Browsing Tag

rourakela news

ବରସୁଆଁରେ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁ ଖଣି ଅଂଚଳରେ ଥିବା ଓଡିଆ ଅନୁଷ୍ଠାନ 'ପ୍ରଗତି' ତରଫରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ସୁନ୍ଦରଗଡ଼ ଜିଲ୍ଲା ମହିଳା ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ପବିତ୍ର ରାମନବମୀ ଓ ସ୍ୱାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା…

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଓ ପରମ ପୂଜ୍ୟ ସ୍ୱାମୀଜୀ ମହାରାଜାଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ରାଉରକେଲାର ସେକ୍ଟର ୬ ସ୍ଥିତ କମ୍ୟୁନିଟି ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ପାଳନ କରାଯାଇଛି । ମୁଖ୍ୟ
Read More...

‘ମୋ ଓଡିଶା’ ଗୀତରେ ରାଉରକେଲାର ତରୁଣ କୁମାର

ରାଉରକେଲା, (ସସ୍ମିତା ପ୍ରଧାନ) : ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ 'ଆମର ମ୍ୟୁଜିକ' ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି "ମୋ ଓଡିଶା-ଟାଇଟଲ ଗୀତ" । ଗୀତଟିକୁ ଓଡିଶାର ୩୦ଟି ଜିଲ୍ଲାର ୩୦ ଜଣ ମେଲୋଡି କଣ୍ଠଶିଳ୍ପୀ ତାଙ୍କ କଣ୍ଠରେ ସଜାଇଛନ୍ତି । ଏହି ଗୀତରେ ସୁନ୍ଦରଗଡ ଜିଲ୍ଲା
Read More...

ସିପିଆଇଏମ୍ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ଏବଂ ରଘୁନାଥପାଲି ସାଂଗଠନିକ କମିଟି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୦ତମ ବଳିଦାନ ଦିବସ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ
Read More...

ଆର୍ଟ ଅଫ ଲିଭିଙ୍ଗ୍‌ର ହାପିନେସ କୋର୍ସ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଦ୍ୱାରା ସ୍ଥାପିତ ଆର୍ଟ ଅଫ ଲିଭିଙ୍ଗ୍ ଦ୍ୱାରା ଚାଲିଥିବା ସପ୍ତାହବ୍ୟାପୀ ହାପିନେସ କୋର୍ସ ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାଳୟଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୫ଜଣ ପ୍ରଶିକ୍ଷାର୍ଥୀ
Read More...

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦାଣ୍ଡିଆପାଲି ସ୍ଥିତ ଜେପି ହସପିଟାଲ ତରଫରୁ ହସପିଟାଲ୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଲିଙ୍ଗଗତ ସମାନତା, ପ୍ରଜନନ ଅଧିକାର, ମହିଳାଙ୍କ ଉପରେ ହେଉଥିବା ହିଂସା, ତଥା ନିର୍ଯ୍ୟାତନା ଭଳି ପ୍ରସଙ୍ଗକୁ ନେଇ ଏହି ଦିବସ
Read More...

‘ଶାୟରୀ ଶାୟରୀ’ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ଖମ୍ବେଶ୍ୱରୀ ଏଣ୍ଟରଟେନମେଣ୍ଟ ଓ ସହର ସେବା ସମିତିର ମିଳିତ ଆନୁକୂଲ୍ୟରେ ଆଜି ହୋଟେଲ ସୋଲାସ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଆସନ୍ତା ଏପ୍ରିଲ୍ ମାସ ୧୪ ତାରିଖ ପଣାସକ୍ରାନ୍ତି ଦିନ ସହରର ଦୁଇଟି ପ୍ରେକ୍ଷାଳୟ
Read More...

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ପଞ୍ଚମ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୨ତାରିଖ ଦିନ ସଂଧ୍ୟା ୬ଟାରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପାଳନ କରାଯିବ ବୋଲି ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ପ୍ରଭା ଯାତ୍ରୀବାହୀ ବସ୍‌ ଗତକାଲି ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବହୁ ଯାତ୍ରୀ ଆହାତ ହୋଇ ରାଉରକେଲା ଜେ.ପି ହସ୍ପିଟାଲରେ ଚିକିତ୍ସିତ ହେବା ଖବର ପାଇବା ମାତ୍ରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ
Read More...

ଜନନାଟ୍ୟ ମଞ୍ଚର ବିଶ୍ୱ ନାଟ୍ୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜନନାଟ୍ୟ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ବିଶ୍ଵ ନାଟ୍ୟ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି
Read More...