Browsing Tag

rourakela news

ବିଧାୟକ ଦୁର୍ଗାଙ୍କୁ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ମିଳିଲା

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦୁର୍ଗା ଚରଣ ତନ୍ତୀଙ୍କୁ ବିଧାନସଭାରେ ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟଭାବେ ନିଯୁକ୍ତି ଦେଇଛନ୍ତି ।
Read More...

ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନର ନିରପେକ୍ଷ ତଦନ୍ତ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନ ତରଫରୁ ଉଦବେଗ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି
Read More...

ଆସନ୍ତା ୨୨ରୁ ଆଦର୍ଶ ପାଠାଗାରର ଗୋପବନ୍ଧୁଙ୍କ ସମ୍ପର୍କିତ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ, ଓଡ଼ିଆ ଭାଷା ଓ ଓଡ଼ିଶା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତା ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖ ରବିବାର ଦିନ ଭଞ୍ଜ ଭବନ ପରିସରରେ
Read More...

ସ୍ୱରାଗିଣୀର ମାଁ ଖୁଦୁରୁକୁଣୀ ମେଲଣରେ ୪୫ ଟି ମୂର୍ତ୍ତିର ଅଂଶଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀର ତୃତୀୟ ମାଁ ଖୁଦୁରକୁଣୀ ମେଲଣ ସେକ୍ଟର ୨୦ । ଡି - ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର
Read More...

ମାଁ ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଁ ତାରାତାରିଣୀଙ୍କ ଦ୍ୱିତୀୟ ପୀଠ ସେକ୍ଟର - ୬ ହିଲଟପ୍ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ପରିଷଦର ଏକ ପ୍ରସ୍ତୁତି ବୈଠକ ବିଶ୍ୱଜିତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବୈଠକରେ ମାଁଙ୍କ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଆଲୋଚନା
Read More...

ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନନ୍ଦଗାଓଁ ଗୋଶାଳାରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ ) : ଗୋମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ନନ୍ଦଗାଓଁ ଗୋଶାଳାରେ ପୂର୍ବ ସୂଚନା ଓ ଘୋଷଣା ମୁତାବକ ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନିଆରା ଢଙ୍ଗରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ ହୋଇଛି । ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଗଣେଶ ବାଗାଡ଼ିଆ ଏବଂ ଉପାଧ୍ୟକ୍ଷା ମଞ୍ଜୁଦେବୀ
Read More...

ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ

ଜୀବନ ଜିଇଁବାର ସାମ୍ବିଧାନିକ ନୀତିନିୟମ ହେଉଛି ବେଦଭାଗବତରେ ସାହିତ୍ୟ ର ସୁନ୍ଦରବୋଧ ରହିଛି : ଶ୍ରୀ ପାଣି ରାଉରକେଲା, (ସସ୍ମିତା ପ୍ରଧାନ) : ଜୀବନ ଜିଇଁବାର ସାମ୍ବିଧାନିକ ନୀତିନିୟମ ହେଉଛି ବେଦ । ଭାଗବତରେ ସାହିତ୍ୟର ସୁନ୍ଦରବୋଧ ରହିଛି । ଭାଗବତ ହେଉଛି ଭଗବାନ ଓ ଭକ୍ତଙ୍କ ମଧ୍ୟରେ
Read More...

ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆସନ୍ତା ୧୩ ତାରିଖରୁ ୨୩

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଲିଓ ଆରଏମଏସ ଆଉଟଡୋରର ମିଳିତ ଆନୁକୂଲ୍ୟରେ ଏକ ଆନ୍ତର୍ଜାତିକ ବାଣିଜ୍ୟ ମେଳା ସେକ୍ଟର ୧୩ ମେଳଣ ପଡ଼ିଆ ଠାରେ ଆସନ୍ତା ୧୩ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶଶଧର
Read More...

ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ନୋ ପ୍ରେସକିପସନ ପଏଣ୍ଟ ଠାରେ ଆସନ୍ତା ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ୱାସ୍ଥ୍ୟ କର୍ମଶାଳା ଏବଂ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଦେବାପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯିବାର ସିଦ୍ଧାନ୍ତ ନିଆଯାଇଛି । ଉକ୍ତ
Read More...