Browsing Tag

rourakela news

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସ୍ଵଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛତା ଓ ପରିବେଶ ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସେକ୍ଟର ୬ ସ୍ଥିତ ଇସ୍ପାତ ଫିଟନେସ ପାଥ୍‌ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡା. ଦେବେନ୍ଦ୍ର କୁମାର ସେଠୀଙ୍କ
Read More...

କୁମାର ଉତ୍ସବ ଆସନ୍ତା ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ ଚଳିତ ମାସ ଆସନ୍ତା ୨୮ତାରିଖ ଶନିବାର ଦିନ ସନ୍ଧ୍ୟା ସାଢ଼େ ୬ଟାରେ ଭଞ୍ଜ ପ୍ରେକ୍ଷାଳୟଠାରେ କୁମାର ଉତ୍ସବ ୨୦୨୩ ମହାସମାରୋହରେ ଓ ପାରମ୍ପରିକ ରୀତିନୀତିରେ ପାଳନ କରାଯିବ ବୋଲି
Read More...

କାର୍ମେଲ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ପ୍ରଜାପତି ବ୍ରହ୍ମକୁମାରୀର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ହମିରପୁର ସ୍ଥିତ କାର୍ମେଲ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ଗଣେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସମ୍ପାଦକ
Read More...

ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ ଓଡ଼ିଆ ଶିକ୍ଷାକର୍ମୀମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ବହଡାଗୋଡାର ଗୁହିଆପାଳ ଓଡ଼ିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ କରାଯାଇଥିଲା । ଉକ୍ତ ସଭାରେ ଉତ୍କଳ ସମ୍ମିଳନୀର ୨୬ଟି
Read More...

ରୁଚି ବିଶ୍ୱାଳଙ୍କୁ ଇସ୍ପାତ ଫିଟନେସ୍‌ ପାର୍କ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାର୍କର ଆରମ୍ଭଠାରୁ ଏହା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ପୋଲିସ ଅଫିସର ରୁଚିର କୁମାର ବିଶ୍ୱାଳଙ୍କ ଅକାଳ ବିୟୋଗରେ ପାର୍କଠାରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପାର୍କର ବର୍ଷିଆନ ମୁଖ୍ୟ ନିମାଇଁ ଚରଣ
Read More...

ଇସ୍ପାତ ଶ୍ରମିକ କର୍ମଚାରୀଙ୍କ ୩୯ ମାସର ଏରିଅର ଓ ପୂଜା ପୂର୍ବରୁ ବୋନସ ପ୍ରଦାନ ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଷ୍ଟିଲ ଓର୍‌କର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ ସିଆଇଟିୟୁର ଡାକରାରେ ଆଜି ସେଲ୍ ଅଧିନରେ ଥିବା ସମସ୍ତ ଇସ୍ପାତ କାରଖାନା ସମ୍ମୁଖରେ ଇସ୍ପାତ ଓ ଠିକା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ପାୱର ଗେଟ୍ ସମ୍ମୁଖରେ
Read More...

ବରିଷ୍ଠମାନେ ଯୁବ ସମାଜ ପାଇଁ ମାଗଦର୍ଶକ : ଡାକ୍ତର ହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅବସର ଭବନଠାରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଞ୍ଜିନିୟର ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ପ୍ରେମାନନ୍ଦ
Read More...

ଆବାକସର ଜାତୀୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଣିତ ଶିକ୍ଷାଦାନ କରୁଥିବା ଆବାକସ୍ ତରଫରୁ ଏକ ଜାତୀୟସ୍ତରୀୟ ଗଣିତ ଉପରେ ମାନସିକ ଅଭ୍ୟାସ କାର୍ଯ୍ୟକ୍ରମ ରାଉରକେଲାର ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆବାକସ୍‌ର ମୁଖ୍ୟ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଅଧ୍ୟାୟର ମୁଖ୍ୟ ସନ୍ଧ୍ୟାରାଣୀ
Read More...

ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଦ୍ଵାରା ସେକ୍ଟର ୫ ସ୍ଥିତ ଗୋଲଘରଠାରେ ଥିବା ବିଦ୍ୟାଳୟରେ ମରାମତି କାର୍ଯ୍ୟ କରାଯାଇଛି । ଗତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଷ୍ଟିଲ ସିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ୩ଟି ଗୃହର ମରାମତି
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ନବ ନିର୍ବାଚିତ ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ
Read More...