Browsing Tag

rourakela news

ଜଷ୍ଟିସ ମହାନ୍ତିଙ୍କ ରାଉରକେଲା ଗସ୍ତ ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦର କେନ୍ଦ୍ରୀୟ କମିଟି ତରଫରୁ ଜଷ୍ଟିସ ମନୋରଂଜନ ମହାନ୍ତି ରାଉରକେଲା ଶାଖାର କାର୍ଯ୍ୟକାରିତା ଅନୁଧ୍ୟାନ କରିବାକୁ ଆସି ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗତ ୫ ତାରିଖ ଦିନ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ
Read More...

ଓଡିଆ ନବବର୍ଷ ପାଇଁ ଗରିମାର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ସେକ୍ଟର ୧ ପାର୍କ ହୋଟେଲ ଠାରେ ଆସନ୍ତା ୧୪ ତାରିଖ ଦିନ ଓଡିଆ ନବବର୍ଷ ବା ପଣା ସଂକ୍ରାନ୍ତି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ
Read More...

‘ପିଲାଙ୍କ ଗାନ୍ଧୀ’ ସଂପର୍କରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ଶାନ୍ତି ଫାଉଣ୍ଡେସନ ତରଫରୁ 'ପିଲାଙ୍କ ଗାନ୍ଧୀ' ସଂପର୍କରେ ଆଲୋଚନାଚକ୍ର ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ସଭାପତିତ୍ୱ ଓ ଫାଉଣ୍ଡେସନର ସଭ୍ୟ ରବି
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଓଡ଼ିଆ ଭାଷା ସୁରକ୍ଷାର ସେନାପତି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ତିରୋଧାନ ଦିବସରେ ସେକ୍ଟର ୧୪ ସ୍ଥିତ ଗଙ୍ଗାଧର ପ୍ରତିମୂର୍ତ୍ତିଠାରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଆ ଭାଷା ବିକାଶ ମଞ୍ଚର
Read More...

ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ୍‌ କଲୋନୀ ସ୍ଥିତ କଳିଙ୍ଗ ବିହାର ଦେଇ ଯାଇଥିବା ବୀରମିତ୍ରପୁର-ବର୍ଷୁଆଁ ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଜିଆରପି ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିଛି । ମୃତ ଯୁବକ ଜଣ ହେଉଛନ୍ତି ଅଖଲେସ ତିୱାରୀ । ସେ
Read More...

ଗରିମା ଅନୁଷ୍ଠାନର ଓଡିଶା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ତରଫରୁ ସ୍ଥାନୀୟ ସିଭିକ ସେଣ୍ଟରଠାରେ ପଞ୍ଚମ ଓଡିଶା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଜ୍ଞାନ ବିକାଶ କେନ୍ଦ୍ର ଦ୍ୱାରା ରାଉରକେଲା କବିମାନେ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବୌଦ୍ଧ ମାଟିରେ ଆତ୍ମ ପ୍ରକାଶ କରିଥିବା ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପତ୍ରିକା "'ଜ୍ଞାନ ପ୍ରକାଶ"ର ସପ୍ତମ ବାର୍ଷିକ ଉତ୍ସବରେ କବି ସୁଶାନ୍ତ କୁମାର ନାୟକଙ୍କୁ "ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୩" ସମ୍ମାନରେ ସମ୍ବର୍ଦ୍ଧିତ କରିଥିବା ବେଳେ
Read More...

ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦାର ମହିଳାମାନେ ସାମୁହିକ ଭାବେ ଚୈତ୍ର ମାସର ଶେଷ ମଙ୍ଗଳବାର ବ୍ରତ ବିଧିପୂର୍ବକ ପାଳନ କରିଥିଲେ । ସମାଜସେବୀ ରିତା ସାମଲଙ୍କ ନେତୃତ୍ୱରେ ରୁବି ନାୟକ, ଶୋଭା ମହାନ୍ତି, ବନ୍ଦନା, ମମତା, ସରସ୍ୱତୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ
Read More...

କବି ସୁଶାନ୍ତ କୁମାର ନାୟକ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱପ୍ନକୁ ସାକାର କରିବାକୁ, ମନ, ପ୍ରାଣ, ଧୈର୍ଯ୍ୟ, ଇଚ୍ଛାଶକ୍ତିକୁ ଏକାକାର କରିବା ସହିତ କଠୋର ସାଧନା କରିବାକୁ ପଡିଥାଏ । ଯାହା କବି ସୁଶାନ୍ତ କୁମାର ନାୟକ କରି ଦେଖାଇଛନ୍ତି । ସୁଦୂର ବୌଦ୍ଧ ମାଟିରେ ଆତ୍ମ ପ୍ରକାଶ କରିଥିବା ଶିକ୍ଷା, ସାହିତ୍ୟ ଓ
Read More...

ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କୁ ମିଳିଲା ରାଜ୍ୟ କୃତି ଶିକ୍ଷକ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ୮୮ତମ ଉତ୍କଳ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କୁ ରାଜ୍ୟ କୃତି ଶିକ୍ଷକ ସମ୍ମାନ-୨୦୧୭ ପାଇଁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଛି ।
Read More...