Browsing Tag

rourakela news

ସାହିତ୍ୟ ପତ୍ରିକା ନବକାକଳିର ବିଷୁବ ପୁରସ୍କାର ଅନୁଷ୍ଠିତ

ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ : ସଂଗ୍ରାମ ମହାପାତ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ ବୋଲି ଅତିଥି ଭାବେ ଯୋଗଦେଇ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ମତ ରଖିଛନ୍ତି ।
Read More...

ରବିଦାସ ସମାଜ ପରିଷଦ ତରଫରୁ ସଂକ୍ରାନ୍ତି ଓ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରବିଦାସ ସମାଜ ପରିଷଦ ତରଫରୁ ସଂକ୍ରାନ୍ତି ଓ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ମୋଚିଟୋଲା ଗ୍ରାମ ଟିକେଲାଲ ମେହେରଙ୍କ ବାସ ଭବନରେ ପାଳନ କରାଯାଇଛି । ଏଥିରେ ପରିଷଦ ସଭାପତି ଟିକଲାଲ ମେହେର ସଭାପତିତ୍ବ କରି ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ।
Read More...

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରରେ ବିଷୁବ ମିଳନ ସହ ଓଡ଼ିଆ ନୂଆବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ଇଂ. ନବଘନ ସାହୁଙ୍କ ସଭାପତିତ୍ବରେ ଏବଂ ପାଠାଗାର ସଂପାଦକ ଡଃ ଗିରିଜା ଶଙ୍କର ଗୋସ୍ବାମୀଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ
Read More...

ଶ୍ରମିକ ନେତାଙ୍କ ମାତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ଶ୍ରମିକ ନେତା ତଥା ସମାଜସେବୀ ନିରଞ୍ଜନ ସାମଲଙ୍କ ମାତୃ ବିୟୋଗ ହୋଇଯାଇଛି । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସକାଳ ୭ଘଟିକା ସମୟରେ ସେକ୍ଟର -୨୦ ସ୍ଥିତ ଆର୍‌ଏସ୍‌ପି ବାସଗୃହରେ ଶ୍ରୀ ସାମଲଙ୍କ ମାତା ଉଜ୍ଜୟିନୀ ସାମଲ ୯୬ ବର୍ଷ
Read More...

ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ

ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ରାଉରକେଲା, (ସସ୍ମିତା ପ୍ରଧାନ) : ପୁରୀର କିରଣ-ଜ୍ୟୋତି ସଂଗୀତ ପରିଷଦ ଓ ତାନପୁରା ପତ୍ରିକା ତରଫରୁ ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ ପୁରୀର ସ୍ୱର୍ଗଦ୍ୱାର ସ୍ଥିତ ଶ୍ୟାମସୁନ୍ଦର ମଠ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର
Read More...

ସ୍ୱୟଂ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଅସ୍ମିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡ.ବିଭୁତି ପଣ୍ଡା ଓଡ଼ିଆ ଅସ୍ମିତାରେ ସାରଳା ମହାଭାରତ ଶୀର୍ଷକରେ ଆଲୋଚନା କରିଥିଲେ । ଓଡ଼ିଶାର
Read More...

ମାଟିଲଗ୍ନାର ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଲକାନଗିରିର ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ରାଇରଂଗପୁର କଲ୍ୟାଣୀ ମଣ୍ଡପଠାରେ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କିଶୋର
Read More...

ମନୋଜ ଦାସ ଥିଲେ ଓଡ଼ିଆ କଥା ସାହିତ୍ୟର ଅପୂର୍ବ ବାନ୍ଧାଣୀ

ଇସ୍ପାତ ସାହିତ୍ୟ ସଂସଦରେ ମନୋଜ ଦାସଙ୍କ ସ୍ମୃତିରେ ସାହିତ୍ୟ ଆସର ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ଇସ୍ପାତ ସାହିତ୍ୟ ସଂସଦ' ଆନୁକୂଲ୍ୟରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଅଣୁ ଗଳ୍ପ ପାଠ ଆସର ଅନୁଷ୍ଠିତ ହେବା ଅବସରରେ ମନୋଜ ଦାସଙ୍କ
Read More...

ହାପି ମୋମେଣ୍ଟସର ପ୍ରତିଭା ରତ୍ନ ସମ୍ମାନ ସମାରୋହ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ଉତ୍କଳ ଦିବସ ପାଳନ ଅବସରରେ ଭୁବନେଶ୍ଵର ଜୟଦେବ ଭବନଠାରେ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ୱ ଓ ସଂଯୋଜନାରେ ତଥା ଅଧ୍ୟକ୍ଷ
Read More...

ଗୋପବନ୍ଧୁ ପାଠାଗାରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି, ଗୋପବନ୍ଧୁ ପାଠାଗାର ଏବଂ ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପାଠାଗାର ସଭାପତି ଇଂ. ନବଘନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମହିଳା ସମିତିର
Read More...