Browsing Tag

raurkela news

ରାଉରକେଲା କଲେଜକୁ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜକୁ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା-ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗସ୍ତ ଛାତ୍ରଛାତ୍ରୀମାନଙ୍କ ମହଲରେ ଅଦ୍ଭୁତ ପୂର୍ବ ଉତ୍ସାହ ଭରିଦେଇଥିବା ବେଳେ ତାଙ୍କର ପ୍ରଭାବଶାଳୀ ବାର୍ତ୍ତା ଏବଂ
Read More...

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ତରଫରୁ ଶ୍ରଦ୍ଧା ଫାଉଣ୍ଡେସନ ପରିଭ୍ରମଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ଡିଏଭି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଏବଂ ବିଦ୍ୟାଳୟର କପ୍ ବୁଲ୍‌ବୁଲ୍ (ସ୍କାଉଟ୍ ଓ ଗାଇଡ୍) ବିଦ୍ୟାର୍ଥୀ, ଇଣ୍ଟରାକ୍ଟ କ୍ଲବର ବିଦ୍ୟାର୍ଥୀ ଶ୍ରଦ୍ଧା ଫାଉଣ୍ଡେସନକୁ ଯାଇ କାର୍ତ୍ତିକ ପୂର୍ଣ୍ଣିମାର ଗୁରୁତ୍ୱ ଜଣାଇବା ସହ
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାକୁ ଆସିଥିବା ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଉରକେଲା ବିକାଶ ମଞ୍ଚ ତରଫରୁ ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ କରିବା ସହ ବିପିୟୁଟିର ସମସ୍ତ କାର୍ଯ୍ୟକ୍ରମ ରାଉରକେଲାରେ କରିବା
Read More...

ଡିଏଭି ବିଦ୍ୟାଳୟରେ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ବିଦ୍ୟାଳୟ ସେକ୍ଟର -୧୬ର ପ୍ରାଙ୍ଗଣରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଭାଷା ପ୍ରଦର୍ଶନୀ ଉତ୍ସବ, ଭାଷା ନିର୍ବାଚିକା ସଭା ଅଧ୍ୟକ୍ଷା ଜସ୍ପିନ୍ଦର କୌରଙ୍କ ଅଧ୍ୟକ୍ଷତାରେ ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ
Read More...

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧ ସ୍ଥିତ ଡ଼ିଭାଇନ ଲାଇଫ ଏକାଡେମୀରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ଛାତ୍ର ବିକ୍ରାନ୍ତ କୁମାର ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ
Read More...

ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ : ସିଷ୍ଟର ଶିବାନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ ବୋଲି ଆନ୍ତର୍ଜାତୀକ ପ୍ରବଚକ ସିଷ୍ଟର ଶିବାନୀ କହିଛନ୍ତି । ସ୍ଥାନୀୟ ସେକ୍ଟର - ୨ ଦୁର୍ଗାପୂଜା ପଡିଆ ଠାରେ ଆୟୋଜିତ ବ୍ରହ୍ମକୁମାରୀ ପ୍ରବଚକ ସଭାରେ ଯୋଗଦେଇ ସିଷ୍ଟର ଶିବାନୀ
Read More...

ସୁବର୍ଣ୍ଣରେଖାର ବାର୍ଷିକ କ୍ରୀଡା ଦିବସ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ବାର୍ଷିକ କ୍ରୀଡା ଦିବସ ଉଦ୍‌ଯାପିତ ହୋଇଯାଇଛି । ବିଭିନ୍ନ କ୍ରୀଡା ମାଧ୍ୟମରେ ପିଲାଙ୍କ ମଧ୍ୟରେ ଚିତ୍ରକଳା, ପାଣି ଗ୍ଲାସ୍‌ରେ କଏନ, ମହିଳା ମାନଙ୍କ ମଧ୍ୟରେ ଶଙ୍ଖ ବାଦନ, ମ୍ୟୁଜିକ
Read More...

ଡାକ୍ତର ମିନାକ୍ଷୀଙ୍କ ଚତୁର୍ଥ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

'ସାମାଜିକ କର୍ମଦକ୍ଷତା ହିଁ ସାଧାରଣକୁ ଅସାଧାରଣର ମାନ୍ୟତା ଦିଏ' ରାଉରକେଲା, (ସସ୍ମିତା ପ୍ରଧାନ) : ସାଧାରଣ ବ୍ୟକ୍ତି ନିଜର ସାମାଜିକ ପ୍ରତିବଦ୍ଧତା ଓ କର୍ମପ୍ରେରଣା ବଳରେ ସମାଜରେ ପ୍ରତିଷ୍ଠିତ ହୋଇପାରେ ବୋଲି ବିଶିଷ୍ଟ ସମାଜସେବୀ ଡାକ୍ତର ମିନାକ୍ଷୀ ଶତପଥୀଙ୍କ ଚତୁର୍ଥ ପୁଣ୍ୟତିଥି,
Read More...

ରୋଜା ଡ୍ୟାନ୍ସ ଏକାଡେମୀର ଆଜା ନାଚଲେ ଆସନ୍ତା ୨୩ ଓ ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ଡ୍ୟାନ୍ସ ଏକାଡେମୀର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତା ୨୩ ଓ ୨୪ ତାରିଖରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନ ପକ୍ଷରୁ କୋଏଲ୍‌ନଗର
Read More...

ଅଁଳା ନବମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ତିଥି ଅନୁସାରେ ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି । ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ
Read More...