ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର
ରାୟଗଡ଼ା : ମ୍ୟାଜିକ୍ ଦେଖାଇବାକୁ କହି କାଟିଦେଲା ଗଳା । ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନାକ୍ରମେ,!-->…
Read More...
Read More...