Browsing Tag

rayagada news

ବେଦାନ୍ତ କମ୍ପାନୀର ବିଷାକ୍ତ ଲାଲ୍ ଆତଙ୍କକୁ ନେଇ ସାମ୍ବାଦିକ ସମ୍ମିଳନୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ସୀମା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀର ନାଲି କାଦୁଅ ପାଣିର ବିଷାକ୍ତ ଲାଲ୍ ଆତଙ୍କ ଘଟଣା ଓଡିଶାରେ ହଇଚଇ ସୃଷ୍ଟି କରିଦେଇଥିଲା । ସୂଚନା ଅନୁସାରେ କମ୍ପାନୀର ଲାଲ୍‌ କାଦୁଅ ପୋଖରୀ,
Read More...

ସଟର ତାଡି ଚୋରି

ରାୟଗଡା, (କେପିଏନ୍‌ଏସ୍‌) : ସଟର ତାଡି ଚୋରି । ଏଭଳି ଘଟଣା ଘଟିଛି ରାୟଗଡା ସହର ଅଶୋକ ଟକିଜ୍ କମ୍ପ୍ଲେକ୍ସ ଶିରିଡି ସାଇ ହାର୍ଡୱେର ଦୋକାନରେ । ମାଲିକଙ୍କ କହିବା ଅନୁଯାୟୀ ଦଶହରା ପାଇଁ ଦୋକାନ ତିନି ଦିନ ହେବ ବନ୍ଦ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ପଛ ପାଖ ସଟର ତାଡି ଦୋକାନ
Read More...

ପ୍ରସିଦ୍ଧ ଲାଖବିନ୍ଧା ପର୍ବ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପରମ୍ପରାରୁ ଚାଲିଆସୁଛି କାଶୀପୁରରେ ଲାଖବିନ୍ଧା ପର୍ବ । ଗାଁ ଗାଁରୁ ବାସୁଛି ଧୂପ, ଦୀପ, ଜଡାର ଗନ୍ଧ । ଦୂରଦୂରରୁ ଶୁଣିବାକୁ ମିଳୁଛି ଢୋଲ, ନିଶାନର ଶବ୍ଦ । ଆଶ୍ୱିନ ମାସର ଦୂରରୁ ଶୁଣାଯାଉଥିବା ନିଶାନ୍‌ ଶବ୍ଦରେ ଜାଣିପାରନ୍ତି ପାର୍ବଣ ଋତୁ ଆସିଛି
Read More...

ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୭ ଦଫା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଦୀର୍ଘଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ଆଶାକର୍ମୀ ସଂଘର
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ରାୟଗଡା, (କେପିଏନ୍‌ଏସ୍‌) : ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ । ସୂଚନା
Read More...

କଲ୍ୟାଣସିଂହପୁରରେ ଦୁର୍ଗାପୂଜା ପାଳନ

ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଇନ୍ଦିରା ସ୍ମୃତି ସଦନ ଠାରେ କରାଯାଉଥିବା ଦୁର୍ଗାପୂଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ । ଆଜି ଦୁର୍ଗାପୂଜା ଠାରେ ପୂଜକ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ବେଲବରଣ କରିବା ସହ ଗଙ୍ଗା
Read More...

୭୦ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଫରେଷ୍ଟ ପାର୍କ ରାୟଗଡ଼ ଠାରେ ୭୦ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ କରଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ କାଡ୍ରାକା ଆପ୍ପାଲା ସ୍ଵାମୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜଙ୍ଗଲ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି
Read More...

ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା : ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ରାୟଗଡା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଏବଂ ପିସି କାରବାରକୁ ନେଇ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫ୍‌ଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି ମାଗିବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଫରେଷ୍ଟର ସଞ୍ଜୟ ଏକ ହାତ ଲେଖା ସୁଇସାଇଡ଼ ନୋଟ ମଧ୍ୟ
Read More...

ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ସାମ୍ୱାଦିକ ସଂଘ ରାୟଗଡର ସ୍ୱାବଲମ୍ବୀ କାର୍ୟ୍ୟାଳୟ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସଂଘର ସଭାପତି ଡ. ବାଦଲ କୁମାରଙ୍କ ପୌରହିତ୍ୟରେ ହୋଇଥିବା ବେଳେ ସଂଘର ସମ୍ପାଦକ ରବୀନ୍ଦ୍ର ପାଟଖଣ୍ଡାଳ ପରିଚାଳନା
Read More...

ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଆଶାକର୍ମୀ ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସମସ୍ତେ
Read More...