Browsing Tag

rourakela news

ବିଜେପି ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ବିୟୋଗରେ ବିଜେପିର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପିର ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ୮୪ ବର୍ଷ ବୟସରେ ଗତକାଲି ମଧ୍ୟ ରାତ୍ରୀରେ ତାଙ୍କ ବୀରମିତ୍ରପୁର, ଦୀନଦୟାଲ ଉପାଧ୍ୟାୟ ସଡକସ୍ଥ ବାସଭବନରେ ପରଲୋକ ଗମନ କରିଥିବା ଖବର ପାଇବା ମାତ୍ରେ ବିଜେପି ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍‌ସ୍ୱର୍ଗତ ଶର୍ମା
Read More...

ବାସନ୍ତୀ ପାଠାଗାରର ୨୦୨୫ – ୨୦୨୭ ପାଇଁ କର୍ମକର୍ତ୍ତା ନିର୍ବାଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପାଠାଗାରର ସଭାପତି ଡ. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ଉପସଭାପତି ବିଭୁଦତ୍ତ ବେହେରାଙ୍କ ସଂଯୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି
Read More...

ସମାଜସେବୀ ଇଂଜିନିୟର ଅଲେଖ ଚନ୍ଦ୍ର ପଲାଇଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସୁଦେବପୁର ଜନ କଲ୍ୟାଣ ପରିଷଦର ବୟୋଜ୍ୟେଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଅଲେଖ ଚନ୍ଦ୍ର ପଲାଇ ମେ' ମାସ ୩୧ ତାରିଖ ଦିନ ଇହଲୀଳା ସମ୍ବରଣ କରିଛନ୍ତି । ୧୯୪୫ ମସିହା ଅକ୍ଟୋବର ୨ ତାରିଖରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍, ଏଡତାଳ ଗ୍ରାମରେ ଜନ୍ମଗ୍ରହଣ
Read More...

ରକ୍ତଦାନ ମାଧ୍ୟମରେ ଦେଶ ପ୍ରେମ କରି ଦେଖାଇଲେ ବିଜୟ ସୁନ୍ଦରାୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଇ ଦିନ ତଳେ ଡାକ୍ତର ପୂଜା ପତି ସାମାଜିକ ଅନୁଷ୍ଠାନ ଦ ହୁମାନିଟୀ ଫାଉଣ୍ଡେସନକୁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ କି ଏକ ବିରଳ ରକ୍ତ ଗ୍ରୁପର ଆବଶ୍ୟକ ଅଛି ବୁର୍ଲା ଡାକ୍ତରଖାନାରେ । ବମ୍ବେ ଗୃପ, ଝାହା କି ପୁରା ଓଡ଼ିଶାରେ ମାତ୍ର ୭ କିମ୍ବା ୮ ଜଣଙ୍କର ଅଛି ।
Read More...

ସ୍ଥାୟୀ ମନ୍ଦିର ପରିଚାଳନା କମିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାରନଗରୀ, ସେକ୍ଟର ୨୨ର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଗୁଣ୍ଡିଚା ମନ୍ଦିରର ଏକ ନୂତନ ପରିଚାଳନା କମିଟି ଗଠନ ପାଇଁ ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା । ସେଥିପାଇଁ ଗତ ୧ ତାରିଖ ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ
Read More...

କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ରର ୭ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାରର ସେକ୍ଟର ୭, ସ୍ଥିତ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ କମ୍ୟୁନିଟି ସେଣ୍ଟର୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମ ପୁରୋହିତ ଅରବିନ୍ଦ ପଣ୍ଡାଙ୍କ ଦ୍ଵାରା ସମସ୍ତଙ୍କ ମଙ୍ଗଳ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ
Read More...

ସ୍ୱଚ୍ଛତା ନିଜଠାରୁ ଆରମ୍ଭ ହେବା ଉଚିତ କ୍ଲିନ୍ ଆଣ୍ଡ ଗ୍ରୀନର ପଞ୍ଚମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତେ ସ୍ୱଚ୍ଛତା ବିଷୟରେ କହୁଛନ୍ତି କିନ୍ତୁ ଯଦି ଆମେ ନିଜେ ସଫା ରହିବା ଆରମ୍ଭ କରୁ, ତେବେ ପରିବେଶ ମଧ୍ୟ ସଫା ହୋଇପାରିବ ବୋଲି ଏନଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି । ରାଉରକେଲାରେ ସାମାଜିକ ସଂଗଠନ କ୍ଲିନ୍ ଆଣ୍ଡ ଗ୍ରୀନର
Read More...

ଜନ ଶୁଣାଣିରେ ୫୮ ଅଭିଯୋଗର ହେଲା ଶୁଣାଣି

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ରହି ମୋଟ ୫୮ ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରେ ୨୪ ଟି ବ୍ୟକ୍ତିଗତ ଓ ୩୪
Read More...

ଡକାୟତି ଓ ଅସ୍ତ୍ରଶସ୍ତ୍ର ବିକ୍ରୟ ପୂର୍ବରୁ ମାଡ଼ିବସିଲା ବନ୍ଧମୁଣ୍ଡା ପୋଲିସ ୬ ଡକାୟତ ଗିରଫ : ବହୁ ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନ୍ଧମୁଣ୍ଡା ପୋଲିସ୍ ୬ ଜଣ ଡକାୟତଙ୍କୁ ଗିରଫ୍ କରିବା ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫ ହୋଇଥିବା ୬ ଜଣ ଅପରାଧୀଙ୍କ ମଧ୍ୟରେ ରହିଛି ମାଷ୍ଟରମାଇଣ୍ଡ ମିଟୁ ତନ୍ତୀ । ଅପରାଧି ମିଟୁ ତନ୍ତୀ ନାମରେ ବିଭିନ୍ନ ଥାନାରେ ପୂର୍ବରୁ
Read More...