Browsing Tag

rourakela news

ସେଲ୍ଫି ହେଲା କାଳ : କୋଏଲ ନଦୀରେ ବୁଡ଼ି ଛାତ୍ର ମୃତ

ରାଉରକେଲା : ଛେଣ୍ଡ ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟରେ ସେଲ୍ଫିନେବା ହେଲା କାଳ । ନଦୀରେ ବୁଡ଼ି ଯାଇ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଛାତ୍ର ଉଦ୍ଧାର ହୋଇଛନ୍ତି । ମୃତ ଛାତ୍ର ଜଣକ ହେଲେ ସୁନ୍ଦରଗଡ ସଦରର ସ୍ୱାଧୀନ ଓରାମ । ସୂଚନା ଅନୁସାରେ ସେକ୍ଟର ୬
Read More...

ହାପି ମୋମେଣ୍ଟସ ଇଣ୍ଡିଆର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟସ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ ଆଦର୍ଶ ସାହିତ୍ୟ ଘର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ଟ୍ରଷ୍ଟି ରଶ୍ମିତା
Read More...

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ନିଜର ସାମାଜିକ ପ୍ରତିବଦ୍ଧତାକୁ ବଜାୟ ରଖି ପ୍ରତ୍ୟେକ ରବିବାର ଦିନ ୭/୧୭ ଛକରେ ପଣା ବଣ୍ଟନ କରାଯାଇଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓ ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଏପ୍ରିଲ ମାସ ପହିଲାରୁ
Read More...

ଦର୍ଶୀ ପରିବାରର ନିଆରା ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅନୁଷ୍ଠାନ ଦର୍ଶୀ ପରିବାର ତରଫରୁ ଏକ ନିଆରା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଲିଥିନ ବ୍ୟବହାରକୁ ବନ୍ଦ କରି, ତା ପରିବର୍ତ୍ତେ କପଡା ବ୍ୟାଗ ବ୍ୟବହାର କରାଯିବାକୁ ପ୍ରୋତ୍ସାହନ କରାଯାଇଥିଲା । ଏହି କପଡା
Read More...

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବତୀ : ଉଦ୍ଧାର ହେଲା ମୃତଦେହ

ରାଉରକେଲା : ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବତୀ । ଉଦ୍ଧାର ହେଲା ମୃତଦେହ । ମୃତ ଯୁବତୀ ଜଣକ ଚେନ୍ ପୁର ଗାଁର ସୁରେଶ ବେହେରାଙ୍କ ଝିଅ ଅନାସି ବେହେରା ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟ ନିକଟରେ ଏଭଳି ଘଟଣା ଘଟିଛି ।
Read More...

ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ଆସନ୍ତା ମଇ ମାସ ୨୧ ତାରିଖରେ ହେବାକୁ ଥିବା ଚତୁର୍ଥ ସ୍ମୃତି ଚାରଣ ସଭା ପାଇଁ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ସେକ୍ଟର ୧୪ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ
Read More...

ଛେଣ୍ଡ୍ କଲୋନୀରେ ଭାରତୀୟ ସେନାର ସମ୍ମାନାର୍ଥେ ବିଜୟ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ ) : ଭାରତୀୟ ସେନାର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ପରିପ୍ରେକ୍ଷୀରେ ଦେଶ ବ୍ୟାପୀ ବିଜୟ ଉତ୍ସବ ପାଳନ ଅବସରରେ ରାଉରକେଲାର ରୋଟାରୀ କ୍ଲବ ରିଭର ସାଇଡ୍, ଇନ୍ ହୁଇଲ କ୍ଲବ୍ ରିଭର ସାଇଡ୍ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀରେ ଏକ
Read More...

ଭାରତୀୟ ଜନତା ପାର୍ଟି ରାଉରକେଲା ସାଂଗଠନିକ ଜିଲ୍ଲା ରାଉରକେଲା

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର 'କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ' ସେକ୍ଟର: ୪ ସ୍ଥିତ ରାଉରକେଲା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦିକା ଡ. ସୁଷମା
Read More...

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା’

ରାଉରକେଲା, (ସସ୍ମିତା ପ୍ରଧାନ) : ୧୫ ମଇ ୨୦୨୫: 'ଅପରେସନ ସିନ୍ଦୂର'ର ସଫଳତାର ପ୍ରତୀକ ରୂପେ ସାରା ରାଜ୍ୟରେ ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ପରାକ୍ରମ ତଥା ଅଦମ୍ୟ ସାହସକୁ ସମ୍ମାନ ପ୍ରଦାନ ପୂର୍ବକ ସେନାର ଯବାନମାନଙ୍କ ଶୌର୍ଯ୍ୟ
Read More...