Browsing Tag

raurkela news

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍‌ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ଦେଶରେ ନଭେମ୍ବର ୧୬ ତାରିଖ ଦିନ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଦିନ ଭାରତୀୟ ଗଣମାଧ୍ୟମ ପରିଷଦ ବା ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ ଗଠିତ ହୋଇଥିବାରୁ ଏହିଦିନଟିକୁ ଜାତୀୟ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଇଥାଏ । ଏହି କ୍ରମରେ
Read More...

ସହିଦ ବୀର ବିର୍ସା ମୁଣ୍ଡାଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳିତ

ରାଉରକେଲା/କାଲଟା, (ସସ୍ମିତା ପ୍ରଧାନ) : କାଲଟା ସ୍ଥିତ ସହିଦ ବୀର ବିର୍ସା ମୁଣ୍ଡା କମିଟି ଆନୁକୂଲ୍ୟରେ ସହିଦ ବୀର ବିର୍ସା ମୁଣ୍ଡା ଜୟନ୍ତୀର ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇଯାଇଛି । କମିଟିର ସଭାପତି ସୁଖରାମ ଲୁଗୁନ ଓ ସାଧାରଣ ସମ୍ପାଦକ ସୋମନାଥ ମୁଣ୍ଡୁ (ସାଗର)ଙ୍କ ଆବାହକତ୍ଵ, ଦୁର୍ଯ୍ୟୋଧନ
Read More...

ଗୁରୁ ନାନକ ଜୟନ୍ତୀ, ବିର୍ସାମୁଣ୍ଡା ଜୟନ୍ତୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହାପି ମୁହୂର୍ତ୍ତ ଇଣ୍ଡିଆ ଦ୍ୱାରା…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟ ଇଣ୍ଡିଆ ନିଆରା ଢଙ୍ଗରେ ଜଗନ୍ନାଥ ମନ୍ଦିର ସେକ୍ଟର ୩ରେ ୧୨୪ତମ ସୁଖ ​​ବାଣ୍ଟିବା ଦିବସ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର
Read More...

ଡିଏଭି ସ୍କୁଲରେ ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୋଲିସ ଡି.ଆଇ.ଜି. ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ । ବିଦ୍ୟାଳୟର ଏଲ୍. ଏମ୍. ସି. ସଭ୍ୟ ଏସ୍‌. କେ. ଯୋଶୀ, ମଞ୍ଜୁଶ୍ରୀ ପାଣିଗ୍ରାହୀ ତଥା ମାନସୀ
Read More...

ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା କମିଟିର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ବିଦ୍ୟା ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ସ୍ୱାଗତ ଭାଷଣ ଓ ପରିଚାଳନା କମିଟିର ସଭାପତି
Read More...

ସାହିତ୍ୟ ସୃଜନୀ ସମାରୋହ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ରାସ୍ଥିତ ବିଜାଡିହି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ
Read More...

ସେକ୍ଟର -୧୬ ଡିଏଭି ପବ୍ଲିକ୍‌ ସ୍କୁଲରେ ଶିଶୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧୬ ଡିଏଭି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ପବିତ୍ର ଦିବସର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଆମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ୱଳନ ଓ ଡିଏଭି ସଙ୍ଗୀତ ଗାନ କରି ଆରମ୍ଭ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ବୋଇତ ବନ୍ଦାଣ ଉତ୍ସବର ଦ୍ୱିତୀୟ ଦିନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ଦ୍ୱିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ଦ୍ୱିତୀୟ ଦିନରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ରଘୁନାଥପଲ୍ଲୀର
Read More...

ଚିନ୍ମୟ ବିଦ୍ୟାଳୟରେ ଦ୍ୱିଦିବସୀୟ ବିଜ୍ଞାନ ଓ କଳା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଦ୍ୱିଦିବସୀୟ ବିଜ୍ଞାନ ଓ କଳା ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର - ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ୩
Read More...