Browsing Tag

rourakela news

ଗ୍ରାଣ୍ଡ ମେଡିକାଲ ହଲ୍‌ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟ ସ୍ଥିତ ଗ୍ରାଣ୍ଡ ମେଡିକାଲ ହଲ୍‌ର ୨୫ତମ ପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ସରକାରୀ ହସ୍ପିଟାଲର ବରିଷ୍ଠ ଡାକ୍ତର ସୁଧାରାଣୀ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ
Read More...

ଆସନ୍ତା ୨୩ରୁ ୨୬ ପର୍ଯ୍ୟନ୍ତ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ନାରୀ ସଶକ୍ତିକରଣ ଏବଂ ରାଷ୍ଟ୍ର ଜାଗରଣ ଅଭିଯାନ ଉପଲକ୍ଷେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ପର୍ୟ୍ୟନ୍ତ ସେକ୍ଟର -୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି
Read More...

ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ବିଶ୍ଵାଳଙ୍କ ସଭାପତିତ୍ୱ ଓ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓ.ଏସ୍.ଏ.ପି ପୋଲିସ୍
Read More...

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁ ମିଳନ ଛେଣ୍ଡ୍ କଲୋନୀ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନବଘନ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସଦସ୍ୟ
Read More...

ଆଧୁନିକ ଜୀବନ ଶୈଳୀରେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଭୂମିକା

ରାଉରକେଲା, (ସସ୍ମିତା ପ୍ରଧାନ) : ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମନୁଷ୍ୟ ବିଜ୍ଞାନକୁ ନେଇ ଅଗ୍ରଗତି କରି ସୁଖ ସ୍ୱାଚ୍ଛନ୍ଦ୍ୟର ଜୀବନ ଗଢ଼ି ତୋଳିଛି । କିନ୍ତୁ ପ୍ରକୃତ ଆତ୍ମାର ସୁଖ ଓ ଶାନ୍ତିର ଅନୁସନ୍ଧାନରେ ମନୁଷ୍ୟ ଆଜି ଆଧ୍ୟାତ୍ମିକତା ଆଡ଼କୁ ଆଗେଇ ଚାଲିଛି ମନରେ ଅସୁମାରୀ
Read More...

ଓଶୋ ଜୀବନ ଜାଗୃତି କେନ୍ଦ୍ରର ନିଶୁଳ୍କ ଧ୍ୟାନ ସମାଧି ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଶୋ ଜୀବନ ଜାଗୃତି କେନ୍ଦ୍ର ରାଉରକେଲା ତରଫରୁ ୩ ଦିନ ବ୍ୟାପୀ ଧ୍ୟାନ ସାଧନା ଶିବିର ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଆଚାର୍ଯ୍ୟ ଶ୍ରୀ ଜଗନ୍ନାଥଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି
Read More...

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ନୂଆବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନେ ପରସ୍ପରକୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ବଜାୟ
Read More...

ବ୍ୟାସଦେବ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବ୍ଲକ ସ୍ତରୀୟ ମାସିକ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟରେ ତ୍ରୟୋଦଶ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଠିକଟା ବ୍ଲକ୍‌ର ୧୮ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇ ସୁଗମ ଓ ଗୁଣାତ୍ମକ ଶିକ୍ଷା
Read More...

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଆଜି ଆୟୋଜିତ ହୋଇଯାଇଛି । ରାଉରକେଲା ବନଖଣ୍ଡ ପକ୍ଷରୁ ଏକ ବନାଗ୍ନି ସଚେତନତା ରଥ ଏବଂ ଶୋଭାଯାତ୍ରା ସେକ୍ଟର-୧୩ ମେଳନ ପଡିଆରୁ ବାହାରି ରିଂଗ୍ ରୋଡ ଦେଇ ଭଞ୍ଜ ଭବନ
Read More...

ଝିରପାଣି ଠାରେ ୨୪ତମ ମକର ମିଳନ ଓ ଟିସୁ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ୟଙ୍ଗ ଆଦିବାସୀ କ୍ଲବ ପଡିଆରେ ୨୪ତମ ମକର ମିଳନ ଓ ଟିସୁ ମେଳା ଅନୁଷ୍ଠିତ ହୋଇଯାଇଛି । ଝିରପାଣି ମକର ମିଳନ କମିଟିର ସଭାପତି ହାଲୁ ମୁଣ୍ଡାରୀ (ଖ)ଙ୍କ ସଭାପତିତ୍ୱ ଓ ସମ୍ପାଦକ ନିଳାମ୍ବର ମୁଣ୍ଡାରୀ ଓ କୋଷାଧ୍ୟକ୍ଷ କିଶୋର ମୁଣ୍ଡାରୀଙ୍କ
Read More...