Browsing Tag

rayagada news

ନିୟମରାଜା ପର୍ବ ଭଣ୍ଡୁର କରିବାକୁ ଉଦ୍ୟମ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ନିୟମ ରାଜାଙ୍କ ପୂଜା ଭଣ୍ଡୁର ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ଆବାହକ ସିକକା ଲଦ । ସେ ଏକ ସାମ୍ବାଦିକ ସମିଳନୀ ଜରିଆରେ କହିଛନ୍ତି ଯେ, ନିୟମ ରାଜାଙ୍କ ପର୍ବ ପ୍ରତିବର୍ଷ ଆମେ ଏହି ମାସରେ କରିଆସୁଛୁ ।
Read More...

ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଭିନ୍ନକ୍ଷମ ମହାସଂଘର ସଭାପତି ଆନନ୍ଦ ରାଓ ଯୋଗଦାନ କରି ନିଜର ବକ୍ତବ୍ୟରେ ସମବେତ ଭିନ୍ନକ୍ଷମ ମାନଙ୍କୁ
Read More...

ପିଡ଼ିସି ନୃତ୍ୟ ଏକାଡେମୀର ୧୨ତମ ବାର୍ଷିକ ଉତ୍ସବ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ତଥା ପଡୋଶୀ ଜିଲ୍ଳା ଓ ବିଭିନ୍ନ ରାଜ୍ୟରେ ଆଦିବାସୀ କଳା ସଂସ୍କୃତି ସଙ୍ଗୀତ ନୃତ୍ୟ ଓ ଗୀତ ପରିବେଷଣ କରି ଲୋକଙ୍କ ମନମୁଗ୍ଧ କରି ଏକ ନୂତନ ପରିଚୟ ଗଠନ କରିବାୋ ଲାଗିଛନ୍ତି ପିଡ଼ିସି ଗୃପ । ସେମାନେ କୁନି କୁନି ପିଲାମାନଙ୍କ ପାଇଁ ଏକ
Read More...

ରାୟଗଡା ଡିଜିଟାଲ ମିଡ଼ିଆ ସଙ୍ଘର ବନ୍ଧୁମିଳନ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଡିଜିଟାଲ ମିଡ଼ିଆ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବ ରାୟଗଡା ପିତାମହଲର ବନଦୁର୍ଗା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ
Read More...

ସତ୍ୟମ ପ୍ୟାକର୍ସରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଭାକୁରୁଗୁଡା ନିକଟରେ ଥିବା ସତ୍ୟମ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ ଘରଇ କାରଭୋର୍ଡ ନିର୍ମାଣ କମ୍ପାନୀରେ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ଉକ୍ତ ଘଟଣାରେ ଦମକଳବାହିନୀ ସମେତ ଜେକେ କାଗଜ କଳ ଏବଂ
Read More...

ନିୟମଗିରି ଡଙ୍ଗରିଆଙ୍କ ମେଳି : ନିୟମ ରାଜାଙ୍କ ପର୍ବ ପାଇଁ ପ୍ରସ୍ତୁତି ସମୟରେ ୩ ଡଙ୍ଗରିଆଙ୍କୁ ପୋଲିସ ଉଠାଇ ନେଇଯିବା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ପାହାଡ଼ରେ ନିୟମଗିରି ଡ଼ଙ୍ଗରିଆ ନେତାଙ୍କ ମେଳି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଂଚାୟତ ଲାଖପଦର ଗାଁରେ ଡଙ୍ଗରିଆଙ୍କ ମେଳି ଦେଖିବାକୁ ମିଳିଛି । ନିୟମରାଜଙ୍କ ପୂଜା ଫେବୃଆରୀ ୨୧, ୨୨ ଓ ୨୩ରେ ଥିବାବେଳେ ଏହାର
Read More...

ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମିତି କାର୍ଯ୍ୟାରଳୟ ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ଯନ୍ତ୍ରୀ, ସିଡିପିଓ, ପଞ୍ଚାୟତ ଜନ ପ୍ରତିନିଧି,
Read More...

ପ୍ରଥମ ଥର ପାଇଁ ଆବାସ ଯୋଜନାର ସର୍ଭେ କଲେ ଜିଲ୍ଲାପାଳ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ସିଧାସଳଖ ଲୋକଙ୍କ ପାଖକୁ ପହଞ୍ଚିବା ସହ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ଜିଲ୍ଲାପାଳ ପାରୁଲ ପାଟୱାରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ
Read More...

ପ୍ରତିଶୃତି ଦେଇ ମୁହଁ ମୋଡିଛି ଉତ୍କଳ କମ୍ପାନୀ : ଗ୍ରାମବାସୀ ଅବରୋଧ କରିବେ ଇଣ୍ଟେକ !

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ, ଏସ୍‌ଡ଼ିପିଓ, ତହସିଲଦାର, ୪ଟି ଥାନାର ଆଇଆଇସି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ହେଉଛି ବୈଠକ । କିନ୍ତୁ ଗ୍ରାମବାସୀଙ୍କୁ ମିଳୁନି ନ୍ୟାୟ । କେବେଳ
Read More...

ବିଷମକଟକ କଲ୍ୟାଣୀ ମଣ୍ଡପଠାରେ ଭୀମ ଭୋଇ ସମର୍ଥ ଶିବିର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷମକଟକ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମମାନଙ୍କ ସେବାରେ ସରକାରଙ୍କ ସଶକ୍ତି କରଣ ପାଇଁ ରାୟଗଡା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ରଞ୍ଜନ କୁମାର ସାହୁ, ସଂଘମିତ୍ରା ପାତ୍ର, ସୁଜ୍ଞାନ ଦାସ, ସୁପ୍ରଭା ପଣ୍ଡା,
Read More...