Browsing Tag

rourakela news

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲୀଙ୍କ
Read More...

ହିଣ୍ଡାଲକୋ ଏଫ୍‌ଆର୍‌ପି ପ୍ଲାଣ୍ଟରେ ସ୍ଵୀକୃତି ନିର୍ବାଚନରେ ଏଚ୍‌ଏମ୍‌ଏସ୍‌ ବିଜୟୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ହୀରାକୁଦ ହିଣ୍ଡାଲକୋ ପ୍ଲାଣ୍ଟର ଶ୍ରମିକ ସଂଗଠନର ସ୍ବୀକୃତି ନିର୍ବାଚନରେ ହିନ୍ଦ୍ ମଜଦୁର ସଭା ସମର୍ଥିତ ହିଣ୍ଡାଲକୋ ହୀରାକୁଦ ଏଫ୍‌ଆର୍‌ପି ୱାକର୍ସ ଏମ୍ପଏଲ୍‌ଇଜ ୟୁନିୟନ ପ୍ରତିପକ୍ଷ ବିଏମ୍‌ଏସ୍‌ ସମର୍ଥିତ ହିଣ୍ଡାଲକୋ ଏଫ୍‌ଆର୍‌ପି ୱାର୍କର୍ସ
Read More...

ମା’ ଉଗ୍ରତାରା ପୀଠରେ କୈବର୍ତ୍ତ ସଭାର କର୍ମକର୍ତ୍ତାଙ୍କ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର କର୍ମକର୍ତ୍ତା ତଥା ଉପଦେଷ୍ଟାମାନେ ମା' ଉଗ୍ରତାରା ପୀଠରେ ମା'ଙ୍କ ପୂଜାର୍ଚ୍ଚନା କରି ସେହି ପୀଠରେ ଏକ କୈବର୍ତ୍ତ ଜାତିର ସମସ୍ୟାକୁ ନେଇ ଆଲୋଚନା ସଭା କରିଥିଲେ । ସମସ୍ୟାକୁ ମୁଖ୍ୟ ପରାମର୍ଶଦାତା ମନ୍ତ୍ରୀ
Read More...

ମୋ’ କଲେଜ ଅଭିଯାନର ସଫଳ ରୂପାୟନ ପାଇଁ ରାଜ୍ୟ ସଂଯୋଜକଙ୍କ ଗୁରୁତ୍ୱାରୋପ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ସରକାରୀ ସ୍ୱୟଂସାସିତ ମହାବିଦ୍ୟାଳୟକୁ ‘ମୋ- କଲେଜ’ ଅଭିଯାନର ରାଜ୍ୟ ସଂଯୋଜକ ଡ. ହୃଶିକେଷ ମହାନ୍ତି ଗୁରୁବାର ପରିଦର୍ଶନ କରିଛନ୍ତି । ଏହି ଅବସରରେ ୨୦୨୧ ମସିହାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ କଲେଜ ଅଭିଯାନ’
Read More...

ଆଇ କାନ୍ ଡ୍ୟାନ୍ସ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ଅନୁଷ୍ଠାନ କଲ୍ୟାଣୀ କଳା କେନ୍ଦ୍ର ଆନୁକୂଲ୍ୟରେ ସେକ୍ଟର ୧୭ସ୍ଥିତ ହୋମ୍ ଆଣ୍ଡ ହୋପ୍ଠାରେ ମୁଁ ନାଚିପାରେ (ଆଇ କାନ୍ ଡ୍ୟାନ୍ସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ସାଧାରଣ
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି
Read More...

ସ୍ଵରାଗିଣୀ ତରଫରୁ ମା’ ଖୁଦୁରୁକୁଣୀ ମେଲଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵରାଗିଣୀ ଅନୁଷ୍ଠାନ ତରଫରୁ ମା' ଖୁଦୁରୁକୁଣୀ ମେଲଣ ୨୦୨୩ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୁରୁ ପ୍ରଫୁଲ୍ଲ ମଙ୍ଗଳଙ୍କ ସଭାପତିତ୍ଵ, ଉପସଭାପତି ସ୍ଵର୍ଣ୍ଣପ୍ରଭା ପଲାଇଙ୍କ ଆବାହକତ୍ଵ ଓ
Read More...

କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆର ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉତ୍ତମ ଭବିଷ୍ୟତ ପାଇଁ ଗୁଣାତ୍ମକ ଧାରଣା ପ୍ରତିପୋଷଣ ପାଇଁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ଛେଣ୍ଡ ସ୍ଥିତ ରିମ୍ସର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ତମ ଭବିଷ୍ୟତ ପାଇଁ
Read More...

ସେବା ସପ୍ତାହରେ ସେବା କାର୍ଯ୍ୟ ଓ ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ପାଳନ କଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ, ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଉକ୍ତ
Read More...

ନୀଳତୃଷ୍ଣାର ରାତି ‌: ଗୋଟେ ବିରହ ବ୍ୟଥାର ବିମୁଗ୍ଧ ସ୍ୱର

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରେମ ଈଶ୍ବର ପ୍ରଦତ୍ତ, ସମସ୍ତେ ପ୍ରେମ କରି ପାରନ୍ତି ନାହିଁ । ପ୍ରେମ ଯଦି ଶାଶ୍ଵତ ଆଉ ପବିତ୍ର ହୁଏ ତେବେ ଏହା କାଳ କାଳକୁ ଅମର ହୋଇ ରହିଯିବ । ଅତୀତରେ ପ୍ରେମ ଥିଲା, ବର୍ତ୍ତମାନ ଅଛି ଆଉ ଭବିଷ୍ୟତରେ ରହିବ । ମୃତ୍ୟୁର ଘେର ଭିତରେ ଥାଇ ବି ଜୀବନ ଏଠି
Read More...