୬୬୦ କେଜି ଗଞ୍ଜେଇ ଜବତ : ୬ ଗିରଫ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ୬୬୦ କେଜି ଗଞ୍ଜେଇ ସହ ଗୋଟିଏ ପିକ୍ଅପ୍ ଗାଡି, ଗୋଟିଏ ଆଇ ୨୦ କାର ସହ ଗୋଟିଏ ପିସ୍ତଲ ପୁଲିସ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।!-->…
Read More...
Read More...