିତ ଶିବ ମନ୍ଦିର ଠାରେ ନାରାୟଣ ସେବା ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ବୈଦିକ ବିଦ୍ୟାଳୟର ଅନ୍ତେବାସୀ,
Read More...

ଛେଣ୍ଡ କଲୋନୀ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟର ଶୁଭାରାମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁଦିନର ଦାବୀକୁ ପ୍ରଶାସନ ଗ୍ରହଣ କରି, ଆର୍‌ଏମ୍‌ସି ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ୭୧ ଲକ୍ଷ ଟଙ୍କା ବ୍ୟୟରେ କରାଯିବା ପାଇଁ ରାଉରକେଲାର ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା । ମାର୍କେଟର ସଭାପତି
Read More...

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇଏମଏଫଆଇ ରିଦିମ୍ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ମନୋଜ୍ଞ ସଂଗୀତ କାର୍ଯ୍ୟକ୍ରମ ‘ଓସନ୍ ଅଫ୍ ମ୍ୟୁଜିକ୍‌’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି
Read More...