ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରାଙ୍କ ମାତୃ ବିୟୋଗ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରାଙ୍କ ମା' କୃତାର୍ଥୀ ବେହେରାଙ୍କ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ବର୍ଷ ହୋଇଥିଲା । ଆଜି ଦିନ ୧ଟାରେ ସେ ପ୍ରାଣତ୍ୟାଗ କଲେ । ପୂର୍ବରୁ ତାଙ୍କର ବଡ଼ପୁଅ ସର୍ବେଶ୍ଵର ମୃତ୍ୟୁ ବରଣ କରିଥିବା ବେଳେ!-->…
Read More...
Read More...