Browsing Tag

rourakela news

ରାଉରକେଲା ଦେଖିଲା ଐତିହାସିକ ଯୁବ ସମ୍ମିଳନୀ

ବିପିୟୁଟି କନଫରେନ୍ସ ହଲରେ ଆୟୋଜିତ ବିକଶିତ ଭାରତ ବିକଶିତ ଓଡ଼ିଶାରେ ଯୁବକଙ୍କ ଭୂମିକା କାର୍ଯ୍ୟକ୍ରମରେ ଯୋଗ ଦେଲେ ସମ୍ପୂର୍ଣ୍ଣ ରାଉରକେଲାରୁ ୧୨୦୦ ଛାତ୍ରଛାତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ବିପିୟୁଟି ସମ୍ମିଳନୀ କକ୍ଷରେ ନରେନ୍ଦ୍ର ମୋଦି ସେବା ସଂକଳ୍ପ ସମିତି ଏବଂ ନବଜ୍ୟୋତି
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ କଲଚରାଲ ଏକାଡେମୀର ସାହିତ୍ୟ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ସପ୍ତମ ସନ୍ଧ୍ୟାରେ କଲଚରାଲ ଏକାଡେମୀର ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଅଶୋକ କୁମାର
Read More...

ସାମୁହିକ ବ୍ରତୋପନୟନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦଇତାପତି ସେବାୟତ ନିଯୋଗ ଆବାହକତ୍ୱରେ ସାମୁହିକ ବ୍ରତୋପନୟନ ଉତ୍ସବ କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଆଖଣ୍ଡଳମଣି ଓ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପନୟନ କାର୍ଯ୍ୟକ୍ରମରେ ରାଉରକେଲା, ବଣେଇ, ଛତିଶଗଡ଼, ଦଳପୋଷ,
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ

ଧାମରା ସାହିତ୍ୟ ସଂସଦର ସୃଜନ ସନ୍ଧ୍ୟା ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଧାମରା ସାହିତ୍ୟ ସଂସଦର ସୃଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ
Read More...

ରାଉରକେଲାରେ ମହାଶିବରାତ୍ରୀ ଉପଲକ୍ଷେ ବେଦବ୍ୟାସ ପୀଠରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିବରାତ୍ରୀ ଉପଲକ୍ଷ୍ୟରେ ଆୟୋଜିତ ମେଳା ଫେବୃଆରୀ ୨୬ରେ ଆରମ୍ଭ ହୋଇ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜନ କରାଯିବ । ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ
Read More...

ରାଉରକେଲା କଲେଜର ୩୮ତମ ବାର୍ଷିକ ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ୩୮ତମ ବାର୍ଷିକୋତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ, ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟା
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ପଞ୍ଚମ ଦିନ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର…

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ପଞ୍ଚମ ଦିବସରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର
Read More...

ହ୍ୟୁମାନିଟୀ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜେଲର, ରତିକାନ୍ତ ଶୁକ୍ଳା ।

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବ ଉତ୍ତମ ଜେଲର ଉତ୍କର୍ଷ ସେବା ପାଇଁ ରାଷ୍ଟ୍ରପତି ସମ୍ମାନ ପାଇ ଆମ ସହର ରାଉରକେଲା ପାଇଁ ଗର୍ବ ଓ ଗୌରବ ଅଧିକାର କରିଛନ୍ତି ଜେଲର ରତିକାନ୍ତ ଶୁକ୍ଳା । ଆଜି ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ରତିକାନ୍ତ ଶୁକ୍ଲାଙ୍କୁ ଭବ୍ୟ ସ୍ୱାଗତ ଜଣାଇବାସହିତ
Read More...

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡିଶାର ୧୧ତମ ସମାବର୍ତ୍ତନ ସମାରୋହ ଫେବୃଆରୀ ୫, ୨୦୨୫

ରାଉରକେଲା, ( ସସ୍ମିତା ପ୍ରଧାନ ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବି.ପି.ୟୁ.ଟି), ଓଡିଶା, ରାଉରକେଲାରେ ଏହାର ୧୧ତମ ସମାବର୍ତ୍ତନ ସମାରୋହ ସଫଳତାର ସହସମ୍ପନ୍ନ ହୋଇଯାଇଅଛି । ଏହି ସମାରୋହରେ ସମ୍ମାନିତ ବ୍ୟକ୍ତିବିଶେଷ, ପୁରସ୍କାର ଗ୍ରହଣକାରୀ, ଅଧ୍ୟାପକ,
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଚତୁର୍ଥ ଦିନ

ଇସ୍ପାତ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଚତର୍ଥ ଦିବସରେ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ
Read More...