Browsing Tag

rourakela news

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର - ୬ ଅଞ୍ଚଳର ଜୈନେକ ଧର୍ମପରାୟଣ ମହିଳା ବସନ୍ତ କୁମାରୀ ପଟ୍ଟନାୟକଙ୍କ ବିୟୋଗରେ ଏକାଦଶାହ କର୍ମ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର - ୬ ସ୍ଥିତ ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ କଳା ପରିଷଦ ସଂକଳ୍ପ ରାଉରକେଲାର
Read More...

ମିଲେଟ୍ ଆଧାରିତ “ଉତ୍ତମ ଖାଦ୍ୟ ଓ ମାନବ ଜାତି” ଉପରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ଲୋକାଲ ସେଣ୍ଟର ଠାରେ "ମାନବିକତା ପାଇଁ ବାସ ସ୍ଥାନ : ଏସ.ଡି.ଜି. ହାସଲ କରିବାରେ ମିଲେଟ୍ ଆଧାରିତ ଉତ୍ପାଦଗୁଡିକର ପୁଷ୍ଟିକରଣ ଓ ପୁଷ୍ଟିହୀନତାକୁ ମୁକାବିଲା କରିବା" ବିଷୟରେ
Read More...

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍" ର ପ୍ରତିଭା ସମ୍ପନ୍ନ କଳାକାରମାନେ ସେକ୍ଟର ୨ ସ୍ଥିତ ମାକ୍ସମୁଲର ଭବନ ଠାରେ ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ବଲିଉଡର ବିଗତ ଦିନର ପ୍ରଖ୍ୟାତ ପ୍ରଛଦପଟ
Read More...

ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଉପନ୍ୟାସ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା 'ଟାଇମ୍ ପାସ୍' ଦ୍ଵାରା ଭୁବନେଶ୍ଵର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶି ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ବହିବର୍ଷା କାର୍ଯ୍ୟକ୍ରମରେ ଜଣାଶୁଣା ଓଡ଼ିଆ କବି ତ୍ରିନାଥ ସିଂହଙ୍କ ଉପନ୍ୟାସ
Read More...

ହ୍ୟାପି ମୁମେଣ୍ଟସର ଶ୍ରାବଣ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ମହାଆଡମ୍ବରରେ ଭଞ୍ଜ ଭବନ ଠାରେ ଆୟୋଜିତ କରାଯାଇଛି । ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡା ଆୟୋଜନ ହେଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ରାଉରକେଲା କଲେଜରେ ମାସିକ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ମାସିକ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ଯେ, ପବନ, ନଈ, ପକ୍ଷୀ ପରି
Read More...

ମାଁ ଖମ୍ବେଶ୍ୱରୀ ଶକ୍ତି ପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବାସନ୍ତୀ କଲୋନୀ ସ୍ଥିତ ମାଁ ଖମ୍ବେଶ୍ୱରୀ ଶକ୍ତି ପୀଠ, ରାଉରକେଲାର ସଦସ୍ୟମାନଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ, ଅଗ୍ରଣୀ ସାମାଜିକ ସଂଗଠନ "କ୍ଳୀନ ଓ ଗ୍ରୀନ"ର ସଦସ୍ୟମାନେ ମନୋଜ ନାୟକଙ୍କ ଆବାହକତ୍ୱ ତଥା ବରିଷ୍ଠ ସଦସ୍ୟ ସାଗର
Read More...

ଗୋପବନ୍ଧୁ ଥିଲେ ଜଣେ ବହୁପ୍ରସ୍ତୀୟ ଜନବାଦୀ ବୁଦ୍ଧିଜୀବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବବାଦୀ ଚିନ୍ତନ କୈନ୍ଦ୍ରିକ ଗୋପବନ୍ଧୁ ହୁଏତ ଅପରିକଳ୍ପନୀୟ ଭାବପ୍ରବଣତାରେ ମୋହାଚ୍ଛନ୍ନ ହୋଇଛନ୍ତି, କିନ୍ତୁ ତାଙ୍କ ଭିତରେ ସଦା ଜାଗୃତ ମାନବ ପ୍ରୀତିର ମହାନ ମୂଲ୍ୟବୋଧ ଠାରୁ ନିଜକୁ ବିଚ୍ଛିନ୍ନ କରିପାରି ନାହାନ୍ତି । ଉଭୟ ଭାବପ୍ରବଣତା ଓ ବୌଦ୍ଧିକ
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ମୁଖ୍ୟ ଉଦ୍ୟେକ୍ତା ଭଗବତୀ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ଫାଉଣ୍ଡେସନର
Read More...

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର କୋଏଲନଗରେ ଥିବା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପରିସର ମଧ୍ୟରେ ବିଶ୍ଵ ବୟୋଜ୍ୟେଷ୍ଟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସ ପୌରହିତ୍ୟ କରିଥିବା ବେଳେ ରାଉରକେଲାର
Read More...