Browsing Tag

rourakela news

ନାଇଟ୍‌ ଏକ୍ସପ୍ରେସ ବସ୍ ଦୁର୍ଘଟଣାଗ୍ରସ୍ତ : ୨ ମୃତ, ୫ ଗୁରୁତର, ୨୦ରୁ ଅଧିକ ଆହତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚାନ୍ଦିପୋଷରେ ଯାତ୍ରୀବାହୀ ନାଇଟ ଏକ୍ସପ୍ରେସ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି ଏବଂ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି । ଆହତ ମାନଙ୍କୁ
Read More...

ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ବାର୍ଷିକ ମହାସଭା ଓ ନିର୍ବାଚନୀ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡିଶା ବାଣାୟତ ଓଡିଆ ସମାଜ ରାଉରକେଲା ତାଲୁକାର ବାର୍ଷିକ ମହାସଭା ଓ ନିର୍ବାଚନୀ ସଭା ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସଭାପତି ବାବାନାଥ ପରିଡାଙ୍କ ସଭାପତିତ୍ୱ ଓ ଉପସଭାପତି ବାବୁଲା ନାହାକଙ୍କ
Read More...

ରାଉରକେଲା ନାଗରିକ ସୁରକ୍ଷା କମିଟିର ଆଲୋଚନା ସଭା, ଉତ୍କଳ ଦିବସକୁ ସ୍ୱାଭିମାନ ଦିବସ ଭାବେ ପାଳନ ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସକୁ ରାଉରକେଲାବାସୀ ସ୍ୱାଭିମାନ ଦିବସ ଭାବେ ପାଳନ କରିବାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ୱାନ କରିଛି । ସାରନଗରୀ ସ୍ଥିତ ବାସନ୍ତୀ ଯୁବ ପରିଷଠାରେ ଅନୁଷ୍ଠିତ କମିଟିର ଆଲୋଚନା ସଭାରେ ସମାଜସେବୀ ଡ. ଅକ୍ଷୟ ସାମଲ
Read More...

ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁଜୁରାଟର ସୁରଟର ନିମ୍ନ ଅଦାଲତ ଏକ ମାନହାନୀ ମୋକଦ୍ଦମାର ବିଚାର କରି ରାହୁଳ ଗାନ୍ଧୀଙ୍କ ବିପକ୍ଷରେ ରାୟ ଦେବା ପରେ ଯେପରି ତରବର ଭାବେ ରାହୁଲ ଗାନ୍ଧୀଙ୍କ ସାଂସଦ ସଭ୍ୟ ପଦକୁ ରଦ୍ଦ କରାଯାଇଛି ସେ ନେଇ ଦେଶ ତମାମ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ
Read More...

ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ର କିଶୋର କିଶୋରୀଙ୍କ ଉଦ୍ଦେଶ୍ୟରେ ଗତକାଲି ପାଳିତ ହୋଇଯାଇଛି ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ । କୈଶୋରରେ ପାଦ ଥାପୁଥାପୁ ଦ୍ରୁତ ପରିବର୍ତ୍ତନଶୀଳ ଶରୀରରେ ପ୍ରତ୍ୟହ କିଛିକିଛି ପ୍ରତିକୂଳ
Read More...

ଭାରତର ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀ ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ୯୨ତମ ଫାଶୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ସ୍ୱାଧୀନତା ଆନ୍ଦୋଳନର ମହାନ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ତମ ଫାଶୀ ଦିବସ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଭାରତର ଛାତ୍ର ଫେଡେରେସନ୍ ଏବଂ ଶହୀଦ ଭଗତ ସିଂ ସ୍ମୃତି କମିଟି ପକ୍ଷରୁ ରାଉରକେଲା ଛେଣ୍ଡ କଲୋନୀ
Read More...

ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ନୀତି ବିରୁଦ୍ଧରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନକୁ ସଫଳ କରିବା ପାଇଁ…

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ତଥା ଦେଶ ବିରୋଧୀ ନୀତି ବିରୁଦ୍ଧରେ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ ଡାକରାରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ ସଫଳ କରିବା ସହିତ ଦେଶର
Read More...

ଇସ୍ପାତ ସାହିତ୍ୟ ସଂସଦର ବିଶ୍ୱ କବିତା ଦିବସ ପାଳିତ

ମଣିଷର ସାଧାରଣ ପବୃତ୍ତି ହେଉଛି କବି ପବୃତ୍ତି : ଉମାକାନ୍ତ ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷର ପବୃତ୍ତି ହେଉଛି କବି ପବୃତ୍ତି । କବିତା ଭିତରେ କବିତା ଥାଏ ବୋଲି ଅଧ୍ୟାପକ ଉମାକାନ୍ତ ପ୍ରଧାନ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଇସ୍ପାତ ସାହିତ୍ୟ ସଂସଦ ତରଫରୁ ଆୟୋଜିତ
Read More...

ମ୍ୟୁଜିକ ସର୍କଲ, ରାଉରକେଲାର ପଞ୍ଚ ଦିବସୀୟ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟା

ବାଉଲ ଗୀତରେ ଝୁମିଲେ ଦର୍ଶକ ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲ, ରାଉରକେଲାର ପଞ୍ଚ ଦିବସୀୟ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର
Read More...